Tag Archives: Home Middle

୧୦୦ ଦେଶରେ ନିଷେଧ ଥିବା କ୍ଲଷ୍ଟର ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ଯୋଗାଇବ ଆମେରିକା…

ଓ୍ବାଶିଂଟନ,୮।୭ : ରୁଷିା-ୟୁକ୍ରେନ ବିବାଦ ଉପରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଘୋଷଣା କରିଛନ୍ତି ସାମରିକ ସହାୟତା ପ୍ୟାକେଜର ଅଂଶ ଭାବରେ ଆମେରିକା ୟୁକ୍ରେନକୁ କ୍ଲଷ୍ଟର ଅସ୍ତ୍ରଶସ୍ତ୍ର ପଠାଇବ। ଏହି ବିବାଦ ପରିସ୍ଥିତିରେ ଆମେ ୟୁକ୍ରେନକୁ ଅସହାୟ ଛାଡିବୁ ନାହିଁ।...

ପୃଥିବୀରୁ ରାସାୟନିକ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଯାଇଛି: ଓପିସିଡବ୍ଲୁ…

ଓ୍ବାଶିଂଟନ,୮।୭ : ପୃଥିବୀର ରାସାୟନିକ ଅସ୍ତ୍ରଶସ୍ତ୍ର ଉପରେ ନଜର ରଖୁଥିବା ଓପିସିଡବ୍ଲୁ କହିଛି ଆମେରିକାର ଶେଷ ବିଷାକ୍ତ ରାସାୟନିକ ଅସ୍ତ୍ରଶସ୍ତ୍ର ନଷ୍ଟ କରାଯାଇଥିବା ରିପୋର୍ଟ ପାଇଥିବା ପ୍ରକାଶ ପାଇବା ପରେ ସମସ୍ତ ଘୋଷିତ ଷ୍ଟକପାଇଲଗୁଡିକ ଅପରିବର୍ତ୍ତନୀୟ ଭାବରେ ନଷ୍ଟ କରାଯାଇଛି।...

ଆଦାନୀ କମ୍ପାନୀର ୬୦୦୦କିଲୋ ଲୁହା ପୋଲ ଚୋରି, ଚୋରିରେ କମ୍ପାନୀର କର୍ମୀ ସଂପୃକ୍ତ

ନୂଆଦିଲ୍ଲୀ,୮।୭: ମୁମ୍ବାଇ ସହରର ପଶ୍ଚିମ ଉପନଗରରେ ଥିବା ଡ୍ରେନ ଉପରେ ଥିବା ପୋଲର ୬୦୦୦କିଲୋଗ୍ରାମ ଲୁହା ଚୋରି ହେବା ଅଭିଯୋଗରେ ମୁମ୍ବାଇ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ବଙ୍ଗୁର ନାଗର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ,...

ଗୋପନୀୟ କାଗଜପତ୍ର ନେଇ ଟ୍ରମ୍ପଙ୍କ ନିକଟତମ ଅଧିକାରୀମାନେ ରହୁଥିଲେ ଚିନ୍ତିତ…

ଓ୍ବାଶିଂଟନ,୮।୭ : ମାଇଲସ ଟେଲରଙ୍କ ପୁସ୍ତକର ଏକ କପି ଦର୍ଶାଇ ନ୍ୟୁଜ ରିପୋର୍ଟ କରିଛି ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖବରଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ବର୍ଗୀକୃତ ସୂଚନା ପ୍ରତି ଯତ୍ନବାନ ନ ଥିଲେ। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନରେ...

ଆଇଏମଏଫ ଦଳ ଇମ୍ରାନଙ୍କୁ ଭେଟିଲେ, ସରକାରଙ୍କ ଅସନ୍ତୁଷ୍ଟ…

ଇସଲାମାବାଦ,୮।୭ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳର ପ୍ରତିନିଧୀଙ୍କୁ ଭେଟିବା ପାଇଁ ପାକିସ୍ତାନ ପରିଦର୍ଶନ କରୁଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦଳର ନିଷ୍ପତ୍ତି ଶାସକ ମିଳିତ ମେଣ୍ଟରେ ଅସନ୍ତୋଷ ସୃଷ୍ଟି କରିଛି। ଏକ ସମୟରେ...

ଭାରତ ସାହାର୍ଯ୍ୟ କରି ନ ଥିଲେ ଦେଶରେ ନରସଂହାର ହୋଇଥା’ନ୍ତା: ଶ୍ରୀଲାଙ୍କ ସଂସଦର ଅଧ୍ୟକ୍ଷ

କଲମ୍ବୋ,୮।୭: ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ଶ୍ରୀଲଙ୍କା ସଂସଦର ଅଧ୍ୟକ୍ଷ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ସାଂସଦ କଲମ୍ବୋ ଏବଂ ଦିଲ୍ଲୀକୁ ପରସ୍ପରର ବିଶ୍ୱସ୍ତ ବନ୍ଧୁ ବୋଲି ଉଲ୍ଲେଖ କରିଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ନେବରହୁଡ...

ଆତଙ୍କବାଦୀ ଆକ୍ରମଣ: ଜଣେ ପୋଲିସ ଅଧିକାରୀ ମୃତ

ତେହରାନ,୮ା୭: ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଦକ୍ଷିଣ ପୂର୍ବ ଇରାନର ଏକ ପୋଲିସ ଷ୍ଟେଶନରେ ଆତ୍ମଘାତୀ ଆକ୍ରମଣ କରି ଜଣେ ଅଧିକାରୀଙ୍କୁ ହତ୍ୟା କରିଥିବା ଶନିବାର ସୂଚନା ମିଳିଛି। ଦେଶର ରାଜଧାନୀ ତେହେରାନଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଥିବା ଇରାନର...

ହରିୟାଣାରେ ଭୟଙ୍କର ସଡକ ଦୁର୍ଘଟଣା: ୮ମୃତ, ଅନେକେ ଆହତ

ଚଣ୍ଡିଗଡ,୮।୭: ଶନିବାର ହରିୟାଣାର ଜିନ୍ଦରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା...

ଜୟପୁରର ଏହି ମନ୍ଦିରରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌, ଫଟା ଜିନ୍ସ କିମ୍ବା ମିନି ସ୍କର୍ଟରେ କରିପାରିବେନି ଏଣ୍ଟ୍ରି

ଜୟପୁର,୮।୭: ମନ୍ଦିରକୁ ଯିବାବେଳେ ଡ୍ରେସ୍‌କୋଡ୍‌ ଲାଗୁ ହେବା ନେଇ ବହୁ ମନ୍ଦିରରେ ଦାବି କରାଯାଉଛି। ବିଶେଷ କରି ଚାରିଧାମରେ ଏହି ନିୟମ ଲାଗୁ ହେବା ନେଇ ଦାବି କରାଯାଉଛି। କେତେକେ ମନ୍ଦିରରେ ଏହି ନିୟମ ଲାଗୁ ହୋଇଥିବାବେଳେ ଆଉ କେତେକେ...

ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଲୋକକଳା କଳାକାରଙ୍କୁ ପାରିଶ୍ରମିକ ବୃଦ୍ଧି ଘୋଷଣା

ଭୁବନେଶ୍ବର,୮।୭(ଅସମାପିକା ସାହୁ) କଳାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାରଙ୍କୁ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଭିନ୍ନ ଲୋକକଳା...

ଇସାଇ ଓ ଆଦିବାସୀ ଜନଜାତିଙ୍କ ଉପରେ ୟୁସିସି ଲାଗୁ ନ କରିବା ପାଇଁ କେନ୍ଦ୍ର ଦେଲା ଆଶ୍ୱସନା

ନୂଆଦିଲ୍ଲୀ,୮।୭: ୟୁନିଫର୍ମ ସିଭିଲ କୋଡ୍‌(ୟୁସିସି) ଲାଗୁ ହେବା ନେଇ ଜାତୀୟ ରାଜନୀତି ସରଗରମ ରହିଛି। ମୋଦି ସରକାର ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଲ୍‌କୁ ସଂସଦରେ ପାରିତ କରିବା ନେଇ ଚର୍ଚ୍ଚା ଚାଲିଛି। ନାଗା ପ୍ରତିନିଧିମଣ୍ଡଳ ୟୁସିସି ଲାଗୁ ନ...

ଶିନ୍ଦେ ନେତୃତ୍ୱାଧୀନ ଶିବସେନାର ୪୦ ବିଧାୟକ, ଠାକରେଙ୍କ ଦଳର ୧୪ ବିଧାୟକଙ୍କୁ ନୋଟିସ

ମୁମ୍ବାଇ,୮।୭: ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଶିନ୍ଦେ ଏବଂ ଉଦ୍ଧବ ଠାକରେ ଦଳର ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର କହିଛନ୍ତି ଯେ, ଶିନ୍ଦେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri