Tag Archives: Home Middle

ୟୁସିସି ଲାଗୁ ନେଇ ଜିଓଏମ ଗଠନ କଲେ କେନ୍ଦ୍ର ସରକାର, ପ୍ରଥମ ବୈଠକ ଶେଷ…

ନୂଆଦିଲ୍ଲୀ,୬।୭ : ଗୋଟିଏ ଦେଶ-ଏକ ଆଇନ କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ର ସରକାର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ ହେବା ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି। ଏହି ପ୍ରସଙ୍ଗରେ ସରକାର ମନ୍ତ୍ରୀଙ୍କର ଏକ ଦଳ (ଜିଓଏମ) ଗଠନ...

ଶରଦ ପାଓ୍ବାରଙ୍କୁ ଅଧ୍ୟକ୍ଷ ପଦରୁ ହଟାଯିବା ନେଇ ଜାଣି ନାହଁାନ୍ତି ଅଜିତ ଗୋଷ୍ଠୀର ନେତା

ମୁମ୍ବାଇ,୬।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ରାଜନୈତିକ ଛକାପଞ୍ଚା ମଧ୍ୟରେ ଘଡିକରେ ଘୋଡା ଛୁଟୁଛି। ଦାଦା ବନାମ ପୁତୁରା କଳି ନୂଆ ମୋଡ ନେଇଛି। ଏକ ଟିଭି ସାକ୍ଷାତକାରରେ ଅଜିତ ପାୱାରଙ୍କ ଏନସିପି ସାଂସଦ ଉମେଶ ପାଟିଲ ପ୍ରକାଶ କରିଛନ୍ତି...

ଆୟୁର୍ବେଦ ଶିକ୍ଷାର୍ଥୀଙ୍କ ପାଇଁ ବିଦେଶରେ ସୁଯୋଗ: ଜାପାନ-ଜର୍ମାନୀରେ ମିଳିବ ନିଯୁକ୍ତି…

ଡେରାଡୁନ,୬।୭ : ଜାପାନ ଏବଂ ଜର୍ମାନୀର ଭାରତୀୟ ଆୟୁର୍ବେଦ ଶିକ୍ଷାର୍ଥୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଉତ୍ତରାଖଣ୍ଡର ମେଡିକାଲ କାଉନସିଲ ଅଫ ଇଣ୍ଡିଆ, ପକ୍ଷରୁ କୁହାଯାଇଛି ଆୟୁର୍ବେଦ କଲେଜରୁ ନର୍ସିଂ, ଯୋଗ, ପଞ୍ଚକର୍ମ, ନାଚୁରୋପାଥି ପାଠ୍ୟକ୍ରମରେ ପାସ ହୋଇଥିବା ଛାତ୍ରଛାତ୍ରୀଙ୍କ...

ଏନସିପି ଗୋଷ୍ଠୀର ଡବଲ ଡ୍ରାମା ନେଇ ମୁହଁ ଖୋଲିଲେ କପିଲ ସିବଲ

ନୂଆଦିଲ୍ଲୀ,୬।୭: ମହାରାଷ୍ଟ୍ରର ପାଓ୍ବାର ପ୍ଲେ ନେଇ ମୁହଁ ଖୋଲିଛନ୍ତି ରାଜ୍ୟସଭା ସାଂସଦ କପିଲ ସିବଲ। ସେ ମହାରାଷ୍ଟ୍ରର ରାଜନୀତିକୁ ପ୍ରହସନ ବୋଲି ଆଖ୍ୟା ଦେଇଛନ୍ତିି। ସିବଲ ଟୁଇଟ୍‌ କରି କହିଛନ୍ତିି, ‘ମହାରାଷ୍ଟ୍ର ରାଜନୀତି ଗଣତନ୍ତ୍ର ନୁହେଁ ବରଂ ଏହା ଏକ...

ଅଜିତଙ୍କ ମୁଖ୍ୟମନ୍ତ୍ରୀ ସ୍ବପ୍ନ ପଡିପାରେ ଫିକା, ସିନ୍ଦେ ଦେବେନି ଇସ୍ତଫା!

ମୁମ୍ବାଇ,୬।୭: ମହାରାଷ୍ଟ୍ର ରାଜନୀତିରେ ଏନସିପି ଗୋଷ୍ଠୀର ଡବଲ ଡ୍ରାମା ଦେଖିବାକୁ ମିଳିଛି। ଗତ କାଲି ପର୍ଯ୍ୟନ୍ତ ଦୁଇ ଦଳ ନିଜ ସଂଖ୍ୟା ଗରିଷ୍ଠତାକୁ ନେଇ ଗଣମାଧ୍ୟମରେ ସଫେଇ ଦେଉଥିବାବେଳେ ଅଜିତ ପାଓ୍ବାର ସଂଖ୍ୟାଖେଳରେ ବାଜିମାତ କରିଛନ୍ତି। ବୁଧବାର ଅଜିତ ବୈଠକ...

ଜାନୁୟାରୀ ୨୬ ସୁଦ୍ଧା ୪୨ ପ୍ରକଳ୍ପ, ପ୍ରତି ପରିଯୋଜନା ପାଇଁ ବ୍ୟୟ ଅଟକଳ ୫ ହଜାର କୋଟି…

ନୂଆଦିଲ୍ଲୀ,୬।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ଆସନ୍ତା ୨୦୨୪ ବର୍ଷ ଜାନୁୟାରୀ ୨୬ ସୁଦ୍ଧା ଦେଶରେ ୪୨ଟି ପ୍ରକଳ୍ପକୁ ମଞ୍ଜୁରୀ ଦେବେ। ପ୍ରତି ପରିଯୋଜନାର ଖର୍ଚ୍ଚ ପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟ ଟକଳ ପ୍ରସ୍ତୁତ କରାଯାଇଛି।...

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୪୦ ଲକ୍ଷ ଖର୍ଚ୍ଚ କରିପାରିବେ ପ୍ରାର୍ଥୀ…

ଭୋପାଳ,୬।୭ : ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପ୍ରସଙ୍ଗରେ ରାଜ୍ୟର ରାଜନୈତିକ କାର୍ଯ୍ୟକଳାପ ଚରମ ସୀମାରେ ରହିଛି। ପ୍ରମୁଖ ରାଜନୈତିକ ଦଳର ନେତାମାନେ ସକ୍ରିୟ ହୋଇଛନ୍ତି। ନିର୍ବାଚନ ଯାତ୍ରା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।...

ଇମ୍ରାନଙ୍କୁ ଗିରଫ ପାଇଁ ଅର୍ଡିନେନ୍ସ ଅନୁମୋଦନ କଲେ ଶାହାବାଜ ସରିଫ, ତୋଶାଖାନା ମାମଲାରେ ଆଜି କୋର୍ଟରେ ହାଜର

ଇସଲାମବାଦ,୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଶାହାବାଜ ସରିଫ ସରକାର ଏକ ଅର୍ଡିନେନ୍ସକୁ ଅନୁମୋଦନ କରିଛନ୍ତି। ତେବେ ଏହାକୁ ପାକିସ୍ତାନର ରାଷ୍ଟ୍ରପତିଙ୍କ ବଦଳରେ ତାଙ୍କ କେୟାରଟେକର ସାଜିଦ ସଞ୍ଜରାନୀଙ୍କ ଏହାକୁ ସ୍ବାକ୍ଷର କରିଛନ୍ତି। ସୁପ୍ରିମକୋର୍ଟ...

ପରିସ୍ରା ମାମଲା ପୀଡ଼ିତଙ୍କୁ ଘରକୁ ଡାକି ପାଦ ଧୋଇଲେ ଶିବରାଜ…

ଭୋପାଳ,୬।୭ : ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାରେ ଜଣେ ଆଦିବାସୀଙ୍କୁ ନିର୍ଯାତନା ଦେଇ ପରିସ୍ରା କରିବା ମାମଲା ସାମ୍ନାକୁ ଆସିଥିଲା। ଭିଡିଓ ଭାଇରାଲ ହେବା ପରେ ମଧ୍ୟପ୍ରଦେଶର ରାଜନୀତି ତୀବ୍ର ହୋଇଛି। ପରିସ୍ରାର ଶିକାର ହୋଇଥିବା ଆଦିବାସୀମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ...

ଟ୍ରାନ୍ସଫର-ପୋଷ୍ଟିଂ ମାମଲା, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆବେଦନ ଉପରେ ସୋମବାର ହେବ ଶୁଣାଣି

ନୂଆଦିଲ୍ଲୀ,୬।୭: ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂ ଉପରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ହେବ। କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଶୀଘ୍ର ଶୁଣାଣି...

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଆଜି ଆସିବେ ଭାରତ, ଏନଏସଏ ଅଜିତ ଡୋଭାଲଙ୍କ ସହ ହେବ ସାକ୍ଷାତକାର

ନୂଆଦିଲ୍ଲୀ/ପ୍ୟାରିସ,୬।୭: ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରୋଙ୍କ କୁଟନିତିକ ପରାମର୍ଶଦାତା ଇମ୍ୟାନୁଏଲ ବୋନେ ଗୁରୁବାର ଅର୍ଥାତ୍‌ ଜୁଲାଇ ୬ରେ ଏକ ଦିବସୀୟ ଭାରତ ଯାତ୍ରାରେ ଆସୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଇମ୍ୟାନୁଏଲ ବୋନେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ...

କୁଖ୍ୟାତ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂ ପନ୍ନୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଖବର ପ୍ରଚାର ପରେ ବଞ୍ଚିଥିବାର ଭିଡ଼ିଓ ଜାରି କଲେ ପନ୍ନୁ…

ନ୍ୟୁୟର୍କ,୬।୭ : ଭାରତରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସର କୁଖ୍ୟାତ ନେତା ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କୁ ଆମେରିକାରେ ଏକ ସଡ଼କ ଦୁର୍ଘଟଣାରେ ମୃତ ଘୋଷଣା କରାଯାଇଛି। କୁହାଯାଉଛି ତାଙ୍କ କାର ଆମେରିକାର ହାଇୱେ ୧୦୧ ରେ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri