Tag Archives: Home Middle

ଏସସିଓ ବୈଠକରେ ନାଁ ନ ନେଇ ପାକିସ୍ତାନ ଉପରେ ବର୍ଷିଲେ ମୋଦି, କହିଲେ କେତେକ ଦେଶ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଂଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକର ଆୟୋଜନ କରିଛନ୍ତି। ରୁଷିଆ ଏବଂ ଚାଇନା ସମେତ ଏସସିଓ ସଦସ୍ୟ ଦେଶମାନେ ପ୍ରାୟତଃ ଅନୁଷ୍ଠିତ ଏହି ବୈଠକରେ ସାମିଲ ହୋଇଛନ୍ତି। ଏହି ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ...

ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍‌ ଆକ୍ରମଣ…

ମସ୍କୋ,୪।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ କ୍ରମାଗତ ଭାବେ ଡ୍ରୋନ ଆକ୍ରମଣର ପ୍ରକ୍ରିୟା ଜାରି ରହିଛି। ଡ୍ରୋନ ମାଧ୍ୟମରେ ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରିବା ଜାରି ରଖିଛନ୍ତି। ମଙ୍ଗଳବାର ମସ୍କୋ ଉପରେ ୟୁକ୍ରେନ ପକ୍ଷରୁ ଡ୍ରୋନ...

ସୁପ୍ରିମକୋର୍ଟରୁ ଏଲଜିଙ୍କୁ ବଡ ଝଟକା

ନୂଆଦିଲ୍ଲୀ,୪।୭: ଆମ ଆଦମୀ ପାର୍ଟି ସରକାର ଏବଂ ଦିଲ୍ଲୀର ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ଅଧିକାର ଯୁଦ୍ଧରେ ଏଏପି ପୁଣି ଥରେ ଜିତିଛି। ସୁପ୍ରିମକୋର୍ଟଙ୍କଠାରୁ ଉପରାଜ୍ୟପାଳଙ୍କୁ ଏକ ବଡ଼ ଝଟକା ଲାଗିଛି। ମଙ୍ଗଳବାର ଆମ ଆଦମୀ ପାର୍ଟି ଦାଖଲ କରିଥିବା ଆବେଦନ...

ସୁବର୍ଣ୍ଣପୁରରେ ପାଣ୍ଡିଆନଙ୍କ କାରକେଡ଼କୁ ଅଣ୍ଡାମାଡ଼

ସୋନପୁର,୪।୭(ମୃତ୍ୟୁଞ୍ଜୟ ଶତପଥୀ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପଣ୍ଡିଆନ ମଙ୍ଗଳବାର ଦିନିକିଆ ସୁବର୍ଣ୍ଣପୁର ଜିଲା ଗସ୍ତରେ ଆସିଛନ୍ତିl ପାଣ୍ଡିଆନ ଭୁବନେଶ୍ୱରରୁ ହେଲିକେପ୍ଟର ଯୋଗେ ଆସି ସକାଳେ ଉଲୁଣ୍ଡା ବ୍ଲକ କୋଟସମଲେଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ।...

ଏନସିପିରେ ବିଦ୍ରୋହ ପରେ ଶିନ୍ଦେଙ୍କ ସାମ୍ନାରେ ସଙ୍କଟ, ଅଯୋଗ୍ୟତାକୁ ନେଇ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ

ନୂଆଦିଲ୍ଲୀ,୪।୭: ଏନସିପିରେ ବିଦ୍ରୋହ ପରେ ବର୍ତ୍ତମାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ବିଧାନସଭାରୁ ଅଯୋଗ୍ୟତା ପ୍ରସଙ୍ଗ ପୁଣି ଥରେ ସାମ୍ନାକୁ ଆସିଛି। ଉଦ୍ଧବ ଠାକୁରଙ୍କ ଶିବସେନା ନେତା ସୁନୀଲ ପ୍ରଭୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି।...

ଆଜି ଏସସିଓର ଭର୍ଚୁଆଲ ବୈଠକ: ଚାଇନା-ରୁଷିଆ ରାଷ୍ଟ୍ରପତିଙ୍କ ସମେତ ପାକ୍‌ ପ୍ରଧାନମନ୍ତ୍ରୀ ହେବେ ସାମିଲ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜନ କରିବେ। ଏଥିରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସମେତ...

ଆଜି ସନ୍ଧ୍ୟା ସୁଦ୍ଧା ନୂଆ ମନ୍ତ୍ରୀଙ୍କୁ ବଣ୍ଟାଯିବ ବିଭାଗ

ମୁମ୍ବାଇ,୪।୭: ମହାରାଷ୍ଟ୍ରରେ ରାଜନୈତିକ ଅଦଳବଦଳ ଦେଖାଯାଇଛି। ଏସବୁ ମଧ୍ୟରେ ଏନସିପି ନେତା ଅଜିତ ପାୱାର ତାଙ୍କ ଦଳର ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ସମ୍ପର୍କରେ ଦେବେନ୍ଦ୍ର ଫଡନ୍‌ବିସଙ୍କୁ ଭେଟିଛନ୍ତି। ତେବେ ମଙ୍ଗଳବାର ସା ସୁଦ୍ଧା ବିଭାଗ ନିଷ୍ପତ୍ତି ନିଆଯିବ ବୋଲି ସୂତ୍ରରୁ...

କାନାଡା: ଭାରତୀୟ ଦୂତାବାସ ସାମ୍ନାରେ ଖଲିସ୍ତାନୀ ସମର୍ଥକଙ୍କ ଫ୍ରିଡମ ରାଲି ଘୋଷଣା, ମନ୍ତ୍ରୀ କହିଲେ ଗ୍ରହଣୀୟ ନୁହେଁ

ଓଟାଓ୍ବା,୪।୭: କନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧି କାର୍ଯ୍ୟକଳାପ ଥମିବାର ଦେଖାଯାଉନାହିଁ। କାନାଡାରେ ପୁଣିଥରେ ଏମିତି ସବୁ ବୋଷ୍ଟ ଦେଖିବାକୁ ମିଳିଛି, ଯେଉଁଥିରେ ଲେଖାଯାଇଛି, ‘କିଲ ଇଣ୍ଡିଆ’।ଏହା ବ୍ୟତୀତ ଏହି ପୋଷ୍ଟରରେ ଭାରତୀୟ ହାଇ କମିଶନର ସଞ୍ଜୟ କୁମାର ବର୍ମା...

କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ, ନିର୍ବାଚନୀ ରାଜ୍ୟକୁ କରାଯିବ ଫୋକସ

ନୂଆଦିଲ୍ଲୀ,୪।୭: ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳ ବଦଳର ପ୍ରସ୍ତୁତି ଚାଲିଛି। କୁହାଯାଉଛି କି ଆଗାମୀ କିଛିଦିନ ମଧ୍ୟରେ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଆଉ କେତେଜଣ ମନ୍ତ୍ରିଙ୍କ ନାମ ଯୋଡା ଯାଇପାରେ। କ୍ୟାବିନେଟ ସମ୍ପ୍ରସାର ପାଇଁ ପ୍ରସ୍ତୁତି...

ମୋଦିଙ୍କ କ୍ୟାବିନେଟରେ ଦେଖିବାକୁ ମିଳିବ ମହାରାଷ୍ଟ୍ର ଇଫେକ୍ଟ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଏବେ ଅଦଳବଦଳ ହେବାର ଅନୁମାନ କରାଯାଉଛି।ମନ୍ତ୍ରୀଙ୍କ ନୂଆ ତାଲିକା ଯେ କୌଣସି ସମୟରେ ଜାରି କରାଯାଇପାରେ। ଆଗାମୀ ଲୋକ ସଭା ନିର୍ବାଚନକୁ ଆଖି ଆଗରେ ରଖି ନୂଆ ନାମର ଏଣ୍ଟ୍ରି ହୋଇପାରେ ବୋଲି...

ପ୍ରଫୁଲ୍ଲ ପଟେଲଙ୍କ ଦାବି, ଏନସିପିର ୫୧ ବିଧାୟକ ଭାଜପା ସହ ମିଶି ଗଢିବାକୁ ଚାହୁଁଥିଲେ ସରକାର

ମୁମ୍ବାଇ,୪।୭: ଶରଦ ପାଓ୍ବାରଙ୍କ ପାର୍ଟି ଏନସିପି ଏବେ ସବୁଠାରୁ ବଡ ସଙ୍କଟ ସହ ଲଢିବାରେ ଲାଗିଛି। ଅଜିତ ପାୱାର ଏବଂ ଘନିଷ୍ଠ ନେତାଙ୍କ ବିଦ୍ରୋହ ପରେ ଶରଦ ପାୱାରଙ୍କୁ ବ୍ୟାକଫୁଟରେ ଦେଖିବାକୁ ମିଳିଛି। ବରିଷ୍ଠ ଏନସିପି ନେତା ତଥା ଏମପି...

ଛଅ ମାସ ମଧ୍ୟରେ ଦ୍ୱିତୀୟଥର ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ କଲେଣି ଖଲିସ୍ତାନ ସମର୍ଥକ, ନିନ୍ଦା କଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୪।୭: ଆମେରିକା ରବିବାର ସାନ ଫ୍ରାନ୍ସିସକୋରେ ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ପକ୍ଷରୁ କରାଯାଇଥିବା ଆକ୍ରମଣ ଯୋଜନାକୁ ନିନ୍ଦା କରିଛି। ଆମେରିକାର ସ୍ଥାନୀୟ ଟେଲିଭିଜନ ଚ୍ୟାନେଲ ଦିୟା ଟିଭି ରିପୋର୍ଟ କରିଛି ଯେ ଖାଲିସ୍ତାନୀ କଟ୍ଟରପନ୍ଥୀମାନେ ସକାଳ ୧ଟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri