Tag Archives: Home Middle

ଶରଦ ପାଓ୍ବାରଙ୍କ ଦାବି, ୩ ମାସରେ ସବୁଖେଳ ହେବ ଶେଷ, ଯେଉଁ ବିଧାୟକ ଯାଇଛନ୍ତି ସେମାନେ ପୁଣି ଫେରିବେ

ମୁମ୍ବାଇ,୩।୭: ଏନସିପି ନେତା ଅଜିତ ପାଓ୍ବାରଙ୍କ ବିଶ୍ୱାସଘାତକତା ପରେ ଶରଦ ପାଓ୍ବାର ଏକ ପ୍ରେସ କନଫରେନ୍ସ କରିଛନ୍ତି। ଏହି ସମୟରେ ସେ ଅଜିତଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ମୋତେ ଛାଡି ଯାଇଥିବା ନେତା ପୂର୍ବରୁ ବି...

ବିଦ୍ରୋହୀ ନେତାଙ୍କ ଉପରେ ଏନସିପିର କାର୍ଯ୍ୟାନୁଷ୍ଠାନ, ଅଜିତ ପାଓ୍ବାରଙ୍କ ସମେତ ଅନ୍ୟ ନେତାଙ୍କୁ ଦଳରୁ ବହିଷ୍କାର

ମୁମ୍ବାଇ,୩।୭: ମହାରାଷ୍ଟ୍ରରେ ବିଦ୍ରୋହ ପରେ ରାଜନୈତିକ ଉତ୍ତେଜନା ଜାରି ରହିଛି। ବର୍ତ୍ତମାନ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନସିପି ସେମାନଙ୍କୁ ଦଳରୁ ବହିଷ୍କାର କରିଛି।ଏନସିପିର ମହାରାଷ୍ଟ୍ର ୟୁନିଟ ସଭାପତି ଜୟନ୍ତ ପାଟିଲ ଏହି ବିଧାୟକମାନଙ୍କୁ ବରଖାସ୍ତ କରିବାବେଳେ...

ଖଲିସ୍ତାନର ଧମକପୂର୍ଣ୍ଣ ପୋଷ୍ଟରକୁ ନେଇ ଚେତାବନୀ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୩।୭: ଖଲିସ୍ତାନ ସମର୍ଥକଙ୍କୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି। ଖାଲିସ୍ତାନ ସମର୍ଥକମାନେ କାନାଡାରେ ଭାରତୀୟ କୂଟନୀତିଜ୍ଞଙ୍କୁ ଧମକ ଦେଇଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ପୋଷ୍ଟର ଭାଇରାଲ ହୋଇଛି। ଏଥିରେ ଜୁଲାଇ ୮ରେ ଖାଲିସ୍ତାନୀ ରାଲି କରିବା ନେଇ...

ମନୀଷ ସିସୋଡିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ,୩।୬: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଉକ୍ତ...

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଆସନ୍ତା କାଲି ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟର ବୈଠକ

ମୁମ୍ବାଇ,୩।୭: ଏକନାଥ ଶିନ୍ଦେ ସରକାରଙ୍କ ୯ ନୂଆ ବିଧାୟକ ଶପଥ ଗ୍ରହଣ କରିବା ପରେ ଜୁଲାଇ ୪ ମଙ୍ଗଳବାର ମହାରାଷ୍ଟ୍ର କ୍ୟାବିନେଟର ବୈଠକ ହୋଇପାରେ ବୋଲି କୁହାଯାଉଛି। ଏହି ବୈଠକ ମନ୍ତ୍ରଣାଳୟରେ ହେବ। ରାଜନୀତିର ଏହି ଛକାପଞ୍ଝା ଖେଳ ଭିତରେ...

ରାଜନୈତିକ ଦଳଙ୍କୁ ଦେବାକୁ ପଡିବ ଆର୍ଥିକ ବିବରଣୀ, ଅନ ଲାଇନ ପୋର୍ଟାଲ ଆରମ୍ଭ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୩।୭: ସୋମବାର ନିର୍ବାଚନ କମିଶନ ଏକ ଅନଲାଇନ ପୋର୍ଟାଲ ଆରମ୍ଭ କରିଛନ୍ତି। ସମସ୍ତ ରାଜନୈତିକ ଦଳଙ୍କୁ ଏହି ପୋର୍ଟାଲରେ ସେମାନଙ୍କର ଆର୍ଥିକ ବିବରଣୀ ପ୍ରଦାନ କରିବାକୁ ପଡିବ।ଆର୍ଥିକ ବିବରଣୀ ସହିତ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଖର୍ଚ୍ଚ ଏବଂ ଦଳ ଗ୍ରହଣ...

ସଙ୍କଟରେ ଏଏପି ସରକାର, ଆରଆରଟିଏସ ଖର୍ଚ୍ଚ ରିପୋର୍ଟ ତଲବ କଲେ ସୁପ୍ରିମ୍‌କୋର୍ଟ..,

ନୂଆଦିଲ୍ଲୀ,୩।୭ : ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରଙ୍କୁ ତାଗିଦ କରିଛନ୍ତି। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କୁ ତିନି ଆର୍ଥିକ ବର୍ଷରେ ବିଜ୍ଞାପନରେ ହୋଇଥିବା ଖର୍ଚ୍ଚର ବିବରଣୀ ଦେବାକୁ କୋର୍ଟ କହିଛନ୍ତି। ବାସ୍ତବରେ,...

ଜାତୀୟ ପୁରୁଷ ଆୟୋଗ ଗଠନ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୭ : ଘରୋଇ ହିଂସାର ଶିକାର ହୋଇଥିବା ବିବାହିତ ପୁରୁଷଙ୍କ ଦ୍ୱାରା ଆତ୍ମହତ୍ୟା ମାମଲାର ସମାଧାନ ପାଇଁ ନିର୍ଦ୍ଦେଶନାମା ମାଗୁଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପୁରୁଷଙ୍କ ପାଇଁ ଜାତୀୟ ଆୟୋଗ ଗଠନ କରିବାକୁ ଆବେଦନକାରୀ ଦାବି କରିଥିଲେ। ସୁପ୍ରିମକୋର୍ଟ...

ଦଙ୍ଗା ବନ୍ଦ କର, ଆମେ ଶାନ୍ତି ଚାହୁଁ କହି ଅନୁରୋଧ କଲେ ନାହେଲଙ୍କ ଜେଜେମା’

ପ୍ୟାରିସ,୩ା୭: ଫ୍ରାନ୍ସରେ ପୋଲିସ ଗୁଳିରେ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହେବା ପରେ ଆରମ୍ଭ ହୋଇଥିବା ହିଂସା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, ୬ ଦିନରେ ଫ୍ରାନ୍ସରେ ୩ ହଜାରରୁ ଅଧିକ ଲୋକଙ୍କୁ ଗିରଫ...

ହିଂସା ରୋକିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛ: ମଣିପୁର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୭ : ମଣିପୁର ହିଂସା ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟରେ କୋର୍ଟ ତିନୋଟି ମୁଖ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ରାଜ୍ୟରେ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ...

ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚାଇନା…

ଓ୍ବାଶିଂଟନ,୩।୭ : ଆସନ୍ତା ବର୍ଷ ୨୦୨୪ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ନିକ୍କି ହାଲି ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଅଟନ୍ତି। ଆମେରିକାର ଫକ୍ସ ନ୍ୟୁଜରେ ଏକ ସାକ୍ଷାତକାର ଦେଇ ସେ ଚାଇନା ସୈବାହିନୀର ଦକ୍ଷତା ଏବଂ...

ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଆମେରିକାରେ ଗୁଳିକାଣ୍ଡ..

ଓ୍ବାଶିଂଟନ,୩।୭ : ଆମେରିକାରେ ଏବେ ଗୁଳିକାଣ୍ଡ ସାଧାରଣ ଘଟଣା ପାଲଟିଛି। ଜୁଲାଇ ୪ରେ ଆମେରିକାରେ ସ୍ବାଧୀନତା ଦିବସ ପାଳନ କରାଯିବ। ଏହାର ଗୋଟିଏ ଦିନ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri