Tag Archives: National

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୦ ବଡ଼ ପଦକ୍ଷେପ

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଅନେକ ଜନକଲ୍ୟାଣକାରୀ ପଦକ୍ଷେପ ନେଇଛନ୍ତି। ତାଙ୍କ ନୀତିଗୁଡ଼ିକ ଦେଶବାସୀଙ୍କ ଦୈନନ୍ଦିନ ଜୀବନକୁ ପୁନଃ ଆକାର ଦେଇଛି। ସେ କେବଳ ବ୍ୟବସ୍ଥା ନୁହେଁ, ବରଂ ମାନସିକତାରେ ପରିବର୍ତ୍ତନ ଘଟାଇଛନ୍ତିି ।...

ପ୍ରଧାନମନ୍ତ୍ରୀଙ୍କୁ ୭୫

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୭୫ ବର୍ଷ ବୟସରେ ପଦାର୍ପଣ କରୁଛନ୍ତି। ଏହି ଅବସରରେ ଭାଜପା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଓ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରୁ ସାରା ଦେଶରେ ସ୍ବାସ୍ଥ୍ୟ...

ମୋଦିଙ୍କୁ ଫୋନ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ, ମୋଦି ଦେଲେ ଏମିତି ଜବାବ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୧୭।୯: ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବହୁତ ଭଲ ଫୋନ କଥାବାର୍ତ୍ତା ହୋଇଛି ଏବଂ ଏହି ସମୟରେ ସେ ତାଙ୍କ ବନ୍ଧୁଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଏହା...

ହସ୍ପିଟାଲରେ ଥିଲେ ନବଜାତ ଶିଶୁ, ହେଲା ଭୂମିକମ୍ପ, ନର୍ସ କଲେ ଏମିତି, ଦେଖନ୍ତୁ ଭିଡିଓ…

ଆସାମ,୧୫।୯: ରବିବାର ସନ୍ଧ୍ୟାାରେ ଉତ୍ତର-ପୂର୍ବ ଭାରତ ଏବଂ ସଂଲଗ୍ନ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ୫.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଭୂମିକମ୍ପ ଯୋଗୁଁ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଭୟରେ ଘରୁ ବାହାରକୁ ଦୌଡ଼ିବାକୁ ଲାଗିଲେ, ତେବେ ଆସାମର ନାଗାଓଁ ଜିଲାର...

PhonePe ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା RBI, ଲଗାଇଲା ଏତେ ଟଙ୍କାର ଜରିମାନା

ନୂଆଦିଲ୍ଲୀ, ୧୩।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଫିନଟେକ କମ୍ପାନୀ PhonePe ଉପରେ ୨୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ପ୍ରିପେଡ ପେମେଣ୍ଟ ଉପକରଣ ସହିତ ଜଡିତ କିଛି ନିୟମକୁ ଠିକ ଭାବରେ ପାଳନ ନକରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ...

ମାଡି ଆସୁଛି ଏହି ଭାଇରସ! ସତର୍କ କରାଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ, ୧୩।୯: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂହ ଶୁକ୍ରବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ H3N2 ଫ୍ଲୁ ବିଷୟରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ ଏହା କେବଳ ଏକ ଭାଇରାଲ ସଂକ୍ରମଣ ଏବଂ ଏହା...

ଗଣେଶ ଭସାଣି ଶୋଭାଯାତ୍ରାରେ ମାଡ଼ିଗଲା ଟ୍ରକ୍‌: ୮ ମୃତ, ୨୦ ଗୁରୁତର

ହାସନ (କର୍ନାଟକ), ୧୩ା୯: କର୍ନାଟକ ହାସନ ଜିଲାର ଏକ ଗାଁରେ ଶୁକ୍ରବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଶୋଭାଯାତ୍ରା ମଧ୍ୟକୁ ଏକ ଟ୍ରକ୍‌ ମାଡ଼ିଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି।...

ଆଜି ମଣିପୁର ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଣିପୁର ଗସ୍ତରେ ଯିବେ। ସେ ଚୂରାଚାନ୍ଦପୁର ଓ ଇମ୍ଫାଲରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଇମ୍ଫାଲ ଉପତ୍ୟକା ସମେତ ରାଜ୍ୟର ବିଭିନ୍ନ ଭାଗରେ ବ୍ୟାପକ...

ପ୍ରଦୂଷଣମୁକ୍ତ ବାୟୁ ଦେଶବାସୀଙ୍କ ଅଧିକାର

ନୂଆଦିଲ୍ଲୀ,୧୩ା୯: ଦେଶର ବିଭିନ୍ନ ସହରରେ ଶୀତଦିନେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରୁଥିବାବେଳେ ଦୀପାବଳି ପରେ ସ୍ଥିତି ଗମ୍ଭୀର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କିଛିବର୍ଷ ହେଲା ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାଣ ଫୁଟାଇବା...

ସ୍ବାମୀ,୨ ପିଲାଙ୍କୁ ଛାଡ଼ି ଫେରାର ହୋଇଥିଲେ ମହିଳା; ସରକାରୀ ଚାକିରି ମିଳିବା ପରେ ଘରୁ ବାହାର କରିଦେଲେ ପ୍ରେମିକ; ଏବେ…

ବେଙ୍ଗାଲୁରୁ,୧୨।୯: ସାତ ଦୀପକୁ ସାଖୀ ରଖି ବିବାହ କରିଥିଲେ। ହେଲେ ପ୍ରେମରେ ପଡ଼ିବା ପରେ ସବୁକିଛି ଭୁଲିଗଲେ। ସ୍ବାମୀ ଏବଂ ପିଲାଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ। ଭାବିଥିଲେ ସୁଖର ସଂସାର ପୁଣି କରିବେ। ହେଲେ କିଛି ଭିନ୍ନ...

ସ୍କୁଲରେ ପ୍ରେମିକାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ ଶିକ୍ଷକ, ଗ୍ରାମବାସୀଙ୍କୁ ଡାକିଆଣିଲେ ଛାତ୍ର, ଆଉ ତା’ପରେ…

ପାଟନା,୧୨।୯: ପାତେପୁର ଥାନା ଅଞ୍ଚଳର ବରଡିହା ତୁର୍କି ଗାଁରେ ଥିବା ବେସିକ ସ୍କୁଲରେ ଜଣେ ଶିକ୍ଷକ ତାଙ୍କ ପ୍ରେମିକାଙ୍କ ସହ ଜୋରଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ମହିଳା ଜଣକ ପ୍ରତିରୋଧ କରିବାରୁ...

ସରକାରୀ ହାଇସ୍କୁଲରେ କାଣ୍ଡ: ଶ୍ରେଣୀଗୃହରେ ହାତାହାତି ହୋଇଗଲେ ୨ ଶିକ୍ଷକ, ଆଉ ତା’ପରେ…

ଛତିଶଗଡ଼,୧୨।୯: ପ୍ରତିଦିନ ସୋସିଆଲ ମିଡିଆରେ ଏପରି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରିଦିଏ। ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଛତିଶଗଡ଼ର ସରନଗଡ଼-ବିଲାଇଗଡ଼ ଜିଲାର, ଯେଉଁଠାରେ ଧାରାସିବ ଅଞ୍ଚଳର ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri