ପୁଣି ଜଣେ ବିଧାୟକଙ୍କୁ ୭ ଦିନ ପାଇଁ ସସ୍ପେଣ୍ଡ୍ କଲେ ବାଚସ୍ପତି, କହିଲେ ଦାଗିଦ୍ ସତ୍ତ୍ୱେ… ଭୁବନେଶ୍ୱର,୨୬ା୩: ଏବେ ବିଧାନସଭାରୁ ଖାଲି ବିଧାୟକ ସସ୍ପେଣ୍ଡ୍ ହେବାରେ ଲାଗିଛନ୍ତି। ମଙ୍ଗଳବାର ବିଧାନସଭାରୁ ୧୨ ଜଣ ବିଧାୟକଙ୍କୁ ସସ୍ପେଣ୍ଡ ବା ନିଲମ୍ବନ କରାଯାଇଥିବା ବେଳେ ଆଜି ବୁଧବାର ଆଉ ଦୁଇ କଂଗ୍ରେସ ବିଧାୟକଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଏହି ଦୁଇ ବିଧାୟକ...