Advertisement

narendra modi

ଜଙ୍ଗଲ ସଫାରିର ମଜା ନେଲେ ପ୍ରଧାନମନ୍ତ୍ରୀ ମୋଦି: ସିଂହ ସହ ଉଠାଇଲେ ଫଟୋଜଙ୍ଗଲ ସଫାରିର ମଜା ନେଲେ ପ୍ରଧାନମନ୍ତ୍ରୀ ମୋଦି: ସିଂହ ସହ ଉଠାଇଲେ ଫଟୋ

ଜଙ୍ଗଲ ସଫାରିର ମଜା ନେଲେ ପ୍ରଧାନମନ୍ତ୍ରୀ ମୋଦି: ସିଂହ ସହ ଉଠାଇଲେ ଫଟୋ

ନୂଆଦିଲ୍ଲୀ,୩।୩: ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଜୁନାଗଡ଼ ଜିଲାର ର୍ଗି ବନ୍ୟପ୍ରାଣୀ ଅଭୟାରଣ୍ୟରେ ଜଙ୍ଗଲ ସଫାରିର ମଜା ନେଇଥିଲେ।…

2 months ago
‘ମୁଁ ଜନସାଧାରଣଙ୍କ ନିକଟରେ କ୍ଷମା ମାଗୁଛି…’, ମହାକୁମ୍ଭର ସମାପନ ସମୟରେ କାହିଁକି କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦି ?‘ମୁଁ ଜନସାଧାରଣଙ୍କ ନିକଟରେ କ୍ଷମା ମାଗୁଛି…’, ମହାକୁମ୍ଭର ସମାପନ ସମୟରେ କାହିଁକି କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦି ?

‘ମୁଁ ଜନସାଧାରଣଙ୍କ ନିକଟରେ କ୍ଷମା ମାଗୁଛି…’, ମହାକୁମ୍ଭର ସମାପନ ସମୟରେ କାହିଁକି କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦି ?

ନୂଆଦିଲ୍ଲୀ,୨୭।୨: ମହାକୁମ୍ଭମେଳା ୨୦୨୫ ମହା ଆଡମ୍ବରରେ ସମାପ୍ତ ହୋଇଛି। ୪୫ ଦିନ ଧରି ଚାଲିଥିବା ଏହି ଐତିହାସିକ ଉତ୍ସବରେ କୋଟି କୋଟି ଭକ୍ତ ବିଶ୍ୱାସ ଏବଂ ଭକ୍ତିର…

2 months ago
ନୀତୀଶ କୁମାରଙ୍କୁ ପ୍ରଶଂସା, ଲାଲୁଙ୍କୁ କଟାକ୍ଷ କଲେ ମୋଦିନୀତୀଶ କୁମାରଙ୍କୁ ପ୍ରଶଂସା, ଲାଲୁଙ୍କୁ କଟାକ୍ଷ କଲେ ମୋଦି

ନୀତୀଶ କୁମାରଙ୍କୁ ପ୍ରଶଂସା, ଲାଲୁଙ୍କୁ କଟାକ୍ଷ କଲେ ମୋଦି

ଭାଗଲପୁର,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଲପୁରରେ ପହଞ୍ଚି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଜାରି କରିଛନ୍ତି। ଏହାସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର…

2 months ago
PM Modi at Bageshwar Dham: ବାଗେଶ୍ୱର ଧାମରେ ​​ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, କରିବେ ଏହି ମହତ୍ୱପୂର୍ଣ୍ଣ କାମPM Modi at Bageshwar Dham: ବାଗେଶ୍ୱର ଧାମରେ ​​ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, କରିବେ ଏହି ମହତ୍ୱପୂର୍ଣ୍ଣ କାମ

PM Modi at Bageshwar Dham: ବାଗେଶ୍ୱର ଧାମରେ ​​ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, କରିବେ ଏହି ମହତ୍ୱପୂର୍ଣ୍ଣ କାମ

ମଧ୍ୟପ୍ରଦେଶ,୨୩।୨: ପ୍ରଧାନମନ୍ତ୍ରୀ ମୋଦି ରବିବାର ଅପରାହ୍ନରେ ବାଗେଶ୍ୱର ଧାମରେ ​​ପହଞ୍ଚିଛନ୍ତି। ଏଠାରେ ସେ ବାଲାଜୀ ମନ୍ଦିର ପରିଦର୍ଶନ କରିଥିଲେ। ଏହି ସମୟରେ ବାଗେଶ୍ୱର ସରକାର ଧୀରେନ୍ଦ୍ର କୃଷ୍ଣ…

2 months ago
‘ସେମାନେ ଆମ ଉପରେ କାଦୁଅ ଫିଙ୍ଗୁଛନ୍ତି…’, ଟ୍ରମ୍ପ, ମୋଦିଙ୍କ ନାଁ ନେଇ ବର୍ଷିଲେ ଜର୍ଜିଆ ମେଲୋନି‘ସେମାନେ ଆମ ଉପରେ କାଦୁଅ ଫିଙ୍ଗୁଛନ୍ତି…’, ଟ୍ରମ୍ପ, ମୋଦିଙ୍କ ନାଁ ନେଇ ବର୍ଷିଲେ ଜର୍ଜିଆ ମେଲୋନି

‘ସେମାନେ ଆମ ଉପରେ କାଦୁଅ ଫିଙ୍ଗୁଛନ୍ତି…’, ଟ୍ରମ୍ପ, ମୋଦିଙ୍କ ନାଁ ନେଇ ବର୍ଷିଲେ ଜର୍ଜିଆ ମେଲୋନି

ନୂଆଦିଲ୍ଲୀ,୨୩।୨: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦାବି କରିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟରେ ବାମପନ୍ଥୀମାନେ ଚିନ୍ତିତ ହୋଇଯାଇଛନ୍ତି। ମେଲୋନି ଉଦାରପନ୍ଥୀ ଏବଂ ବାମପନ୍ଥୀମାନଙ୍କୁ…

2 months ago
ଭାରତ ଫେରିଲେ ମୋଦି, ହଟିବ ଦିଲ୍ଲୀ ସସ୍ପେନ୍ସ: ଶାହା-ନଡ୍ଡାଙ୍କ ସହ ହେବ ମନ୍ଥନଭାରତ ଫେରିଲେ ମୋଦି, ହଟିବ ଦିଲ୍ଲୀ ସସ୍ପେନ୍ସ: ଶାହା-ନଡ୍ଡାଙ୍କ ସହ ହେବ ମନ୍ଥନ

ଭାରତ ଫେରିଲେ ମୋଦି, ହଟିବ ଦିଲ୍ଲୀ ସସ୍ପେନ୍ସ: ଶାହା-ନଡ୍ଡାଙ୍କ ସହ ହେବ ମନ୍ଥନ

ନୂଆଦିଲ୍ଲୀ,୧୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏବଂ ଆମେରିକା ଗସ୍ତ ସାରି ଦିଲ୍ଲୀ ଫେରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଖୁବ ଶୀଘ୍ର ଅନ୍ତ…

2 months ago
ଭାରତକୁ ଅତ୍ୟାଧୁନିକ F-35 ଅଫର କଲେ ଟ୍ରମ୍ପ: ବଢିବ ଭାରତୀୟ ବାୟୁସେନାର ଶକ୍ତିଭାରତକୁ ଅତ୍ୟାଧୁନିକ F-35 ଅଫର କଲେ ଟ୍ରମ୍ପ: ବଢିବ ଭାରତୀୟ ବାୟୁସେନାର ଶକ୍ତି

ଭାରତକୁ ଅତ୍ୟାଧୁନିକ F-35 ଅଫର କଲେ ଟ୍ରମ୍ପ: ବଢିବ ଭାରତୀୟ ବାୟୁସେନାର ଶକ୍ତି

ନୂଆଦିଲ୍ଲୀ ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ ବୈଠକ ସମୟରେ ଯୁକ୍ତରାଷ୍ଟ୍ର ଭାରତକୁ ଏଫ-୩୫ ଲାଇଟନିଂ-୨ ଲଢ଼ୁଆ…

2 months ago
ମୋଦିଙ୍କୁ ବହି ଉପହାର ଦେଲେ ଟ୍ରମ୍ପ: ଜାଣନ୍ତୁ ଏଥିରେ କ’ଣ ଅଛିମୋଦିଙ୍କୁ ବହି ଉପହାର ଦେଲେ ଟ୍ରମ୍ପ: ଜାଣନ୍ତୁ ଏଥିରେ କ’ଣ ଅଛି

ମୋଦିଙ୍କୁ ବହି ଉପହାର ଦେଲେ ଟ୍ରମ୍ପ: ଜାଣନ୍ତୁ ଏଥିରେ କ’ଣ ଅଛି

ଓ୍ବାଶିଂଟନ୍‌,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ନେତା ପରସ୍ପରର ପ୍ରଶଂସା କରିଥିଲେ। ତୃତୀୟ ଥର ପାଇଁ…

2 months ago
ମୋଦି ମୋର ବିଶ୍ୱସ୍ତ ବନ୍ଧୁ… ଭାରତକୁ ନେଇ ୧୦ ବଡ଼ କଥା କହିଦେଲେ ଟ୍ରମ୍ପମୋଦି ମୋର ବିଶ୍ୱସ୍ତ ବନ୍ଧୁ… ଭାରତକୁ ନେଇ ୧୦ ବଡ଼ କଥା କହିଦେଲେ ଟ୍ରମ୍ପ

ମୋଦି ମୋର ବିଶ୍ୱସ୍ତ ବନ୍ଧୁ… ଭାରତକୁ ନେଇ ୧୦ ବଡ଼ କଥା କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ନେତା ପରସ୍ପରର ପ୍ରଶଂସା କରିଥିଲେ। ତୃତୀୟ ଥର ପାଇଁ…

2 months ago
ପାକିସ୍ତାନକୁ ପାନେ ଦେବ ଭାରତ: ମୋଦି-ଟ୍ରମ୍ପଙ୍କ ସହ ଆଲୋଚନାବେଳେ ନିଆଗଲା ବଡ଼ ନିଷ୍ପତ୍ତିପାକିସ୍ତାନକୁ ପାନେ ଦେବ ଭାରତ: ମୋଦି-ଟ୍ରମ୍ପଙ୍କ ସହ ଆଲୋଚନାବେଳେ ନିଆଗଲା ବଡ଼ ନିଷ୍ପତ୍ତି

ପାକିସ୍ତାନକୁ ପାନେ ଦେବ ଭାରତ: ମୋଦି-ଟ୍ରମ୍ପଙ୍କ ସହ ଆଲୋଚନାବେଳେ ନିଆଗଲା ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୧୪।୨: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗରେ ହ୍ବାଇଟ ହାଉସରୁ ପାକିସ୍ତାନକୁ ଟାର୍ଗେଟ କରିଥିଲେ। ଶୁକ୍ରବାର ୍‌ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ…

2 months ago
Video: ହ୍ୱାଇଟ୍ ହାଉସରେ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଚୌକି ଟାଣିଲେ ରାଷ୍ଟ୍ରପତି ଟ୍ରମ୍ପVideo: ହ୍ୱାଇଟ୍ ହାଉସରେ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଚୌକି ଟାଣିଲେ ରାଷ୍ଟ୍ରପତି ଟ୍ରମ୍ପ

Video: ହ୍ୱାଇଟ୍ ହାଉସରେ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଚୌକି ଟାଣିଲେ ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ ,୧୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର (ସ୍ଥାନୀୟ ସମୟ) ୱାଶିଂଟନ୍ ଡିସିର ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଷ୍ମ ଆଲିଂଗହଣା ସହିତ ସ୍ୱାଗତ…

2 months ago
ଆମେରିକାରେ ମୋଦିଙ୍କୁ କେମିତି ଦିଆଯାଏ ସିକ୍ୟୁରିଟି, ଆଗରେ ଥାଆନ୍ତି ଖତରନାକ କମାଣ୍ଡୋଆମେରିକାରେ ମୋଦିଙ୍କୁ କେମିତି ଦିଆଯାଏ ସିକ୍ୟୁରିଟି, ଆଗରେ ଥାଆନ୍ତି ଖତରନାକ କମାଣ୍ଡୋ

ଆମେରିକାରେ ମୋଦିଙ୍କୁ କେମିତି ଦିଆଯାଏ ସିକ୍ୟୁରିଟି, ଆଗରେ ଥାଆନ୍ତି ଖତରନାକ କମାଣ୍ଡୋ

ଓ୍ବାଶିଂଟନ୍‌,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଆସିଛନ୍ତି। ସେଠାରେ ସେ ହୱାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ମୋଦିଙ୍କ ଏହି ଆମେରିକୀୟ ଗସ୍ତ ଦୁଇ…

2 months ago