Tag Archives: Home Middle

ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛି ଆମେରିକା, କୋର୍ଟରେ ଅପିଲ…

ଓ୍ବାଶିଂଟନ,୬।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସରକାର ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛନ୍ତି। ବାଇଡେନ ସରକାର ତାହୱୁର ରାଣାଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ହୋଇଥିବା ହାବିସ କର୍ପସ ଆବେଦନକୁ ବିରୋଧ...

ହ୍ବାଇଟ ହାଉସରେ ଧଳା ପାଉଡର: ଯାଞ୍ଚ ରିପୋର୍ଟ ଆସିଲା, ବାଇଡେନଙ୍କୁ ଟାର୍ଗେଟ କଲେ ଟ୍ରମ୍ପ…

ଓ୍ବାଶିଂଟନ,୬।୭ : ହ୍ବାଇଟ ହାଉସରେ ମିଳିଥିବା ଧଳା ପାଉଡରର ଯାଞ୍ଚ ରିପୋର୍ଟ ଆସିଛି। ଆମେରିକାର ସିକ୍ରେଟ ସର୍ଭିସର ମୁଖପାତ୍ର କହିଛନ୍ତି ପୂର୍ବ କ୍ଷେତ୍ର ପରୀକ୍ଷା ସମୟରେ ଧଳା ପାଉଡର ଚିହ୍ନଟ କରାଯାଇଥିଲା। ପରୀକ୍ଷା ରିପୋର୍ଟରେ ଏହା କୋକେନ ବୋଲି ଜଣାପଡିଛି।...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ: ୨୭ ମୃତ, ୧୭ ଆହତ…

ମେକ୍ସିକୋ ସିଟି,୬।୭ : ମେକ୍ସିକୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଠାରେ ୧୭ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମେକ୍ସିକୋର ଦକ୍ଷିଣ ପ୍ରଦେଶର ଓକ୍ସାକାରେ ଘଟିଛି। ଓକ୍ସାକା...

ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ହୋଇପାରେ ଜେଲ…

ଓ୍ବାଶିଂଟନ,୬।୭ : ଜଣାଶୁଣା ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ୬ ମାସ ଜେଲ ଦଣ୍ଡ ଦିଆଯାଇପାରେ। ପ୍ରକୃତରେ, ଗ୍ରେଟା ଥନବର୍ଗ ଜୁନ ମାସରେ ସ୍ବିଡେନରେ ଏକ ସିଟ-ଇନ ପ୍ରଦର୍ଶନ ସମୟରେ ପୋଲିସର ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଗତ...

ତୃତୀୟ ରାଉଣ୍ଡରେ କାସାଟକିନା

ଓ୍ବିମ୍ବେଲଡନ, ୬।୭: ବର୍ଷା ଯୋଗୁ କ୍ରମାଗତ ତୃତୀୟ ଦିବସରେ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଅନେକ ମ୍ୟାଚ ବାଧାପ୍ରାପ୍ତ ହୋଇଛି। କେବଳ ଇନ୍‌ଡୋରରେ ଖେଳଗୁଡ଼ିକ ସମ୍ଭବ ହୋଇପାରିଛି। ଅଲ୍‌ ଇଂଲଣ୍ଡ କ୍ଲବର କେବଳ ସେଣ୍ଟର କୋର୍ଟ ଓ କୋର୍ଟ ନଂ-୧ରେ...

ସୁପର କପ୍‌ ବିଜେତାକୁ ପୁରସ୍କାର ପ୍ରଦାନ

କଟକ,୬ା୭ (ସୁପ୍ରିୟା ପ୍ରିୟର୍ଶିନୀ): ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ବୁଧବାର ଫୁଟବଲ ଲିଗ୍‌ ଉଦ୍‌ଘାଟିତ ହୋଇଛି। ଫାଓ ଲିଗ୍‌ ନାମରେ ପରିଚିତ ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚ ଓଡ଼ିଶା ପୋଲିସ ଓ ସ୍ପୋଟର୍‌ସ...

ଇଂଲଣ୍ଡ ଫୁଟ୍‌ବଲରେ ପ୍ରଥମ ମହିଳା କୋଚ୍‌

ମାଞ୍ଚେଷ୍ଟର, ୬ା୭(ପି.ଟି.): ଇଂଲଣ୍ଡରେ ଦିନକୁ ଦିନ ମହିଳା ଫୁଟବଲର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ତେବେ ପୁରୁଷ ଟିମ୍‌ରେ ମହିଳା କୋଚ୍‌ ବା ସପୋର୍ଟ ଷ୍ଟାଫ୍‌ଙ୍କ ଉପସ୍ଥିତି ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ଏକ ପରସ୍ଥିତିରେ ଇତିହାସ...

ଉତ୍ତରାଞ୍ଚଳ ୧୯୮ରେ ଅଲ୍‌ଆଉଟ

ବେଙ୍ଗାଲୁରୁ, ୬।୭: ଦୁଲିପ ଟ୍ରଫି କ୍ରିକେଟର ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣାଞ୍ଚଳ ବୋଲରମାନେ ଚମତ୍କାର ବୋଲିଂ କରି ଉତ୍ତରାଞ୍ଚଳ ପ୍ରଥମ ଇନିଂସକୁ ୧୯୮ ରନରେ ସୀମିତ ରଖିଛନ୍ତି। ପଶ୍ଚିମାଞ୍ଚଳ ବୋଲିଂ ଆକ୍ରମଣର ନେତୃତ୍ୱ ନେଇଛନ୍ତି ବିଦ୍ୱାଥ କଭେରପ୍ପା।...

ଏମ୍‌ଏଲ୍‌ଏସ୍‌ର ମହଙ୍ଗା ଖେଳାଳି ମେସି

ନୂଆଦିଲ୍ଲୀ, ୬ା୭: ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ ମେସି ନିକଟରେ ମେଜର ଲିଗ୍‌ ସକର (ଏମ୍‌ଏଲ୍‌ଏସ୍‌) ଦଳ ଇଣ୍ଟର ମାୟାମିରେ ଯୋଗ ଦେଇଥିଲେ। ପ୍ରାରମ୍ଭିକ ଭାବରେ ମେସିଙ୍କ ବେତନ ସମ୍ପର୍କରେ କୌଣସି ସୂଚନା ନ ଥିବା ବେଳେ ସେ...

ପଶ୍ଚିମାଞ୍ଚଳ ତାରକା ବ୍ୟାଟର ବିଫଳ

ଅଲୁର, ୬।୭ (ପି.ଟି.): ଦୁଲିପ ଟ୍ରଫି କ୍ରିକେଟର ପ୍ରଥମ ସେମିଫାଇନାଲ ଏଠାରେ ବୁଧବାର ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳ ମଧ୍ୟରେ ଆରମ୍ଭ ହୋଇଛି। ତାରକା ବ୍ୟାଟରଙ୍କ ବିଫଳତା ଯୋଗୁ ପଶ୍ଚିମାଞ୍ଚଳ ପ୍ରଥମ ଦିବସ ଖେଳ ଶେଷ ବେଳକୁ ପ୍ରଥମ ଇନିଂସରେ ୨୧୬...

ରିହାତିରେ ତେଲ କିଣି ତୈଳ କମ୍ପାନୀ ଲାଭବାନ

ନୂଆଦିଲ୍ଲୀ,୬।୭ (ଅଭୟ ଦାଶ): ଗତ କିଛି ବର୍ଷ ହେବ ଭାରତୀୟ ତୈଳ କମ୍ପାନୀଗୁଡିକ ରୁଷିଆରୁ ତେଲ କିଣି ବ୍ୟାପକ ଲାଭବାନ ହୋଇଛନ୍ତି। ବିଶେଷ କରି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ବିଭିନ୍ନ ରାଷ୍ଟ୍ର ରୁଷିଆ...

ମରୁଭୂମିରେ ବନ୍ୟା: ୧୨୩ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ଜୟପୁର,୬।୭: ଗତ ଜୁନ୍‌ରେ ରାଜସ୍ଥାନରେ ରେକର୍ଡ ପରିମାଣର ବର୍ଷା ହୋଇଛି। ରାଜ୍ୟରେ ବର୍ଷା ୧୨୩ ବର୍ଷର ରେକର୍ଡ ଭାଙ୍ଗିଥିବା ମଙ୍ଗଳବାର ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗତମାସରେ ୧୫.୯ ଏମ୍‌.ଏମ୍‌. ବର୍ଷା ରେକର୍ଡ କରାଯାଇଥିବାବେଳେ ହାରାହାରି ୧୮୫% ଅଧିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri