Tag Archives: Home Middle

ସହଯୋଗୀଙ୍କ ବିନାଶ କରୁଛି ଭାଜପା: ପାଓ୍ବାର

ମୁମ୍ବାଇ,,୬ା୭: ଭାରତୀୟ ଜନତା ପାର୍ଟି (ଭାଜପା)ର ପ୍ରତ୍ୟେକ ସହଯୋଗୀ ଦଳର ବିନାଶ ଘଟିଛି। ଗୈରିକ ଦଳକୁ ସମର୍ଥନ କରୁଥିବା ଦଳ ଶେଷରେ ଧ୍ୱଂସ ହୋଇଯାଏ। ତୁମେ ବି ସମଦଶା ଭୋଗିବ ବୋଲି ପୁତୁରା ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ବୁଧବାର...

ଆଦିବାସୀଙ୍କ ଉପରେ ପରିସ୍ରା କରିଥିବା ଭାଜପା କର୍ମୀ ଗିରଫ

ଭୋପାଳ/ନୂଆଦିଲ୍ଲୀ,୬।୭: ମଧ୍ୟପ୍ରଦେଶ ସିଦ୍ଧି ଜିଲାରେ ଆଦିବାସୀ ଶ୍ରମିକ ପାଲେ କୋଲଙ୍କ ଉପରେ ପରିସ୍ରା କରିଥିବା ଭାଜପା କର୍ମୀ ପ୍ରଭେଶ ଶୁକ୍ଳାଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି। ପ୍ରଭେଶ ଜମି ଜବରଦଖଲ କରି ବେଆଇନ ଭାବେ ନିର୍ମାଣ କରିଥିବା...

ସବୁଠୁ ଉତ୍ତପ୍ତ ମାସ ହୋଇପାରେ ଜୁଲାଇ

ଓ୍ବାଶିଂଟନ୍‌,୬ା୭: ଗତ ସୋମବାର ବିଶ୍ୱର ସବୁଠୁ ଉତ୍ତପ୍ତ ଦିନ ଭାବେ ରେକର୍ଡ କରାଯାଇଥିବା ବିଶେଷଜ୍ଞମାନେ କହିଛନ୍ତି। ଗ୍ରୀଷ୍ମପ୍ରବାହ ବଢ଼ୁଥିବା ଯୋଗୁ ଜୁଲାଇ ସବୁଠୁ ଉତ୍ତପ୍ତ ମାସ ହୋଇପାରେ ବୋଲି ବୈଜ୍ଞାନିକଙ୍କ ପକ୍ଷରୁ ସତର୍କ କରାଯାଇଛି। ଆମେରିକା ସରକାରଙ୍କ ଦ୍ୱାରା ପରିଚାଳିତ...

ଉତ୍ତରଦାୟିତ୍ୱରୁ ଖସିବା ପାଇଁ ‘ଅନ୍ତର୍ଘାତୀ ସିଦ୍ଧାନ୍ତ’ର ପ୍ରଚାର

ନୂଆଦିଲ୍ଲୀ,୬ା୭(ପି.ଟି.): ୨୯୪ ଯାତ୍ରୀଙ୍କ ଜୀବନ ନେଇଥିବା ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ପ୍ରସଙ୍ଗରେ ଉତ୍ତରଦାୟିତ୍ୱରୁ ଖସିଯିବା ପାଇଁ ରେଳ ମନ୍ତ୍ରଣାଳୟ ‘ଅନ୍ତର୍ଘାତୀ ସିଦ୍ଧାନ୍ତ’ର ପ୍ରଚାର ଚଳାଇଥିବା କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସମାଲୋଚନା କରିଛନ୍ତି। ସେ କହିଛନ୍ତି,...

ଡିଏନ୍‌ ଗ୍ରୁପ ଉପରେ ଆୟକର ଚଢ଼ାଉ: କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ

ଭୁବନେଶ୍ୱର,୫।୭(ସତ୍ୟଜିତ୍‌ ରାଉତ): ଆୟକର ବିଭାଗ ପକ୍ଷରୁ ଓଡ଼ିଶାର ବଡ଼ ରିଏଲ୍‌ ଇଷ୍ଟେଟ୍‌ କମ୍ପାନୀ ଡିଏନ୍‌ ଗ୍ରୁପ ଉପରେ ବୁଧବାର ଚଢ଼ାଉ କରାଯାଉଛି। ଭୁବନେଶ୍ୱର ସମେତ ପ୍ରାୟ ୨୦ଟି ସ୍ଥାନରେ ଥିବା ସଂସ୍ଥାର ବ୍ୟବସାୟିକ ପ୍ରତିଷ୍ଠାନ, ଅଧ୍ୟକ୍ଷ ଜଗଦିଶ୍‌ ପ୍ରସାଦ ନାୟକଙ୍କ...

ଦଳଭେଦୀ ଅଜିତଙ୍କ ଉପରେ ବର୍ଷିଲେ ଶରଦ ପାଓ୍ବାର, କହିଲେ ଅସୁବିଧା ଥିଲା ଯଦି…

ମୁମ୍ବାଇ,୫।୭: ଅଜିତ ପାୱାରଙ୍କ ବିଦ୍ରୋହ ପରେ ବୁଧବାର ଦିନ ଶରଦ ପାୱାର ପ୍ରଥମ ଥର ପାଇଁ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ସମଗ୍ର ଦେଶ ଆମକୁ ଦେଖୁଛି। ଆଜିର ବୈଠକ ଏନସିପି ପାଇଁ ଐତିହାସିକ। ବାଟରେ ଆସୁଥିବା...

ମୋର ଅସମ୍ମାନ କରନ୍ତୁ କିନ୍ତୁ ବାପାଙ୍କର ନୁହେଁ: ସୁପ୍ରିୟା ସୁଲେ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ଉଠା ପକା ମଧ୍ୟରେ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ସାଂସଦ ସୁପ୍ରିୟା ସୁଲେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମୋର ଅସମ୍ମାନ କରନ୍ତୁ କିନ୍ତୁ ବାପା ଶରଦ ପାଓ୍ବାରଙ୍କ ବିରୋଧରେ କିଛି କୁହନ୍ତୁ...

ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି: ଅଜିତ ପାଓ୍ବାର…

ମୁମ୍ବାଇ,୫।୭ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାରରେ ଯୋଗଦେବା ପରେ ଶେଷରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ତାଙ୍କର ରାଜନୈତିକ ଅଭିଳାଷ ପ୍ରକାଶ କରିଛନ୍ତି। ଅଜିତ ପାୱାର କହିଛନ୍ତି ସେ ମହାରାଷ୍ଟ୍ରର ସିଏମ ହେବାକୁ ଚାହୁଁଛନ୍ତି ଯାହା ଦ୍ୱାରା...

ଯିଏ ୨୦୧୯ରେ ଅଜିତ ପାଓ୍ବାରଙ୍କ ବିଦ୍ରୋହକୁ କରିଥିଲେ ବିଫଳ, ଏବେ ତାଙ୍କୁ ଶରଦ ପାଓ୍ବାର ଦେଲେ ବଡ ଦାୟିତ୍ୱ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତିରେ ରାଜନୈତିକ ଝଡ ଲାଗି ରହିଛି। ଦୁଇ ଦଳର ମୁଖିଆ ନିଜ ଦଳର ମାଲିକାନା ନେଇ ପରସ୍ପରକୁ କାଦୁଅ ଫୋଫାଡିବାରେ ଲାଗିଛନ୍ତି। ତେବେ ଏହାରି ଭିତରେ ଶରଦ ପାଓ୍ବାରଙ୍କ ଜଣେ ବିଶ୍ୱସ୍ଥଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।...

ୟୁସିସି ନେଇ ପଛଘୁଞ୍ଚା ଦେଲା ଏଆଇଏଡିଏମକେ…

ଚେନ୍ନାଇ,୫।୭ : ଦେଶରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ଲାଗୁ କରିବା ଭାଜପା ପାଇଁ ସହଜ ହେବ ନାହିଁ। ବିରୋଧୀମାନେ ବିରୋଧ କରୁଛନ୍ତି କିନ୍ତୁ ବର୍ତ୍ତମାନ ତାମିଲନାଡୁରେ ଭାଜପାର ମୁଖ୍ୟ ସହଯୋଗୀ ଏଆଇଏଡିଏମକେ ଏନେଇ ପଛଘୁଞ୍ଚା ଦେଇ ଭାଜପାର ହାତ ଛାଡ଼ିଛି।...

ପାର୍ଟି ବୈଠକରେ ବର୍ଷିଲେ ଅଜିତ ପାଓ୍ବାର, କହିଲେ ବୟସ ୮୦ପାର୍‌ ହେଲାଣି…

ମୁମ୍ବାଇ,୫।୭:ମହାରାଷ୍ଟ୍ରର ଜାତୀୟତାବାଦୀ କଂଗ୍ରେସ ପାଟ(ଏନସିପି) ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ଅଜିତ ପାଓ୍ବାର ଏବଂ ଶରଦ ପାଓ୍ବାର ଦଳର ମାଲିକାନା ନେଇ ପରସ୍ବର ମଧ୍ୟରେ ଅର୍ନ୍ତଦ୍ୱନ୍ଦ କରୁଛନ୍ତି। ତେବେ ଏସବୁ ଭିତରେ ଅଜିତ ପାଓ୍ବାରଙ୍କ ପାର୍ଟି ବୈଠକରେ ଅଜିତ...

କୋର୍ଟ ପରିସରରେ ଗୁଳିକାଣ୍ଡ…

ନୂଆଦିଲ୍ଲୀ,୫।୭ : ଦେଶର ରାଜଧାନୀ ଦିଲ୍ଲୀର ତିସ ହାଜାରି କୋର୍ଟ କମ୍ପ୍ଲେକ୍ସରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଗୁଳିକାଣ୍ଡରେ କେହି ଆହତ ହୋଇନାହାଁନ୍ତି। ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ସୂଚନା ଅନୁଯାୟୀ, ବୁଧବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri