କିଏ ସେ ରାମ ମୋହନ ନାଇଡୁ? ମୋଦି ସରକାର ୩.୦ରେ ହେବାକୁ ଯାଉଛନ୍ତି ସବୁଠାରୁ କମ୍ ବୟସର କ୍ୟାବିନେଟ୍ ମନ୍ତ୍ରୀ
ନୂଆଦିଲ୍ଲୀ,୯।୬: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ରେ କିଏ କିଏ ସାମିଲ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶିବରାଜ ସିଂ ଚୌହ୍ବାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ନୀତିନ ଗଡକରୀ, ଲଲନ ସିଂଙ୍କ ପ୍ରମୁଖ...
ଭାଜପା ଜିତିବା ଖୁସିରେ ଆଙ୍ଗୁଠି କାଟି ମା’ କାଳିଙ୍କ ନିକଟରେ ସମର୍ପଣ କଲେ ଏହି ବ୍ୟକ୍ତି
ରାୟପୁର,୯।୬: ଗତ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଏନ୍ଡିଏ ମେଣ୍ଟ ପୁଣିଥରେ ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ହେଲେ ଜୁନ ୪ ଭୋଟଗଣତି ହେବା ଦିନ ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ରହିଥିଲା। ଏହାଦେଖି ଛତିଶଗଡ଼ର ଜଣେ ଭାଜପା...
ମୋଦି ୩.୦: ଟିଡିପିକୁ ମିଳିବ ୪, ଜେଡିୟୁକୁ ୨ ମନ୍ତ୍ରୀପଦ
ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟରେ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପିକୁ ୪ ଏବଂ ନୀତୀଶ କୁମାରଙ୍କ ଜେଡିୟୁକୁ ୨ ମନ୍ତ୍ରୀପଦ ମିଳିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଥିବା ଟିଡିପିର ୪ ଏମ୍ପିଙ୍କ ମଧ୍ୟରୁ...
ମଣିପୁରରେ ପୁଣି ହିଂସା: ପୋଲିସ ଆଉଟପୋଷ୍ଟ, ୭୦ ଘର ଜାଳିଦେଲେ
ଇମ୍ଫାଲ, ୯।୬: ମଣିପୁରରେ ପୁଣି ହିଂସାକାଣ୍ଡ ଘଟିଛି। ଜିରିବାମ ଜିଲାରେ କେତେଜଣ ଉଗ୍ରବାଦୀ ଗୋଟିଏ ପୋଲିସ ଆଉଟ୍ପୋଷ୍ଟ ସହ ଅନେକ ଘର ଜାଳିଦେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଉଗ୍ରବାଦୀ ୩/୪ଟି ଡଙ୍ଗା ଯୋଗେ ଜିରିବାମ ଜିଲାର ବରାକ ନଦୀ କୂଳରେ...
ପାର୍ଲାମେଣ୍ଟ ପରିସରରେ ଗାନ୍ଧୀ, ଆମ୍ବେଡ୍କର, ଶିବାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର; ସମାଲୋଚନା କଲା କଂଗ୍ରେସ
ନୂଆଦିଲ୍ଲୀ,୭।୬: ପାର୍ଲାମେଣ୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀ, ବି.ଆର୍. ଆମ୍ବେଡ୍କର ଏବଂ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତିକୁ ସେମାନଙ୍କ ମୂଳ ସ୍ଥାନରୁ ହଟାଇ ଦିଆଯାଇଛି। ସେଗୁଡ଼ିକୁ ପୁରୁଣା ପାର୍ଲାମେଣ୍ଟ ବିଲ୍ଡିଂ ନିକଟରେ ଥିବା ଲନ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରତିମୂର୍ତ୍ତିଗୁଡ଼ିକର ସ୍ଥାନ ପରିବର୍ତ୍ତନକୁ...
ଗୋଟିଏ ହାତରେ ସମର୍ଥନ, ଦ୍ୱିତୀୟ ହାତରେ ବଢ଼ାଇଲେ ଟେନ୍ସନ…
ନୂଆଦିଲ୍ଲୀ,୬।୬: ଲୋକସଭା ନିର୍ବାଚନ -୨୦୨୪ ର ଫଳାଫଳ ଘୋଷଣା ହେବା ପରେ କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ଗଠନ ହେବା ସ୍ପଷ୍ଟ ହୋଇଛି। ତେବେ ୨୦୧୪ ଏବଂ ୨୦୧୯ ତୁଳନାରେ ଭାଜପା ଏଥର କମ୍ ଆସନ ପାଇଛି, ଯେଉଁଥିଲାଗି...
ନିର୍ବାଚନରେ ଆସନ ସଂଖ୍ୟାକୁ ନେଇ ଆସିଲା ମୋଦିଙ୍କ ପ୍ରଥମ ବୟାନ, କହିଲେ- ନମ୍ବରଗେମ୍ ତ…
ନୂଆଦିଲ୍ଲୀ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହାପୂର୍ବରୁ ସେ ଅନ୍ତିମ କ୍ୟାବିନେଟ ବୈଠକରେ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରିଛନ୍ତି। ନିର୍ବାଚନରେ ନମ୍ବର ଗେମ୍କୁ ନେଇ ମୋଦି କହିଛନ୍ତି, ହାରିବା, ଜିତିବା...
କେବଳ ନୀତୀଶ- ନାଇଡୁ ନୁହନ୍ତି, ଏନ୍ଡିଏ ସରକାରଙ୍କ ଭାଗ୍ୟ ବଦଳାଇ ଦେଇପାରନ୍ତି ଏହି ୧୭ ଏମ୍ପି
ନୂଆଦିଲ୍ଲୀ,୫।୬: ଲୋକସଭା ନିର୍ବାଚନ-୨୦୨୪ର ଫଳାଫଳ ଘୋଷଣା ହୋଇଛି। ଏଥିରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାନ୍ତି। ତେବେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ୨୯୨ ଆସନ ମିଳିଛି। ଏଥି ସହିତ ଇଣ୍ଡିଆ ମେଣ୍ଟକୁ ୨୩୪ ଆସନ ମିଳିଛି। ଏଭଳି ପରିସ୍ଥିତିରେ...
ପିଡିଏ, ସମ୍ବିଧାନ, ଆରକ୍ଷଣ ଏବଂ ମୁସଲମାନ… ଉତ୍ତରପ୍ରଦେଶରେ ବାଜି ପାଲଟାଇଲେ ଏହି ଯୋଡ଼ି
ନୂଆଦିଲ୍ଲୀ,୪।୬: କଥାରେ ଅଛି ଦିଲ୍ଲୀର ଶସନ କ୍ଷମତାର ରାସ୍ତା ଉତ୍ତର ପ୍ରଦେଶ ବାଟ ଦେଇ ଯାଇଥାଏ। ଭାଜପା ୨୦୧୪ ଏବଂ ୨୦୧୯ ରେ ୟୁପି ବାଟ ଦେଇ ଲଗାତର ଦଇ ଥର କେନ୍ଦ୍ରରେ ସରକାର ଗଢ଼ିବାରେ ସଫଳ ହୋଇଥିଲା। ହେଲେ...
‘ଜୁନ ୪ରେ ଦଳବଦଳ କରିବେ ନୀତୀଶ’, ୨ ଦିନ ପୂର୍ବରୁ ଦିଲ୍ଲୀରୁ ଫେରି ଆସିବାକୁ ନେଇ ବଢ଼ିଲା ଚର୍ଚ୍ଚା
ନୂଆଦିଲ୍ଲୀ,୩।୬: ନୀତୀଶ କେବେ କ’ଣ କରିବେ, ସେଥିରେ ଅନିଶ୍ଚିତତା ଲାଗି ରହିଥାଏ। ଏଥିଲାଗି ଗତ ୧୮ ବର୍ଷ ଧରି ବିହାର ରାଜନୀତି ଚର୍ଚ୍ଚାରେ ରହିଆସିଛି। ଅନେକ ଥର ଦଳବଦଳ କରିବା ଯୋଗୁ ତାଙ୍କର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠିଛି। ତେଜସ୍ବୀ...
ପାଣି ପାଇଁ ହାହାକାର: ଜୀବନକୁ ବାଜି ଲଗାଇ ଟ୍ୟାଙ୍କର ପଛରେ ଗୋଡାଉଛନ୍ତି ଦିଲ୍ଲୀବାସୀ
ନୂଆଦିଲ୍ଲୀ,୨।୬: ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର। ଭୀଷଣ ଗରମ ମଧ୍ୟରେ ପାଣିର ଅଭାବକୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି। ଏମିତିରେ ଲୋକେ ପାଣି ପାଇଁ ଟ୍ୟାଙ୍କର ପଛରେ ଦୌଡ଼ୁଥିବା ଭଳି ଘଟଣା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଲୋକେ...
ପ୍ରେମ ସିଂ ତମାଙ୍ଗ କିଏ? ମାତ୍ର ୧୧ ବର୍ଷ ପୂର୍ବେ ଗଢ଼ିଥିଲେ ଦଳ, ଏବେ ସିକିମ୍ରେ କ୍ଲିନ୍ ସୁଇପ୍ କରି ଦ୍ୱିତୀୟ ଥର ପାଇଁ ହେବେ ମୁଖ୍ୟମନ୍ତ୍ରୀ…
ଗ୍ୟାଙ୍ଗଟକ୍,୨।୬: ସିକିମ୍ରେ ହୋଇଥିବା ବିଧାନସଭା ନିର୍ବାଚନରେ ପୁଣିଥରେ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍କେଏମ୍) ସରକାର ଗଢ଼ିବାକୁ ଯାଉଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ଫଳାଫଳ ଅନୁଯାୟୀ ଏସ୍କେଏମ୍ ପ୍ରଚଣ୍ଡ ବହୁମତ ଆଡକୁ ଅଗ୍ରସର ହେଉଛି। ୩୨ ବିଧାନସଭା ଆସନ ବିଶିଷ୍ଟ ଏହି...
Archives


