nta

ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା: ମାଷ୍ଟରମାଇଣ୍ଡ ସମେତ ଦୁଇ ଛାତ୍ର ଗିରଫ କଲା ସିବିଆଇ

ନୂଆଦିଲ୍ଲୀ, ୨୦ା୭: ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ସିବିଆଇ। ମାମଲା ସହ ଜଡିତ ଆଉ ତିନି ଜଣଙ୍କୁ ଗିରଫ କରିଛି ସିବିଆଇ,…

3 months ago

ନିଟ୍ ୟୁଜି’ରେ ଆଶ୍ଚର୍ଯ୍ୟକର ନମ୍ବର: ରାଜକୋଟରେ ୧୨, ସିକରରେ ୮ ବିଦ୍ୟାର୍ଥୀଙ୍କ ୭୦୦ ପାର କଲା ମାର୍କ

ନୂଆଦିଲ୍ଲୀ, ୨୦ା୭: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅନଲାଇନରେ ସହର ଏବଂ ପରୀକ୍ଷା କେନ୍ଦ୍ର ଅନୁଯାୟୀ ନିଟ୍ ୟୁଜି ୨୦୨୪ ଫଳାଫଳ ଅପଲୋଡ୍ କରିବା ପରେ ଆଶ୍ଚର୍ଯ୍ୟକର…

3 months ago

ରାଜ୍ୟସଭାରେ ଖସିପଡ଼ିଲେ କଂଗ୍ରେସର ମହିଳା ଏମ୍‌ପି, ତାପରେ…

ନୂଆଦିଲ୍ଲୀ, ୨୬।୦୬: ନିଟ୍‌ ମୁଦ୍ଦାକୁ ନେଇ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ବିପକ୍ଷ ଦଳ ମଧ୍ୟ ସରକାରଙ୍କୁ ଛାଡ଼ି ନାହାନ୍ତି । ଉଭୟ ଲୋକ ସଭା…

4 months ago

ଏନ୍‍ଟିଏ’ରେ ସଂସ୍କାର ପାଇଁ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କ ଠାରୁ ମତାମତ ଲୋଡ଼ିଲା ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୮।୬: ଜାତୀୟ ପରୀକ୍ଷଣ ସଂସ୍ଥା-ଏନ୍‍ଟିଏରେ ସଂସ୍କାର ଆଣିବା ପାଇଁ ସୁପାରିଶ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ଠାରୁ ପ୍ରସ୍ତାବ…

4 months ago

NEET ପେପର ଲିକ୍ ମାମଲା; ଏନଟିଏ ମହାନିର୍ଦ୍ଦେଶକ ସୁବୋଧ କୁମାର ନିଲମ୍ବିତ

ନୂଆଦିଲ୍ଲୀ,୨୨।୬: NEET ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର। ଜାତୀୟ ପରୀକ୍ଷା ଆୟୋଜନ ସଂସ୍ଥା (ଏନଟିଏ) ମହାନିର୍ଦ୍ଦେଶକ ସୁବୋଧ କୁମାରଙ୍କୁ ନିଲମ୍ବିତ କରାଯାଇଛି।…

4 months ago

NTA ପରୀକ୍ଷା ସଂସ୍କାର ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ନୂଆଦିଲ୍ଲୀ,୨୨ା୬: ଏନ୍‌ଟିଏ ପରୀକ୍ଷା ସଂସ୍କାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ପରୀକ୍ଷାଗୁଡ଼ିକର ସ୍ବଚ୍ଛ, ସରଳ ଏବଂ ନିରପେକ୍ଷ ଆଚରଣକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର…

4 months ago

୫ ହଜାର ଟଙ୍କାରେ ମିଳୁଥିଲା ୟୁଜିସି ନେଟ୍‌ ପ୍ରଶ୍ନପତ୍ର

ନୂଆଦିଲ୍ଲୀ,୨୧।୦୬: ନିଟ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ୟୁଜିସି ନେଟ୍‌ ପ୍ରଶ୍ନ ପତ୍ର ଲିକ୍‌ ହୋଇଛି । ଯାହାକୁ ନେଇ ପରୀକ୍ଷା…

4 months ago

CUET PG ୨୦୨୪: ପଞ୍ଜୀକରଣ ପାଇଁ ତାରିଖ ବଢ଼ାଇଲା NTA, ବିଦ୍ୟାର୍ଥିଙ୍କ ପାଇଁ ଶେଷ ସୁଯୋଗ

ନୂଆଦିଲ୍ଲୀ,୧।୨: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କମନ୍ ୟୁନିଭରସିଟି ପ୍ରବେଶିକା ପରୀକ୍ଷା (ସିୟୁଇଟି) ପିଜି ୨୦୨୪ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି। ସର୍ବଶେଷ ଏନଟିଏ…

9 months ago

ଜେଇଇ ମେନ୍ ୨୦୨୪ ପାଇଁ ଏନଟିଏ ପ୍ରକାଶ କଲା ଯୋଗ୍ୟତା ମାନଦଣ୍ଡ, ଯୁକ୍ତ ଦୁଇରେ ଏତିକି ପ୍ରତିଶତ ମାର୍କ ରଖିବା ଜରୁରୀ

ନୂଆଦିଲ୍ଲୀ, ୮।୧୧: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଜେଇଇ ମେନ୍ ୨୦୨୪ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଇଞ୍ଜିନିଅରିଂ ପାଠ ପଢିବାକୁ ଚାହୁଁଥିବା ଆଶାୟୀ ବିଦ୍ୟାର୍ଥିମାନେ…

12 months ago