ନୂଆଦିଲ୍ଲୀ,୨୧।୧୦: ଏଣିକି ଏମ୍ସରେ ୩୫୯ ପ୍ରକାରର ଔଷଧ ମାଗଣାରେ ମିଳିବ। କାରଣ ହସ୍ପିଟାଲର ଜେନେରିକ୍ ଫାର୍ମାସୀ ତାଲିକାରେ ପରିବର୍ତ୍ତନ କରାଯାଇଛି। ଫଳରେ କ୍ୟାନ୍ସର, ମଧୁମେହ, ଆର୍ଥ୍ରାଇଟିସ୍, ସୋରିୟାସିସ୍…