Tag Archives: Home Middle

ବର୍ଷକ ମଧ୍ୟରେ ଭାଙ୍ଗିବ ସିଦ୍ଦରାମାୟାଙ୍କ ସରକାର: କୁମାରସ୍ବାମୀ…

ବେଙ୍ଗାଲୁରୁ,୪।୭ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ) ନେତା ଏଚଡି କୁମାରସ୍ବାମୀ ଏକ ବଡ଼ ଦାବି କରିଛନ୍ତି । ସେ ମଙ୍ଗଳବାର କହିଛନ୍ତି କର୍ନାଟକରେ ମଧ୍ୟ ମହାରାଷ୍ଟ୍ର ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି।...

ଅଧ୍ୟକ୍ଷ ପଦରୁ ହଟିବା ପରେ କର୍ମୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଲେ ସଞ୍ଜୟ କୁମାର…

ହାଇଦ୍ରାବାଦ,୪।୭ : ଭାଜପା ଏହାର ସଂଗଠନରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଛି ବୋଲି କଳ୍ପନାଜଳ୍ପନା କରାଯାଉଥିଲା। ଏହା ପରେ ମଙ୍ଗଳବାର ଭାଜପା ଅନେକ ରାଜ୍ୟରେ ସଂଗଠନରେ ବଡ଼ ପରିବର୍ତ୍ତନ ଆଣିଛି। ସେମାନଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନା ଭାଜପାର ପୂର୍ବତନ ମୁଖ୍ୟ...

ଭାଜପା ନିଯୁକ୍ତ କଲା ୪ ନୂଆ ପ୍ରଦେଶ ଅଧ୍ୟକ୍ଷ…

ନୂଆଦିଲ୍ଲୀ,୪।୭ : ମଙ୍ଗଳବାର ଭାଜପା ସଂଗଠନରେ ବଡ ପରିବର୍ତ୍ତନ ଆଣିଛି। କେନ୍ଦ୍ର ମନ୍ତ୍ରୀ ଜି. କିଶନ ରେଡ୍ଡୀ ତେଲେଙ୍ଗାନାର ରାଜ୍ୟ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ଏନଟିଆରଙ୍କ ଝିଅ ତଥା ଟିଡିପି ସଭାପତି ଚନ୍ଦ୍ରବାବୁ ନାଇଡଙ୍କ ସମ୍ପର୍କୀୟ ଡି ପୁରନ୍ଦେଶ୍ୱରୀଙ୍କୁ...

ୟୁସିସ ନେଇ ଉଦ୍ଧବ ଦଳ ନରମିଲେ, ସଞ୍ଜୟ ରାଉତ କହିଲେ ଡ୍ରାଫ୍ଟ ଆସୁ, କେହି ଆଇନକୁ ବିରୋଧ କରୁନାହାନ୍ତି…

ମୁମ୍ବାଇ,୪।୭ : କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ୟୁନିଫର୍ମ ସିଭିଲ କୋଡ(ୟୁସିସି)କୁ ବିରୋଧ କରୁଥିବାବେଳେ ଶିବସେନା (ୟୁବିଟି) କ୍ରମାଗତ ଭାବରେ ୟୁସିସି ସପକ୍ଷରେ କହୁଛି। ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ ମଙ୍ଗଳବାର କହିଛନ୍ତି ଆଇନର କୌଣସି ବିରୋଧ...

ମୋଦିଙ୍କ ଭଳି ନାହାନ୍ତି କେହି ନେତା : ଅଜିତ ପାଓ୍ବାର…

ମୁମ୍ବାଇ,୪।୭ : ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ପରିବର୍ତ୍ତନ ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଛନ୍ତି। ସେ ମଭ୍‌ଗଳବାର କହିଛନ୍ତି ମୋଦିଙ୍କ ଭଳି ନେତା ଦେଶ ତଥା ସମଗ୍ର ବିଶ୍ୱରେ ନାହାନ୍ତି।...

ଶିନ୍ଦେ ଏବଂ ଅନ୍ୟ ବିଧାୟକ ପଦ ଅଯୋଗ୍ୟତାକୁ ନେଇ ଶ୍ରୀଘ ଶୁଣାଣି ପାଇଁ ସୁପ୍ରିମକୋର୍ଟ ପହଞ୍ଚିଲେ ଉଦ୍ଧବ ଗୋଷ୍ଠୀ

ନୂଆଦିଲ୍ଲୀ,୪।୭:ବର୍ତ୍ତମାନ ଦେଶର ରାଜନୀତିର ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ମହାରାଷ୍ଟ୍ରର ରାଜନୈତିକ ବାତାବରଣ ସରଗରମ ରହିଛି। ଏନସିପିରେ ବିଭାଜନ ଏବଂ ପାର୍ଟି ଉପରେ ନିଜ ନିଜର ନିୟନ୍ତ୍ରଣ ପାଇଁ ଦାଦା-ପୁତୁରାଙ୍କ ମଝିରେ ପୁଣି ବିବାଦ ମୁଣ୍ଡ ଟେକିଛି। ତେବେ ଏମଧ୍ୟରେ ଉଦ୍ଧବ...

ବିଧାନସଭା ନିର୍ବାଚନ ପାଇଁ ସିନ୍ଧିଆ ଏବଂ ତୋମାରଙ୍କ ଗଡରେ ହୁଙ୍କାର ଭରିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୪।୭: ଆଗାମୀ ବିଧାନସଭା ନିର୍ବାଚନ ନେଇ ରାଜନୀତି ସରଗରମ ରହିଛି। ଏନେଇ କଂଗ୍ରେସରେ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ସୂଚନା ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀ ଜୁଲାଇ ୨୨ରେ ଗୱାଲିଅରରେ ନିଜର ନିର୍ବାଚନ ରାଲି ଆରମ୍ଭ କରିବାକୁ ଯାଉଛନ୍ତି। ୨୦୧୮...

ଏସସିଓ ବୈଠକରେ ଚାଇନା-ପାକିସ୍ତାନର ଅର୍ଥନୈତିକ କରିଡରର ପ୍ରସଙ୍ଗ ଉଠାଇଲେ ସି ଜିନପିଙ୍ଗ

ବେଜିଂ,୪।୭: ଭାରତ ଦ୍ୱାରା ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ବୋଧିତ କରିଛନ୍ତି। ସେ ଏସସିଓ ସଦସ୍ୟ ଦେଶଙ୍କୁ ଆଞ୍ଚଳିକ ଶାନ୍ତି ପାଇଁ ଦାୟିତ୍ୱ ଗ୍ରହଣ କରିବାକୁ ଏବଂ ଅର୍ଇନୈତିକ ସଂସ୍କାରକୁ ତ୍ୱରାନ୍ବିିତ...

ଜମ୍ମୁ-କଶ୍ମୀରରେ ପୁଣି ଲାଗୁ ହେବ କି ଅନୁଚ୍ଛେଦ ୩୭୦ ? ୩ ବର୍ଷ ପରେ କାହିଁକି ଚର୍ଚ୍ଚା…

ନୂଆଦିଲ୍ଲୀ,୪।୭ : ୨୦୧୯ରେ, ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିବା ଅନୁଚ୍ଛେଦ ୩୭୦ ରଦ୍ଦ କରାଯାଇଥିଲା। ତିନି ବର୍ଷ ପରେ ଏହି ପ୍ରସଙ୍ଗରେ ଆଲୋଚନା ପୁଣି ଆରମ୍ଭ ହୋଇଛି। ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ଅନୁଚ୍ଛେଦ ୩୭୦ ଅପସାରଣକୁ କୋର୍ଟରେ...

ଆତଙ୍କବାଦ ବିରୋଧରେ ପୂର୍ଣ୍ଣଶକ୍ତିରେ ଲଢ଼ିବା ଜରୁରୀ: ଶେହବାଜ ସରିଫ…

ଇସଲାମାବାଦ,୪।୭ : ପାକିସ୍ତାନ ଆତଙ୍କବାଦ କାରଖାନା ବୋଲ ସମଗ୍ର ବିଶ୍ୱ ଅବଗତ ଅଛି। ଏବେ ବି ସାରା ବିଶ୍ୱରେ ଘୋଷିତ ଆତଙ୍କବାଦୀମାନେ ପାକିସ୍ତାନରେ ମୁକ୍ତ ଭାବରେ ବୁଲୁଛନ୍ତି। କିନ୍ତୁ ପାକିସ୍ତାନ ନିଜେ ନିଜ ଦେଶରେ ଆତଙ୍କବାଦକୁ ଆଶ୍ରୟ ଦେଇ ଏବେ...

ଆମେରିକାରେ ପାର୍ସପୋର୍ଟ ପାଇଁ ପ୍ରତି ସପ୍ତାହରେ ହେଉଛି ୫ଲକ୍ଷ ଆବେଦନ

ଓ୍ବାଶିଂଟନ୍‌,୪।୭:ଆମେରିକାର ନାଗରିକଙ୍କୁ ପାସପୋର୍ଟ ପାଇବା ପାଇଁୁ ତିନିରୁ ଚାରି ମାସ ସମୟ ଲାଗୁଛି। ପ୍ରତି ସପ୍ତାହରେ ପାଞ୍ଚ ଲକ୍ଷ ଲୋକ ପାର୍ସପୋର୍ଟ ପାଇଁ ଆବେଦନ କରୁଛନ୍ତି। ଗତ ବର୍ଷ ୨.୨୦କୋଟି ଲୋକ ପାସପୋର୍ଟ ପାଇଁ ଆବେଦନ କରିଥିଲେ। ପାର୍ସପୋର୍ଟ ପାଇଁ...

କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆଇଏସ ଆତଙ୍କବାଦୀ ସଂଗଠନ ନେଟଓ୍ବାର୍କ ବିସ୍ତାର ପାଇଁ କରିଛି ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ,୪।୭ : ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ବର୍ତ୍ତମାନ କାଶ୍ମୀରରୁ ଭାରତର କନ୍ୟାକୁମାରୀ ପର୍ଯ୍ୟନ୍ତ ଏହାର ବିସ୍ତାର କରିବାକୁ ଚେଷ୍ଟା କରୁଛି। ଏହି ଆତଙ୍କବାଦୀ ସଂଗଠନ ଇଣ୍ଟରନେଟର କଳା ଜଗତ ଡାର୍କନେଟ ମାଧ୍ୟମରେ ନୂତନ ସଦସ୍ୟ ନିଯୁକ୍ତ କରୁଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri