Tag Archives: Home Middle

Paris 2024 Olympics: ଆଜି ମୁହାଁମୁହିଁ ହେବେ ନୋଭାକ ଜୋକୋଭିଚ୍-କାର୍ଲୋସ୍ ଅଲକାରାଜ

ନୂଆଦିଲ୍ଲୀ,୪ା୮: ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ପୁରୁଷ ସିଙ୍ଗିଲ୍ ଟେନିସ ପ୍ରତିଯୋଗିତାରେ ସର୍ବିଆର ନୋଭାକ ଜୋକୋଭିଚ୍ ଏବଂ ସ୍ପେନର କାର୍ଲୋସ ଅଲକାରାଜ ରବିବାର ରୋଲାଣ୍ଡ ଗାରୋସ ଷ୍ଟାଡିୟମରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଶ୍ଵବ୍ୟାପୀ କୋଟି କୋଟି ଦର୍ଶକ ଜୋକୋଭିଚ୍...

ମୋଦି ପୁଣି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ, ୪।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି। ମର୍ନିଂ କନ୍ସଲ୍ଟ ନାମକ...

ଜୁଲିଆନ୍‌ ଆଲଫ୍ରେଡ୍‌ ବିଶ୍ୱର ଦ୍ରୁତତମ ଧାବିକା

ପ୍ୟାରିସ୍‌, ୪ା୮(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ୧୦୦ ମିଟର ମହିଳା ସ୍ପ୍ରିଣ୍ଟରେ ସେଣ୍ଟ ଲୁସିଆର ଜୁଲିଆନ୍‌ ଆଲଫ୍ରେଡ୍‌ ବିଜୟୀ ହୋଇଛନ୍ତି। ନିଟ୍‌ ରେକର୍ଡ ସହିତ ଆଲଫ୍ରେଡ୍‌ ୧୦.୭୨ ସେକେଣ୍ଡର ଟାଇମିଂ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟ ପକ୍ଷରେ...

ହାତଲେଖା ପତ୍ରିକାରୁ ଆରମ୍ଭ…

ଓଡ଼ିଆ ସାମ୍ବାଦିକତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସିଛି ‘ପତ୍ରିକା’। ହାତଲେଖା ପତ୍ରିକାରୁ ଆରମ୍ଭ ହୋଇଥିଲା ଏହାର ଯାତ୍ରା। କଟକ ଚୌଦ୍ୱାର ନିକଟସ୍ଥ କୁବିଜର ମଠର ମହନ୍ତ ସାଧୁସୁନ୍ଦର ଦାସ ୧୭୬୯ରେ ‘କୁଜିବର ପତ୍ର’ ନାମରେ ଏକ ହାତଲେଖା ପତ୍ରିକା ଆରମ୍ଭ...

‘ମେଟଲ୍‌ ମିଟ୍‌-୨୦୨୪’ ପ୍ରିଲିମ୍ସ ଫିନାଲେକୁ ଗଲେ ୧୬ ଟିମ୍‌

ଭୁବନେଶ୍ୱର, ୩।୮(ଅସମାପିକା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ସ୍ଥାନୀୟ ଏକ ହୋଟେଲରେ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ‘ମେଟଲ୍‌ ମିଟ୍‌- ୨୦୨୪’ର ଷଷ୍ଠ ସଂସ୍କରଣ ଆରମ୍ଭ ହୋଇଯାଇଛି। ଚଳିତବବର୍ଷ ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟରୁ...

ନିର୍ବାଚନ ପୂର୍ବରୁ ବିହାରରେ ପ୍ରଶାନ୍ତ କିଶୋରଙ୍କ ଗୁରୁମନ୍ତ୍ର, କହିଲେ ଭୋଟ୍‌ ଦେବା ସମୟରେ…

ପାଟ୍‌ନା,୩ା୮: ରଣନୀତିଜ୍ଞ ତଥା ଜନ ସୂରଜ ଅଭିଯାନର ମୁଖ୍ୟ ପ୍ରଶାନ୍ତ କିଶୋର ଆଗାମୀ ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୨ ଅକ୍ଟୋବର ୨୦୨୪ରେ ପ୍ରଶାନ୍ତ କିଶୋର ତାଙ୍କ ପାର୍ଟିର ନାଁ ଘୋଷଣା କରିବେ। ନିକଟରେ...

ଜନଜାତି ଆରକ୍ଷଣକୁ ନେଇ ଏକ ବଡ଼ କଥା କହିଲେ ଯୋଗେନ୍ଦ୍ର ଯାଦବ, ଏହି ବ୍ୟବସ୍ଥା ହେଲେ ଦେଶରେ…

ନୂଆଦିଲ୍ଲୀ,୩ା୮: ସୁପ୍ରିମକୋର୍ଟଙ୍କ ୭ ଜଣିଆ ବିଚାରପତିଙ୍କ ଏକ ଖଣ୍ଡପୀଠରେ ଅନୁସୂଚିତ ଜାତି-ଜନଜାତି ଆରକ୍ଷଣ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଥିବା ବେଳେ ଏସ୍‌ସି-ଏସ୍‌ଟିର ସମସ୍ତ ବର୍ଗରେ ସଂରକ୍ଷଣ ଦିଆଯାଇପାରିବ ବୋଲି କହିଥିଲେ। ବର୍ତ୍ତମାନ କୋର୍ଟଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଏକ...

କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ୍‌ ପ୍ଲାଣ୍ଟ୍‌, ୫ ବର୍ଷରେ ନିଯୁକ୍ତି ହେବେ ୩.୫ ଲକ୍ଷ ଲୋକ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ଟାସ୍କଫୋର୍ସ ଗଠନ ହେବ। ଶିଳ୍ପ ପ୍ରକଳ୍ପର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ପାଇଁ ନିର୍ଦ୍ଦେଶ...

ଆଗକୁ ବିଜେଡିରେ ବିସ୍ଫୋରଣ ହେବ: କାହିଁକି ଏମିତି କହିଲେ ବିଧାୟକ ସରୋଜ ପାଢ଼ୀ

ଭୁବନେଶ୍ୱର,୩ା୮: ବିଜେଡିରୁ ରାଜ୍ୟ ସଭା ସଦସ୍ୟ ମମତା ମହାନ୍ତ ଇସ୍ତଫା ଦେଇଥିବା ବେଳେ ଭାଜପାରେ ସାମିଲ ହୋଇଛନ୍ତି। ତେବେ ଏହାକୁ ନେଇ ରାଜନୀତି ପାଣିପାଗ ବେଶ୍‌ ସରଗରମ ହୋଇଉଠିଛି। ଉଭୟ ଦଳ ନେତା ପରସ୍ପରକୁ ଆକ୍ଷେପ ପ୍ରତି ଆକ୍ଷେପ କରୁଛନ୍ତି।...

ମେଟଲ୍‌ ମିଟ୍‌ ୨୦୨୪: ଗ୍ରାଣ୍ଡ୍‌ ଫିନାଲେକୁ ଗଲେ ସିନିୟର ୮ ଟପ୍‌ ଟିମ୍‌

ଭୁବନେଶ୍ୱର,୩ା୮(ଅସମାପିକା ସାହୁ): ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ବୌଦ୍ଧିକ ପ୍ରତିଯୋଗିତା ପାଇଁ ଏକ ଉତ୍କୃଷ୍ଟ ପ୍ଲାଟ୍‌ଫର୍ମ ଯୋଗାଇଦେବା ଲକ୍ଷ୍ୟରେ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ମେଗା କୁଇଜ ଇଭେଣ୍ଟ ‘ମେଟଲ୍‌ ମିଟ-୨୦୨୪’ ଶନିବାର ହୋଟେଲ କ୍ରିଷ୍ଟାଲ କ୍ରାଉନରେ ଆୟୋଜିତ ହୋଇଛି।...

ମେଟଲ୍‌ ମିଟ୍‌ ୨୦୨୪: ଗ୍ରାଣ୍ଡ୍‌ ଫିନାଲେକୁ ଗଲେ ଜୁନିୟର ୮ ଟପ୍‌ ଟିମ୍‌

ଭୁବନେଶ୍ୱର,୩ା୮(ଅସମାପିକା ସାହୁ):  ଭୁବନେଶ୍ୱରସ୍ଥିତ କ୍ରିଷ୍ଟାଲ କ୍ରାଉନ ହୋଟେଲରେ ‘ମେଟଲ୍‌ ମିଟ୍‌-୨୦୨୪’ର ଜୁନିୟର ପ୍ରିଲିମ୍ସ ରାଉଣ୍ଡ ଶନିବାର ଶେଷ ହୋଇଛି। ଗ୍ରାଣ୍ଡ ଫିନାଲେ ପାଇଁ ଚୂଡ଼ାନ୍ତ ହୋଇଛି ‘ଟପ୍‌-୮’ ଟିମ୍‌। ଜୁନିୟର ବର୍ଗରେ ମୋଟ୍‌ ୪୧ ଟିମ୍‌ ଭାଗ ନେଇଥିବା ବେଳେ...

ବିଏସକେଓ୍ବାଇକୁ ନେଇ ବଡ଼ ଅପଡେଟ୍‌ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୮: BSKY କୁ ନେଇ ଆସିଲା ବଡ଼ ଅପଡେଟ୍‌। ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ବିଏସକେଓ୍ବାଇ କାର୍ଡ ଏବେ ଜାରି ରହିବ। ଏହାପରେ ସେପ୍ଟେମ୍ବର ୧୦ ତାରିଖ ପରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri