Tag Archives: Home Middle

ହ୍ବାଇଟ ହାଉସରୁ ମିଳିଲା କୋକିନ…

ଓ୍ବାଶିଂଟନ,୫।୭ : ଆମେରିକାର ହ୍ବାଇଟ ହାଉସରେ ଉତ୍ତେଜନା ଦେଖାଦେଇଛି। ସିକ୍ରେଟ ସର୍ଭିସ ଅଧିକାରୀଙ୍କ ପାଟ୍ରୋଲିଂ ସମୟରେ ଏକ ସନ୍ଦିଗ୍ଧ ଧଳା ପାଉଡର ମିଳିଥିଲା। ଅଧିକାରୀମାନେ ଶୀଘ୍ର କୋଠା ବନ୍ଦ କରି ତଦନ୍ତ କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଏହି ପାଉଡର...

ଉପ-ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀଙ୍କ ଉନ୍ମତ୍ତ କାଣ୍ଡ, ବ୍ୟକ୍ତିଙ୍କୁ କାର୍‌ ଭିତରୁ ଟାଣି ଆଣି ରାସ୍ତାରେ ପିଟିଲେ

ଦକ୍ଷିଣ ଆଫ୍ରିକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦ. ଆଫ୍ରିକାର କେପ୍‌ ଟାଉନ,୫।୭: ଉପରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀ ଦଳ ଜଣେ ବ୍ୟକ୍ତିଙ୍କୁ କାର ଭିତରୁ ଟାଣି ବିଚ୍‌ ରାସ୍ତାରେ ପିଟିଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ...

ଓ୍ବେଷ୍ଟ ବ୍ୟାଙ୍କରେ ଉତ୍ତେଜନା, ଗାଜା ଉଗ୍ରବାଦୀଙ୍କ ପକ୍ଷରୁ ଇସ୍ରାଏଲ ଉପରେ ୫ ରକେଟ ମାଡ଼…

ଜେରୁଜେଲମ,୫।୭ : ବୁଧବାର ସକାଳେ ଗାଜାରେ ଉଗ୍ରବାଦୀମାନେ ଦକ୍ଷିଣ ଇସ୍ରାଏଲ ଉପରେ ପାଞ୍ଚଟି ରକେଟ ମାଡ଼ କରିଛନ୍ତି। ଇସ୍ରାଏଲର ଆଇରନ ଡୋମ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାର ପାଲଟା ଜବାବ ଦେଇଥିଲା ଏବଂ ସମସ୍ତ ରକେଟକୁ ପ୍ରତିରୋଧ କରାଯାଇଥିଲା। ଇସ୍ରାଏଲ...

ବିମାନ ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ ୩ ଆହତ…

କାଲିଫର୍ନିଆ,୫।୭ : ଦକ୍ଷିଣ କାଲିଫର୍ନିଆରେ ଗୋଟିଏ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ କହିଛି ସେସନା ୧୭୨ ବିମାନ,...

ଆଜି ଶରଦ ପାୱାର-ଅଜିତ ପାୱାର ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏନସିପିର ବିଭାଜନ ପରେ ଉଭୟ ଶରଦ ପାୱାର ଦଳ ଏବଂ ଅଜିତ ପାୱାର ଦଳ ଆଜି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଏକ ବୈଠକ ଡାକିଛନ୍ତି। ଏନସିପିର ଶରଦ ପାୱାର...

ଇରାନ ହେଲା ଏସସିଓର ନୂଆ ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶୁଭେଚ୍ଛା

ତେହରାନ,୫।୭: ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ନୂତନ ସ୍ଥାୟୀ ସଦସ୍ୟ ହେଲା ଇରାନ। ମଙ୍ଗଳବାର ଭାରତ ଦ୍ୱାରା ଆୟୋଜିତ ଏସସିଓର ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି...

ଦୁବାଇରୁ କୋଚିରେ ପହଞ୍ଚିଥିବା ବିମାନର ଟାୟାର ମିଳିଲା ଫଟା, ସମସ୍ତ ଯାତ୍ରୀ ସୁରକ୍ଷିତ

ଥିରୁଭାନନ୍ତପୁରମ୍‌,୫।୭: ଦୁବାଇ-କୋଚିରେ ପହଞ୍ଚିଥିବା ସ୍ପାଇସଜେଟ ବିମାନର ଟାୟାର ଫାଟିଯାଇଥିବା ଦେଖିବାକୁ ମିଳିଛି। ତଥାପି ଏଥିରେ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ, ବୋଇଙ୍ଗ ୭୩୭ ବିମାନ ଏସ୍‌ଜି-୧୭ ଦୁବାଇରୁ...

ୟୁସିସି ନେଇ ଭାଜପା ସହଯୋଗୀଙ୍କ ମଧ୍ୟରେ ଦ୍ୱନ୍ଦ, କେନ୍ଦ୍ରର ତରବରିଆ ଭାବ ନେଇ ପ୍ରଶ୍ନ…

ନୂଆଦିଲ୍ଲୀ,୪।୭ : ଖୁବ ଶୀଘ୍ର ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ଭାଜପା ଚାହୁଁଛି। କିନ୍ତୁ ଆଦିବାସୀ ପ୍ରସଙ୍ଗରେ ୟୁସିସି ବିଲକୁ ବିରୋଧ କରୁଥିବା ବିରୋଧୀ ଦଳ ସହିତ ଭାଜପାର ନିଜସ୍ବ ସହଯୋଗୀ ଦଳଙ୍କ ମଧ୍ୟରେ ଅନେକ...

ମୋଦି ଦିଅନ୍ତୁ ଇସ୍ତଫା, ତେଜସ୍ବୀ କାହିଁକି ଦେବେ: ତେଜପ୍ରତାପ…

ପାଟନା,୪।୭ : ରାଷ୍ଟ୍ରhୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ଏବଂ ବିହାର ସରକାରଙ୍କ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ଆଲୋଚନାରେ...

ଆଇସିସି ବିଶ୍ୱକପ ୨୦୨୩ : ଜିମ୍ବାଓ୍ବେର ଖେଳିବା ଆଶା କଷ୍ଟକର…

ହାରାରେ,୪।୭ : ଆଇସିସି ବିଶ୍ୱକପ ୨୦୨୩ ରେ ସ୍ଥାନ ପାଇବା ପାଇଁ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟରେ ଜିମ୍ବାୱେର ଆଶା ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍କଟଲାଣ୍ଡ ବିପକ୍ଷରେ ପରାଜୟ ସହିତ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ସ୍ଥାନ...

ମହାରାଷ୍ଟ୍ର ପଲିଟିକ୍ସରେ ପାୱାରପ୍ଲେ: ଏଥର ଶୁଭେଚ୍ଛା ଜଣାଇଲେନି ମୋଦି-ଶାହ, କ’ଣ ସ୍କ୍ରିପ୍ଟରେ ଏବେବି ବାକି ଅଛି ସିନ୍‌

ମୁମ୍ବାଇ,୪।୭: ମହାରାଷ୍ଟ୍ର ରାଜନୀତିରେ ମହାନାଟକ। ରାଜ୍ୟ ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ଯାହା ଜାତୀୟ ରାଜନୀତିରେ ଗୁରୁତର ପ୍ରଭାବ ପକାଇଛି। ଏମିତିକି ୨୪ ରଣାଙ୍ଗନ ପାଇଁ ବିରୋଧୀ ମହାମେଣ୍ଟକୁ ବଡ ଝଟକା ଲାଗିଛି। ଏବେ ପୁଣି ଭାଜପା ଏବଂ ଶିନ୍ଦେ...

ମଧ୍ୟପ୍ରଦେଶରେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କଲେ ଭାଜପା କର୍ମୀ, ଭିଡିଓ ଭାଇରାଲ

ଭୋପାଳ,୪।୭: ମଧ୍ୟପ୍ରଦେଶ ସିଦ୍ଧରେ ଜଣେ ଭାଜପା ନେତା ଜଣେ ମାନସିକ ବିକୃତ ଯୁବକଙ୍କ ଉପରେ ପରିଶ୍ରା କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଭିଯୁକ୍ତ ଜଣକ ହେଲେ ଭାଜପା ବିଧାୟକ କେଦାରନାଥ ଶୁକ୍ଲାଙ୍କ ପ୍ରତିନିଧୀ।ସେ ନିଶାସକ୍ତ ଅବସ୍ଥାରେ ତଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri