ମଙ୍ଗୋଲିଆକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ରୁଷିଆର ଘୋଷଣା, ଚାଇନା ରାଗି ନିଆଁବାଣ, କାରଣ… ମସ୍କୋ,୫ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗୋଲିଆ ଗସ୍ତରେ ଯାଇଥିବାରୁ ଅନେକ ଚର୍ଚ୍ଚା ହେଉଛି। କାରଣ ପୁଟିନଙ୍କୁ ଗିରଫ କରିବା ପାଇଁ ଅନ୍ତର୍ଜାତୀୟ କ୍ରାଇମ କୋର୍ଟ (ଆଇସିସି) ମଙ୍ଗୋଲିଆ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ସେଠାରେ ତାଙ୍କୁ ଗାର୍ଡ ଅଫ୍...