Tag Archives: Home Middle

ବନ୍ଧାହେଲେ ୫ ସ୍ତ୍ରୀଙ୍କ ସ୍ବାମୀ: ଲାଇନ୍‌ରେ ଥିଲେ ଆହୁରି ୪୯ ଜଣ, ପୂରା ଘଟଣା ଜାଣିଲେ…

ଭୁବନେଶ୍ୱର,୩।୮: ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ବନ୍ଧା ହୋଇଛନ୍ତି। ତେବେ ତାଙ୍କ ଲାଇନ୍‌ରେ ଆଉ ୪୯ ଜଣ ଥିବା ଜଣାପଡ଼ିଛି। ଏହି ଘଟଣାର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ପର୍ଦ୍ଦାଫାସ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ...

ଅଲିମ୍ପିକ୍ସ ମଇଦାନରେ ହୋଇଗଲା ପ୍ରେମ, ସ୍ବର୍ଣ୍ଣ ପଦକ ପାଉ ପାଉ ମିଳିଗଲା ବିବାହ ପ୍ରସ୍ତାବ

ପ୍ୟାରିସ୍‌,୩।୮:ଅଲିମ୍ପିକ୍ସରେ ଜାରି ରହିଛି ଖେଳାଳିଙ୍କ ଜଲୱା । ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ସହ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପ୍ରତି ଖେଳାଳିଙ୍କ ସ୍ବପ୍ନ । କିନ୍ତୁ ସେଇ ପଦକ ଜିତିବା ପରେ ଯଦି ଜୀବନ ରାସ୍ତାରେ ଚାଲିବାକୁ ପୁରୁଷ...

ଆରମ୍ଭ ହେଲା କୁଇଜ୍‌ର ମହାକୁମ୍ଭ ‘ମେଟଲ ମିଟ୍‌ ୨୦୨୪’

ଭୁବନେଶ୍ୱର,୩।୮: ଆରମ୍ଭ ହୋଇଛି କୁଇଜର ମହାକୁମ୍ଭ ‘ମେଟଲ ମିଟ୍‌ ୨୦୨୪’। ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜର ମହାକୁମ୍ଭ ‘ମେଟଲ ମିଟ’ ଚଳିତବର୍ଷ ତା’ର ଷଷ୍ଠ ସଂସ୍କରଣ ଶନିବାର ୧୧.୩୦ରେ ଆରମ୍ଭ ହୋଇଛି।...

ବନ୍ଦ ହେଲା ଲକ୍ଷ୍ମୀ ବସ୍‌!, ଏହି ଜିଲାରେ ବନ୍ଦ ହେଲା ବସ୍‌ ଚଳାଚଳ

ଭୁବନେଶ୍ୱର,୩।୮:ବନ୍ଦ ହେଲା ଲକ୍ଷ୍ମୀ ବସ୍‌! ଆଉ ଗଡିବନି ଲକ୍ଷ୍ମୀ ଏସି ବସ୍‌। ମାଲକାନଗିରିରେ ଆଉ ଗଡିବନି ଲକ୍ଷ୍ମୀ ଏସି ବସ। ୬ଟି ରୁଟରେ ବସ ଚଳାଚଳ ବାତିଲ କରାଯାଇଛି। ଆରଟିଓ ବସ ଚଳାଚଳ ପରମିଟ ବାତିଲ କରିଛନ୍ତି। ସବୁ ବସ...

ମେଟଲ୍‌ ମିଟ୍‌ ପୂର୍ବରୁ କ୍ୱିଜ ମାଷ୍ଟର ଅଜୟ ପୁନିଆଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୩।୮: ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ କୁଇଜର ମହାକୁମ୍ଭ ‘ମେଟଲ ମିଟ୍‌। ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜର ମହାକୁମ୍ଭ ‘ମେଟଲ ମିଟ’ ଚଳିତବର୍ଷ ତା’ର ଷଷ୍ଠ ସଂସ୍କରଣ ଶନିବାର...

କିଛି ସମୟ ମଧ୍ୟରେ ଆରମ୍ଭ ହେବ କୁଇଜର ମହାକୁମ୍ଭ ‘ମେଟଲ ମିଟ’

ଭୁବନେଶ୍ୱର,୩।୮: ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ କୁଇଜର ମହାକୁମ୍ଭ ‘ମେଟଲ ମିଟ। ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜର ମହାକୁମ୍ଭ ‘ମେଟଲ ମିଟ’ ଚଳିତବର୍ଷ ତା’ର ଷଷ୍ଠ ସଂସ୍କରଣ ଶନିବାର...

ପରିସ୍ଥିତି ହେବ ଆହୁରି ଭୟଙ୍କର: ଜଳବାୟୁ ପରିବର୍ତ୍ତନ ଯୋଗୁ ବଦଳିଗଲା ବର୍ଷାର ଢାଞ୍ଚା, ଆରବ ସାଗର ଗରମ ହେବାରୁ ବଢିଲା ବର୍ଷା

ନୂଆଦିଲ୍ଲୀ,୩।୮: ଗତ ଶତାବ୍ଦୀରେ ଆନ୍ଥ୍ରୋପୋଜେନିକ ବା ମାନଜନିତ କାରଣରୁ ବଢୁଥିବା ଉତ୍ତାପ ପୃଥିବୀର ୭୫ ପ୍ରତିଶତରୁ ଅଧିକ ଅଞ୍ଚଳର ବୃଷ୍ଟିପାତକୁ ବଦଳାଇ ଦେଇଛି ବୋଲି ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି। ଏହି କଥା ଏକ ଅଧ୍ୟୟନରୁ ଜଣାପଡିଛି। ଜଳବାୟୁ ପରିବର୍ତ୍ତନ...

ଉଦ୍ଧାର କାର୍ଯ୍ୟରେ ପାଗ ପ୍ରତିବନ୍ଧକ

ଥିରୁଭାନନ୍ତପୁରମ୍‌,୩ା୮: କେରଳର ଓ୍ବାୟନାଡ୍‌ ଜିଲାରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶୁକ୍ରବାର ୩୦୮ରେ ପହଞ୍ଚତ୍ଛି। ଚତୁର୍ଥ ଦିନରେ ସେନା ଯବାନମାନେ ଭୂସ୍ଖଳନ ସ୍ଥଳରୁ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ପ୍ରତିରକ୍ଷା ବିଭାଗ ଜନସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭେଲାରିମାଳାର...

ହାରିସ୍‌ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲେ ଡେମୋକ୍ରାଟ୍‌ସ

ଓ୍ବାଶିଂଟନ,୩ା୮: ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଏଥିସହ ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ହାରିସ୍‌ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ପଷ୍ଟ...

ନାସା ହାତରେ ୧୮ ଦିନ: ସୁନୀତାଙ୍କ ମହାକାଶ ଯାତ୍ରାକୁ ୮ ସପ୍ତାହ ବିତିଲା

ଓ୍ବାଶିଂଟନ୍‌,୩ା୮: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ୍‌ ଓ୍ବିଲମୋର ଗତ ଜୁନ୍‌ ୫ରେ ଫ୍ଲୋରିଡାର କେପ୍‌ କାନାଭେରାଲ ସ୍ପେସ୍‌ ଷ୍ଟେଶନ୍‌ରୁ ବୋଇଂର ଷ୍ଟାରଲାଇନର ଏୟାରକ୍ରାଫ୍ଟରେ ମହାକାଶ ଯାତ୍ରା କରିଥିଲେ। ବୋଇଂର କମର୍ସିଆଲ କ୍ରିଉ କାର୍ଯ୍ୟକ୍ରମ...

ଆଜିଠୁ ବର୍ଷା ପ୍ରଭାବ କମିବ

ଭୁବନେଶ୍ୱର, ୩ା୮(ଅସମାପିକା ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ପାଣିପାଗ...

ସଂରକ୍ଷଣ ଭିତରେ କୋଟା, କ’ଣ ହେବ ଫାଇଦା?

ନୂଆଦିଲ୍ଲୀ,୨।୮: ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ମଧ୍ୟରେ ଅଧିକ ପଛୁଆ ସମୁଦାୟର ଲୋକଙ୍କୁ ନେଇ ଉପବର୍ଗୀକରଣ କରାଯାଇପାରିବ। ସେମାନଙ୍କୁ ପୃଥକ୍‌ ଭାବେ ସଂରକ୍ଷଣ ସୁବିଧା ଅନୁମତି ଦିଆଯାଇପାରିବ। ସୁପ୍ରିମକୋର୍ଟ ଗୁରୁବାର ସାମାଜିକ ସମାନତା ଦିଗରେ ଗୁରୁତ୍ୱପୂର୍ଣ୍ଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri