Tag Archives: Home Middle

ସୁଦାନରେ ଗୃହଯୁଦ୍ଧ ସଙ୍କଟ ଘନେଇଲା: ସେନା-ଆରଏସଏଫ ମୁହାଁମୁହିଁ…

ଖାର୍ତୁମ,୯।୭ : ସୁଦାନରେ ଗୃହଯୁଦ୍ଧ ସଙ୍କଟ ଘନେଇବାରେ ଲାଗିଛି। ସୁଦାନ ସେନା ଏବଂ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ସୁଦାନର ଓମଡୁରମାନ ସହରରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି।...

କୁରାନ ଜଳେଇବା ଘଟଣା: ସ୍ବିଡେନ ବିରୋଧରେ ଯୁଦ୍ଧ ଘୋଷଣା କଲା ପାକିସ୍ତାନ!

ଇସଲାମବାଦ,୯।୭: ସ୍ବିଡେନ୍‌ରେ ଇଦ୍‌ ଅବସରରରେ ଜଣେ ବ୍ୟକ୍ତି କୁରାନ ଜଳାଇବା ଘଟଣାକୁ ନେଇ ପାକିସ୍ତାନରେ ବିରୋଧ ଜାରି ରହିଛି। ଏହି ଘଟଣାରେ ପାକିସ୍ତାନୁ ଶୁକ୍ରବାର କଳା ଦିବସ ଭାବେ ପାଳନ କରିଥିଲା। ସେହି ଦିନ ତେହେରିକ-ଇ-ଲାବବାଇକ ପାକିସ୍ଥାନ (ଟିଏଲପି) ନେତା...

ମେଟା ସିଇଓଙ୍କ ସୁରକ୍ଷାରେ ୩ ବର୍ଷରେ ବିପୁଳ ଖର୍ଚ୍ଚ, ଚଳିତ ବର୍ଷ ଖର୍ଚ୍ଚ ହେଲାଣି ୧୧୫ କୋଟି…

ଓ୍ବାଶିଂଟନ,୯।୭ : ଫେସବୁକ ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଆଜିକାଲି ତାଙ୍କର ନୂତନ ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରେଡ୍ସ ଏବଂ ନିଜସୁରକ୍ଷା ପାଇଁ ଖର୍ଚ୍ଚ ପାଇଁ ଚର୍ଚ୍ଚାରେ ଅଛନ୍ତି। ଜୁକରବର୍ଗଙ୍କ କମ୍ପାନୀ ଗତ ତିନିବର୍ଷ ମଧ୍ୟରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ...

ନ୍ୟୁୟର୍କ ସମୁଦ୍ର ତଟରେ ସାର୍କ ଆତଙ୍କ

ନ୍ୟୁୟର୍କ,୯।୭: ନ୍ୟୁୟର୍କ ସମୁଦ୍ର କୂଳରେ ସାର୍କ ଆତଙ୍କ ବୃଦ୍ଧି ପାଇଛି। ଗତ କିଛି ଦିନ ମଧ୍ୟରେ ଲଙ୍ଗ ଦ୍ୱୀପ ଉପକୂଳରେ ସାର୍କ ଆକ୍ରମଣରେ ଅନେକ ଲୋକ ଶିକାର ହୋଇଛନ୍ତି।ସାର୍କ ଆତଙ୍କ ବୃଦ୍ଧି ପାଉଥିବାରୁ ନ୍ୟୁୟର୍କ ସରକାର ସମୁଦ୍ର କୂଳରେ ସାର୍କ...

ଜଳିଗଲା ବିମାନ, ୬ ମୃତ

ଓ୍ବାଶିଂଟନ,୯ା୭: ଦକ୍ଷିଣ କାଲିଫର୍ନିଆରେ ବିମାନ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଲସ୍‌ଆଞ୍ଜେଲସ ଏବଂ ସାନ ଡିଏଗୋ ମଧ୍ୟରେ କାଲିଫର୍ନିଆର ମୁରିଏଟା ସହରର ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ବିମାନଟି ଲାସ ଭେଗାସର ହ୍ୟାରି...

ବହୁ ଅଧିକାରୀଙ୍କ ସମେତ ସାଧାରଣ ଲୋକଙ୍କ ଗୋପନୀୟ ତଥ୍ୟ ଲିକ୍‌: ଚିନ୍ତାରେ ଶେହବାଜ ସରକାର…

ଇସଲାମାବାଦ,୯।୭ : ପାକିସ୍ତାନର ଜାତୀୟ ଡାଟାବେସ ଏବଂ ପଞ୍ଜୀକରଣ ପ୍ରାଧିକରଣ (ଏନଏଡିଆରଏ) ବିରୋଧରେ ନାଗରିକଙ୍କ ତଥ୍ୟ ଲିକ କରିଥିବା ଅଭିଯୋଗ ହୋଇଛି। ଏନଏଡିଆରଏ ଉପରେ ଅଭିଯୋଗ ଆସିବା ପରେ ସଂସଦର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦ୍ୱାରା...

ସୁଦାନର ଓମଦୁରମାନରେ ଏୟାର ଷ୍ଟ୍ରାଇକ୍‌: ୨୨ମୃତ

ଖାରତୋମ,୯।୭: ସୁଦାନରେ ଦୁଇ ପ୍ରତିଦ୍ୱନ୍ଦୀ ମଧ୍ୟରେ ଚାଲିଥିବା ଏୟାର ଷ୍ଟ୍ରାଇକ୍‌ରେ ୨୨ଜଣଙ୍କର ମୃତ୍ୟୁ ହୋଇଛିି। ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସ (ଆପ) ସ୍ବାସ୍ଥ୍ୟ ଅଧିକାରୀଙ୍କ ଏନେଇ ସୂଚନା ଦେଇଛନ୍ତି। ଆପ ଅନୁଯାୟୀ, ଏହି ଏୟାର ଷ୍ଟ୍ରାଇକ ରାଜଧାନୀ ଖାର୍ତୁମ ପଡୋଶୀ...

ପ୍ରେମ ପାଇଁ ଭାରତ ଆସିଥିବା ସୀମା ଯୋଗୀଙ୍କ ପାଖରେ କଲେ ନିବେଦନ, ପାକିସ୍ତାନ ଫେରିଲେ ମରିଯିବି…

ନୂଆଦିଲ୍ଲୀ,୯।୭: ପ୍ରେମ କ’ଣ ନ କରିପାରେ। ପ୍ରେମ ପାଇଁ ମାଇଲି ମାଇଲି ବାଟ ବି ଛୋଟ ଲାଗିଥାଏ। ପବଜିରେ ଆରମ୍ଭ ହୋଇଥିବା ପ୍ରେମ ପାଇଁ ପାକିସ୍ତାନୀ ମହିଳା ସୀମା ସାତ ଦରିଆ ଡେଇଁ ଚାଲିଆସିଛନ୍ତି ତାଙ୍କ ଭାରତୀୟ ପ୍ରେମୀଙ୍କ ପାଖକୁ।...

ଜାପାନରେ ପ୍ରବଳ ବର୍ଷା: ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର

ଟୋକିଓ,୯ା୭: ଲଗାତର ପ୍ରବଳ ବର୍ଷା ହେତୁ ଜାପାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜାପାନର ଶିମାନ ପ୍ରିଫେକ୍ଟର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସ୍ଥାନୀୟ କର୍ତ୍ତୃପକ୍ଷ ଦୁଇ ସହରର ୩,୭୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ବଳି ପଡ଼ିଲେଣି ୯ ହଜାରରୁ ଊର୍ଦ୍ଧ୍ୱ

କିଭ୍‌/ଜାତିସଂଘ,୯।୭: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ଶନିବାର ୫୦୦ ଦିନ ପୂରିଯାଇଛି। ଦୀର୍ଘ ଦିନ ଧରି ରୁଷିଆ ସେନାର କଡ଼ା ମୁକାବିଲା କରୁଥିବା ୟୁକ୍ରେନୀୟ ସେନା ଯବାନଙ୍କୁ କୃଷ୍ଣ ସାଗର ଦ୍ୱୀପରୁ ଏକ ଭିଡିଓ ଜାରି କରି ରାଷ୍ଟ୍ରପତି ଭୋଲୋଡିମିର...

ଭୋଟ ବେଳେ ହିଂସା:୧୮ ମୃତ

କୋଲକାତା,୯ା୭ (ପି.ଟି.): ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶନିବାର ମତଦାନ ବେଳେ ବୋମା ଫୁଟିବା ସହ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୧୦ ଜଣ ଶାସକ ଟିଏମ୍‌ସିର ହୋଇଥିବାବେଳେ ଭାଜପାରୁ...

ସମୁଦ୍ରରେ ଛଡ଼ାଯିବ ଜାପାନର ଫୁକୁଶିମା ରେଡିଓଆକ୍ଟିଭ୍‌ ବର୍ଜ୍ୟଜଳ: ମତ୍ସ୍ୟଜୀବୀଙ୍କ ସମେତ ଚାଇନା,ଦକ୍ଷିଣ କୋରିଆ କଲେ ବିରୋଧ…

ଟୋକିଓ,୮।୭ : ଜାପାନର ଫୁକୁଶିମା ରେଡିଓଆକ୍ଟିଭ୍‌ ବର୍ଜ୍ୟଜଳ ସମୁଦ୍ରରେ ଛଡ଼ାଯିବ। ଏନେଇ ଜାତିସଂଘର ଇଣ୍ଟରନ୍ୟାଶନାଲ ଆଟମିକ୍‌ ଏନର୍ଜି ଏଜେନ୍ସି(ଆଇଏଇଏ)ର ଅନୁମୋଦନ ଜାପାନକୁ ମିଳିଛି। ନିୟୁତ ଟନରୁ ଅଧିକ ରେଡିଓଆକ୍ଟିଭ୍‌ ବର୍ଜ୍ୟଜଳ ଭାଙ୍ଗିଯାଇଥିବା ଫୁକୁଶିମା ଦାଇଚି ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟରୁ ଛଡ଼ାଯିବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri