Tag Archives: Home Middle

ଆମେ ଆଶା କରୁଛୁ ଉପର କୋର୍ଟରେ ରାହୁଲଙ୍କୁ ନ୍ୟାୟ ମିଳିବ: ସଞ୍ଜୟ ରାଉତ

ମୁମ୍ବାଇ,୭।୭: ଶିବସେନା(ୟୁବିଟି) ଏମପି ସଞ୍ଜୟ ରାଉତ ଶୁକ୍ରବାର କହିଛନ୍ତି, ଆମେ ଆଶା କରୁଛୁ ରାହୁଲ ଗାନ୍ଧୀଙ୍କୁ ଉପର କୋର୍ଟରୁ ‘ମୋଦି ସରନେମ’ ମାନହାନି ମାମଲାରେ ନ୍ୟାୟ ମିଳିବ। ସୂଚନାଯୋଗ୍ୟ, ଶୁକ୍ରବାର ଗୁଜରାଟ ହାଇକୋର୍ଟ ‘ମୋଦି ସରନେମ’ ମାନହାନି ମାମଲାରେ ରାହୁଲ...

ଆମେରିକାରେ ବ୍ୟାନ୍‌ ହେବ ଘାତକ କେମିକାଲ ଅସ୍ତ୍ର

ଓ୍ବାଶିଂଟନ୍‌,୭।୭: ଅର୍ଗାନାଇଜେସନ ଫର ପ୍ରୋହିବିଶନ ଅଫ୍‌ କେମିକାଲ ଓ୍ବିପନ୍‌ ବା ଓପିସିଡବ୍ଲୁ ଅନୁଯାୟୀ, ରାସାୟନିକ ଅସ୍ତ୍ର ହେଉଛି ଏପରି ଏକ ମାରଣାସ୍ତ୍ର। ଯେଉଁଥିରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶାଯାଇଥାଏ। ଯାହାଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ଲୋକଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ...

କ’ଣ ଭାଜପା ଛାଡି କଂଗ୍ରେସରେ ହେବେ ସାମିଲ? ସ୍ପଷ୍ଟ କଲେ ପଙ୍କଜା

ମୁମ୍ବାଇ,୭।୭: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଭାଜପା ନେତା ପଙ୍କଜା ମୁଣ୍ଡେ ସ୍ପଷ୍ଟ କରିଛନ୍ତି ଯେ, ସେ ଭାଜପା ଛାଡୁ ନାହାଁନ୍ତି। ଏଥିସହ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ସେ ଭେଟିଛନ୍ତି ବୋଲି ଦାବି କରୁଥିବା ରିପୋର୍ଟକୁ...

ୟୁଏନଏସସିରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଦୃଢ ନିନ୍ଦା କଲା ଭାରତ

ଜେନେଭା,ନୂଆଦିଲ୍ଲୀ,୭।୭: ଆତଙ୍କବାଦୀ ଚିନ୍ତାଧାର ରଖିଥିବା ପାକିସ୍ତାନ ନିଜ କାର୍ଯ୍ୟକଳାପ କିମ୍ବା ବ୍ୟବହାରରେ କ୍ଷାନ୍ତ ହେଉନାହିଁ। ନିକଟରେ ହୋଇଥିବା ଏସସିଓ ସମ୍ମିଳନୀରେ ପାକିସ୍ତାନର ନାଁ ନେଇ ତାକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ପାକିସ୍ତାନ ବାରମ୍ବାର ସୀମା ପ୍ରବେଶ ନେଇ ଆତଙ୍କବାଦକୁ...

ମଣିପୁର ହିଂସାକୁ ରୋକିବା ନେଇ ସାହାଯ୍ୟ କରିବାକୁ ପ୍ରସ୍ତୁତ: ଆମେରିକା ରାଷ୍ଟ୍ରଦୂତ, କଟାକ୍ଷ କଲା କଂଗ୍ରେସ

ଓ୍ବାଶିଂଟନ୍‌,୭।୭: ୨ମାସରୁ ଅଧିକ ହେଲାଣି ମଣିପୁର ନିଆଁ ହୁତୁହୁତୁ ହୋଇ ଜଳୁଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ବାରମ୍ବାର ବୈଠକ ସତ୍ତ୍ୱେ ହିଂସା ଥମିବାର ନାଁ ନେଉ ନାହିଁ। ତେବେ ଏହି ସମୟରେ ମଣିପୁରକୁ ହତାଦାର କରି ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ...

ମିଲାନର ବୃଦ୍ଧାଶ୍ରମରେ ଭୀଷଣ ଅଗ୍ନିକାଣ୍ଡ, ୬ମୃତ

ରୋମ,୭।୭: ରୋମର ମିଲାନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମିଲାନରେ ଥିବା ଏକ ବୃଦ୍ଧାଶ୍ରମରେ ନିଆଁଲାଗି ୬ଜଣ ଜିଅନ୍ତା ଜଳି ଯାଇଛନ୍ତି। ଅଗ୍ନିକାଣ୍ଡରେ ୮୦ରୁୁ ଅଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ। ଆହତଙ୍କୁ ଡାକ୍ତରଖାନାରେ...

ଉଦ୍ଧବଙ୍କୁ ଝଟକା: ବିଧାନ ପରିଷଦର ଉପସଭାପତି ନୀଲମ ଗୋରେ ଶିନ୍ଦେ ଦଳରେ ହେବେ ସାମିଲ

ମୁମ୍ବାଇ,୭।୭: ମହାରାଷ୍ଟ୍ରରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଉଦ୍ଧବ ଠାକରେକୁ ବଡ଼ ଝଟକା ଲାଗିଛି। ବିଧାନ ପରିଷଦର ଉପସଭାପତି ନୀଲମ ଗୋରେ ଶିନ୍ଦେ ଦଳରେ ସାମିଲ ହେବେ। କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ଯୋଗ ଦେବେ ବୋଲି...

ହାଓଡା- ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଭୟଙ୍କର ନିଆଁ

ହାଇଦ୍ରାବାଦ,୭।୭: ଫାଲକନୁମା ଏକ୍ସପ୍ରେସରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଟ୍ରେନର ୩ଟି ବଗି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ହେଲେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଖବର ପାଇ ୮ଟି ଦମକଳ ବାହିନୀ...

ୟୁକ୍ରେନକୁ କ୍ଲଷ୍ଟର ବୋମା ଦେବ ଆମେରିକା

ଓ୍ବାଶିଂଟନ,୭ା୭: ରୁଷିଆ ସହିତ ୟୁକ୍ରେନ୍‌ର ଯୁଦ୍ଧ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ତେବେ ଆମେରିକା ୟୁକ୍ରେନକୁ କ୍ଲଷ୍ଟର ବୋମା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଏହା ଘୋଷଣା କରାଯିବ। ଆମେରିକାର ୩ଜଣ...

ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ମିଳିଲା ୭୫୦୦କୋଟିର ଉପହାର

ରାୟପୁର,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଛତିଶଗଡର ରାୟପୁର ଗସ୍ତରେ ଅଛନ୍ତି। ସକାଳ ୧୦ଟା ୪୫ରେ ସେ ରାୟପୁରରେ ପହଞ୍ଚିଛନ୍ତି। ଏହାପରେ ସେ ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ସାଇନ୍ସ କଲେଜ ଗ୍ରାଉଣ୍ଡ ପହଞ୍ଚିଛନ୍ତି। ଏହି ସମୟରେ ସଡ଼କ ସହ...

୨୦୨୪ ନିର୍ବାଚନ ଲଢିପାରିବେ ନାହିଁ ରାହୁଲ

ନୂଆଦିଲ୍ଲୀ,୭।୭: ମୋଦି ସରନେମ ସହ ଜଡିତ ମାନହାନୀ ମାମଲାରେ ଗୁଜୁରାଟ ହାଇକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଝଟକା ଲାଗିଛି। ରାହୁଲ ଗାନ୍ଧୀଙ୍କ ପୁନର୍ବିଚାର ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଗୁଜରାଟ ହାଇକୋର୍ଟ କହିଛନ୍ତି ଯେ ଟ୍ରାଏଲ...

ଆଜି ରାଜ୍ୟ ବଜେଟ ଉପସ୍ଥାପନ କରିବେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା

ବେଙ୍ଗାଲୁରୁ,୭।୭: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାାମାୟା ଶୁକ୍ରବାର ରାଜ୍ୟ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଠିକ ଦିନ ୧୨ଟାରେ ଏହା ଉପସ୍ଥାପନ କରାଯିବ। ମେ ୧୦ ବିଧାନସଭା ନିର୍ବାଚନରେ କଂଗ୍ରେସ କର୍ନାଟକରେ ସରକାର ଗଠନ କରିବା ପରେ ଏହାହେବ କଂଗ୍ରେସର ପ୍ରଥମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri