Tag Archives: National

Mahakumbh Mahashivratri Snan: ମହାକୁମ୍ଭରେ ମହାଶିବରାତ୍ରିରେ ହେବ ଅନ୍ତିମ ରାଜକୀୟ ସ୍ନାନ; ଜାଣନ୍ତୁ ତାରିଖ ଏବଂ ଶୁଭ ମୂହୁର୍ତ୍ତ… 

ପ୍ରୟାଗରାଜ,୧୬।୨: ପ୍ରୟାଗରାଜରେ ମହାକୁମ୍ଭ ଚାଲିଛି। ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କଲାଣି। ଏବେ ମଧ୍ୟ ଭକ୍ତମାନେ ମହାକୁମ୍ଭକୁ ଆସିବା ଜାରି ରଖିଛନ୍ତି। ମହାକୁମ୍ଭରେ ପୌଷ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା, ବସନ୍ତ...

ଗୁଟ୍‌କା ଖାଇବାକୁ ଷ୍ଟିଅରିଂ ଛାଡ଼ି ଦେଲେ ଡ୍ରାଇଭର, Mahakumbh ଯାଉଥିବା ବେଳେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ବାରାଣସୀ,୧୫।୨: ମହାକୁମ୍ଭରେ ସ୍ନାନ କରିବା ଲାଗି ନେପାଳରୁ ଆସିଥିବା ଏକ ଯାତ୍ରୀ ଭର୍ତ୍ତି ବସ୍‌ ଉତ୍ତର ପ୍ରଦେଶର ଗାଜିପୁର ବାରାଣସୀ ରାଜପଥରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ବସ୍‌ରେ ଯାତ୍ରା କରୁଥିବା ଲୋକମାନେ ଗୁରୁତର ଆହତ ହୋଇଛନ୍ତି। ଏହା ଏତେ ଭୟଙ୍କର...

Kinnar Akhara controversy : ସନାତନ ଧର୍ମ ଛାଡ଼ିବେ ମହାମଣ୍ଡଳେଶ୍ୱର ହିମାଙ୍ଗୀ ସଖୀ! କିନ୍ନର ଆଖଡ଼ାରେ ଆରମ୍ଭ ହେଲା ନୂଆ ବିବାଦ…

ନୂଆଦିଲ୍ଲୀ,୧୫।୨: ମହାକୁମ୍ଭରେ କିନ୍ନର ଆଖଡ଼ାକୁ ନେଇ ବିବାଦ ଥମିବାର ହେବାର ନାଁ ନେଉନାହିଁ। କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହିମାଂଗୀ ସଖୀଙ୍କ ବୟାନକୁ ନେଇ ଏବେ ଏକ ନୂତନ ବିବାଦ ଆରମ୍ଭ ହୋଇଛି। କିନ୍ନର ଆଖଡ଼ାରେ ଚାଲିଥିବା ବିବାଦରେ ଦୁଃଖିତ ହୋଇ...

ରୁଷିଆର ରିଓ୍ବର୍ଟ ବ୍ରାଣ୍ଡ ବିୟର କ୍ୟାନ୍‌ରେ ମହାତ୍ମା ଗାନ୍ଧୀଙ୍କ ଫଟୋ, Viral Photo ଦେଖି ତାତିଲେ ଭାରତୀୟ, କାର୍ଯ୍ୟାନୁଷ୍ଠାନ ଦାବି…

ନୂଆଦିଲ୍ଲୀ,୧୫।୨: ରୁଷିଆର ଏକ ବିୟର ବ୍ରାଣ୍ଡ ବୋତଲରେ ମହାତ୍ମା ଗାନ୍ଧୀଙ୍କ ଫଟୋ। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି। ଓଡ଼ିଶାର ସାମାଜିକ ତଥା ରାଜନେତା ସୁପର୍ଣ୍ଣୋ ଶତପଥୀ ଦ୍ୱାରା ମହାତ୍ମାଙ୍କ...

ଘରେ ଝୁଲୁଛି ତାଲା, ଦୁଇ ଦିନ ହେଲାଣି ଖୋଜୁଛି ପୋଲିସ, କେଉଁଠି ଅଛନ୍ତି Ranveer Allahabadia?

ନୂଆଦିଲ୍ଲୀ,୧୪।୨: କମେଡିଆନ୍‌ ସମୟ ରାଇନାଙ୍କ ଶୋ’ ’ଇଣ୍ଡିଆଜ ଗଟ ଲାଟେଣ୍ଟ’ରେ ପିତାମାତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ରଣବୀର ଆଲ୍ଲାହାବାଦିଆ ବିବାଦରେ ଫସି ଯାଇଛନ୍ତି। ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ପୋଲିସ ତାଙ୍କୁ ତାଙ୍କ ବୟାନ ରେକର୍ଡ କରିବା...

‘ଯଦି ମୋ’ ପତ୍ନୀ ପାକିସ୍ତାନର ISI ଏଜେଣ୍ଟ, ତେବେ ମୁଁ ଭାରତର RAW ଏଜେଣ୍ଟ…’ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ କାହିଁକି ଏଭଳି ଜବାବ ଦେଲେ ଗୌରବ ଗୋଗୋଇ

ନୂଆଦିଲ୍ଲୀ,୧୩।୨:ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଆଉ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବ୍ରିଟିଶ ମହିଳାଙ୍କୁ ବିବାହ ପରେ ଭାଜପା ଗୋଗୋଇଙ୍କ ପତ୍ନୀଙ୍କ ଉପରେ ପାକିସ୍ତାନ ଏବଂ ଏହାର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ...

Ceasefire Violation: ପୁଞ୍ଚ LoC ନିକଟରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼, ଭାରତୀୟ ସେନା ଦେଲା କଡ଼ା ଜବାବ

ଜମ୍ମୁ କଶ୍ମୀର,୧୨।୨: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ନିୟନ୍ତ୍ରଣ ରେଖା (LoC) ରେ ପାକିସ୍ତାନୀ ସେନା ଦ୍ୱାରା ବୁଧବାର ସନ୍ଧ୍ୟାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପ୍ରଥମେ ପାକିସ୍ତାନୀ ଯବାନମାନେ ଗୁଳି ଚଳାଇଥିଲେ। ପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ...

JEE Main Result 2025: ପ୍ରକାଶ ପାଇଲା ଜେଇଇ ମେନ୍‌ ସେଶନ ୧ ରେଜଲ୍ଟ, ଏଭଳି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ,୧୧।୨: ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡମିଶନ୍‌ ପାଇଁ ଅନୁଷ୍ଠିତ JEE ମେନ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ JEE ମୁଖ୍ୟ ୱେବସାଇଟ୍‌ – jeemain.nta.nic.in ରେ ନିଜର ଫଳାଫଳ ଦେଖିପାରିବେ।...

ଜମ୍ମୁର ଅଖନୁରରେ LoC ନିକଟରେ ଆଇଇଡି ବିସ୍ଫୋରଣ, ଶହୀଦ ହୋଇଗଲେ ୨ ଯବାନ

ନୂଆଦିଲ୍ଲୀ,୧୧।୨: ଜମ୍ମୁର ଅଖନୁର ସେକ୍ଟରରେ ଆଇଇଡି (ଇମ୍ପ୍ରୋଭାଇଜଡ୍‌ ଏକ୍ସପ୍ଲୋସିଭ ଡିଭାଇସ୍‌) ବିସ୍ଫୋରଣରେ ୨ ସୈନିକ ଶହୀଦ ହୋଇଛନ୍ତି। ଲାଲେଲିର ସୀମାରେଖା ନିକଟରେ ଏକ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଏହି ବିସ୍ଫୋରଣ ଘଟିଛି। ଏବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ...

କେଜ୍‌ରିଓ୍ବାଲଙ୍କୁ ତାଚ୍ଛଲ୍ୟ, ହାରିବାକୁ ନେଇ ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ,୧୦।୨: ତିହାର ଜେଲରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଚିଠି ଲେଖିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ସେ ଆମ ଆଦମୀ ପାର୍ଟି (ଆପ୍‌) ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ...

କିଏ ହେବ ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀ? CM ରେସ୍‌ରେ  BJPର ଏହି ୫ ନେତା ଆଗରେ…

ନୂଆଦିଲ୍ଲୀ,୮।୨: ଦୀର୍ଘ ୨୭ ବର୍ଷର ପ୍ରତୀକ୍ଷା ପରେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଫେରିଛି । ୨୦୨୫ ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି। ଦିଲ୍ଲୀରେ ଭାଜପା କ୍ଷମତାକୁ ଫେରିଛି। କିନ୍ତୁ...

ବଦଳିଲା ରାଜନୈତିକ ମାନଚିତ୍ର: ପ୍ରଥମ ଥର ପାଇଁ ୨୧ ରାଜ୍ୟରେ ଗେରୁଆ, ୯୨ କୋଟି ଲୋକଙ୍କ ଉପରେ ଏନ୍‌ଡିଏର ଶାସନ

ନୂଆଦିଲ୍ଲୀ,୮।୨: ଦିଲ୍ଲୀରେ ବିଜୟ ପରେ, ଦେଶର ରାଜନୈତିକ ମାନଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ଏବେ ଦେଶର ୧୯ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ NDA ସରକାର ଅଛି। ୨୧ଟି ରାଜ୍ୟ ମଧ୍ୟରୁ ୬ଟିରେ NDA ସହଯୋଗୀ ଦଳ ମୁଖ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image