Advertisement

Odisha High Court

ବ୍ୟାଙ୍କକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, କ୍ୟାଶିୟର ଭାବେ କାମ କରୁଥିବା ଚପରାସୀଙ୍କୁ ମିଳିବ ଅଧିକ ଦରମାବ୍ୟାଙ୍କକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, କ୍ୟାଶିୟର ଭାବେ କାମ କରୁଥିବା ଚପରାସୀଙ୍କୁ ମିଳିବ ଅଧିକ ଦରମା

ବ୍ୟାଙ୍କକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, କ୍ୟାଶିୟର ଭାବେ କାମ କରୁଥିବା ଚପରାସୀଙ୍କୁ ମିଳିବ ଅଧିକ ଦରମା

ଭୁବନେଶ୍ୱର,୧୭।୫: ଓଡ଼ିଶା ହାଇକୋର୍ଟ ପୁରୀ-ନିମାପଡ଼ା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିମିଟେଡକୁ ଜଣେ ୫୪ ବର୍ଷୀୟ ମହିଳାଙ୍କୁ ଉଚ୍ଚ ଦରମା ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯିଏକି…

2 weeks ago
କଟକ SCB ହସ୍ପିଟାଲରେ ଶିଶୁ ଅଦଳବଦଳ: ଜବାବ ମାଗିଲେ ଓଡ଼ିଶା ହାଇକୋର୍ଟକଟକ SCB ହସ୍ପିଟାଲରେ ଶିଶୁ ଅଦଳବଦଳ: ଜବାବ ମାଗିଲେ ଓଡ଼ିଶା ହାଇକୋର୍ଟ

କଟକ SCB ହସ୍ପିଟାଲରେ ଶିଶୁ ଅଦଳବଦଳ: ଜବାବ ମାଗିଲେ ଓଡ଼ିଶା ହାଇକୋର୍ଟ

କଟକ,୨୫ା୩: ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସମ୍ପ୍ରତି ଏକ ଶିଶୁ ଅଦଳବଦଳ ଅଭିଯୋଗ ସମ୍ପର୍କରେ କଟକ ସହରର SCB ମେଡିକାଲ କଲେଜ ଏବଂ ହସ୍ପିଟାଲ (SCBMCH)ର ଅଧୀକ୍ଷକଙ୍କୁ ସୋମବାର…

1 month ago
କନଷ୍ଟେବଳ ନିଯୁକ୍ତି ମାମଲା: ମାର୍ଚ୍ଚ ୨୪ରେ ଚୂଡ଼ାନ୍ତ ଶୁଣାଣିକନଷ୍ଟେବଳ ନିଯୁକ୍ତି ମାମଲା: ମାର୍ଚ୍ଚ ୨୪ରେ ଚୂଡ଼ାନ୍ତ ଶୁଣାଣି

କନଷ୍ଟେବଳ ନିଯୁକ୍ତି ମାମଲା: ମାର୍ଚ୍ଚ ୨୪ରେ ଚୂଡ଼ାନ୍ତ ଶୁଣାଣି

କଟକ,୨୦।୩: ବିଭିନ୍ନ ବାଟାଲିଆନରେ କନଷ୍ଟେବଳ ନିଯୁକ୍ତି ସମ୍ପର୍କିତ ମାମଲାରେ ଗୁରୁବାର ହାଇକୋର୍ଟ ଡିଭିଜନ ବେଞ୍ଚରେ ଶୁଣାଣି ଅସମାପ୍ତ ରହିଛି। ମାର୍ଚ୍ଚ ୨୪ ଅର୍ଥାତ୍‌ ଆସନ୍ତା ସୋମବାର ଚୂଡାନ୍ତ…

1 month ago
ମରୈଗାଁ ସମବାୟ ସମିତିର ଲକ୍ଷାଧିକ ଟଙ୍କା ହେରଫେର ମାମଲା: ଅନ୍ତରୀଣ ନିର୍ଦ୍ଦେଶ ଜାରି କଲେ ହାଇକୋର୍ଟମରୈଗାଁ ସମବାୟ ସମିତିର ଲକ୍ଷାଧିକ ଟଙ୍କା ହେରଫେର ମାମଲା: ଅନ୍ତରୀଣ ନିର୍ଦ୍ଦେଶ ଜାରି କଲେ ହାଇକୋର୍ଟ

ମରୈଗାଁ ସମବାୟ ସମିତିର ଲକ୍ଷାଧିକ ଟଙ୍କା ହେରଫେର ମାମଲା: ଅନ୍ତରୀଣ ନିର୍ଦ୍ଦେଶ ଜାରି କଲେ ହାଇକୋର୍ଟ

ହାଟଡିହୀ,୧୪l୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ସମବାୟ ସମିତି ଲିମିଟେଡ଼(ଆବେଦନକାରୀ)ତରଫରୁ ଦାୟର ହୋଇଥିବା ମାମଲାରେ ମାନ୍ୟବର ଓଡିଶା ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି…

2 months ago
IRB Constable Sepoy ନିଯୁକ୍ତି ମାମଲା: ନିଯୁକ୍ତିରେ ହାଇକୋର୍ଟଙ୍କ ରୋକ୍‌IRB Constable Sepoy ନିଯୁକ୍ତି ମାମଲା: ନିଯୁକ୍ତିରେ ହାଇକୋର୍ଟଙ୍କ ରୋକ୍‌

IRB Constable Sepoy ନିଯୁକ୍ତି ମାମଲା: ନିଯୁକ୍ତିରେ ହାଇକୋର୍ଟଙ୍କ ରୋକ୍‌

କଟକ,୧୪ା୩(କାର୍ତ୍ତିକ ସାହୁ): ଇଣ୍ଡିଆନ ରିଜର୍ଭ ବାଟାଲିଅନ୍‌ (ଆଇଆର୍‌ବି) କନ୍‌ଷ୍ଟେବଲ୍‌ ସିପାହି ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟ ଗୁରୁବାର ରୋକ ଲଗାଇଛନ୍ତି। ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ…

2 months ago
ସରକାରୀ ଚାକିରି କରୁଥିବା ସ୍ୱାମୀ ସ୍ତ୍ରୀ, ପିଲାମାନଙ୍କର ଭରଣପୋଷଣ କରିବା ବାଧ୍ୟତାମୂଳକ: ଓଡ଼ିଶା ହାଇକୋର୍ଟସରକାରୀ ଚାକିରି କରୁଥିବା ସ୍ୱାମୀ ସ୍ତ୍ରୀ, ପିଲାମାନଙ୍କର ଭରଣପୋଷଣ କରିବା ବାଧ୍ୟତାମୂଳକ: ଓଡ଼ିଶା ହାଇକୋର୍ଟ

ସରକାରୀ ଚାକିରି କରୁଥିବା ସ୍ୱାମୀ ସ୍ତ୍ରୀ, ପିଲାମାନଙ୍କର ଭରଣପୋଷଣ କରିବା ବାଧ୍ୟତାମୂଳକ: ଓଡ଼ିଶା ହାଇକୋର୍ଟ

କଟକ,୧୩।୩: ଓଡ଼ିଶା ହାଇକୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ସରକାରୀ ଚାକିରି କରୁଥିବା ଜଣେ ସକ୍ଷମ ସ୍ୱାମୀଙ୍କୁ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କର ଭରଣପୋଷଣ କରିବା ଆଇନଗତ ଭାବରେ…

2 months ago
‘ପ୍ରମାଣ ଅଭାବ’, ୧୪ ବର୍ଷ ଜେଲରେ ଥିବା ହତ୍ୟା ଅଭିଯୁକ୍ତଙ୍କୁ ମୁକ୍ତ କଲେ ଓଡ଼ିଶା ହାଇକୋର୍ଟ‘ପ୍ରମାଣ ଅଭାବ’, ୧୪ ବର୍ଷ ଜେଲରେ ଥିବା ହତ୍ୟା ଅଭିଯୁକ୍ତଙ୍କୁ ମୁକ୍ତ କଲେ ଓଡ଼ିଶା ହାଇକୋର୍ଟ

‘ପ୍ରମାଣ ଅଭାବ’, ୧୪ ବର୍ଷ ଜେଲରେ ଥିବା ହତ୍ୟା ଅଭିଯୁକ୍ତଙ୍କୁ ମୁକ୍ତ କଲେ ଓଡ଼ିଶା ହାଇକୋର୍ଟ

କଟକ,୧୦।୩: ୪୨ ବର୍ଷୀୟ ହତ୍ୟା ଅପରାଧୀ ମଦନ କହଁରଙ୍କୁ ଅପରାଧ ସମ୍ପର୍କିତ ପର୍ଯ୍ୟାପ୍ତ ପ୍ରମାଣ ଦର୍ଶାଇ ୧୪ ବର୍ଷ ଜେଲରେ ରହିବା ପରେ ଓଡ଼ିଶା ହାଇକୋର୍ଟ ତାଙ୍କୁ…

2 months ago
Hindu Marriage Act: ପତ୍ନୀଙ୍କ ଦ୍ୱାରା ଦାବି କରାଯାଇଥିବା ପରିମାଣଠାରୁ ଅଧିକ ଭରଣପୋଷଣ ପ୍ରଦାନ କରିପାରିବେ କୋର୍ଟHindu Marriage Act: ପତ୍ନୀଙ୍କ ଦ୍ୱାରା ଦାବି କରାଯାଇଥିବା ପରିମାଣଠାରୁ ଅଧିକ ଭରଣପୋଷଣ ପ୍ରଦାନ କରିପାରିବେ କୋର୍ଟ

Hindu Marriage Act: ପତ୍ନୀଙ୍କ ଦ୍ୱାରା ଦାବି କରାଯାଇଥିବା ପରିମାଣଠାରୁ ଅଧିକ ଭରଣପୋଷଣ ପ୍ରଦାନ କରିପାରିବେ କୋର୍ଟ

କଟକ, ୭ା୩: ଓଡିଶା ହାଇକୋର୍ଟ ରାୟ ଦେଇଛନ୍ତି ଯେ ଏକ ମାମଲାର ତଥ୍ୟ ଏବଂ ପରିସ୍ଥିତିକୁ ବିଚାର କରି ଏବଂ ନ୍ୟାୟପୂର୍ଣ୍ଣ ଏବଂ ନିରପେକ୍ଷ ଉପାୟ ଯୋଗାଇବା…

2 months ago
ନିର୍ବାଚନ ପୂର୍ବ ପ୍ରତିଶ୍ରୁତିରୁ ଓହରିଲେ ଭାଜପା ସରକାର: ସାର୍ବଜନୀନ ହେବନାହିଁ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟନିର୍ବାଚନ ପୂର୍ବ ପ୍ରତିଶ୍ରୁତିରୁ ଓହରିଲେ ଭାଜପା ସରକାର: ସାର୍ବଜନୀନ ହେବନାହିଁ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ

ନିର୍ବାଚନ ପୂର୍ବ ପ୍ରତିଶ୍ରୁତିରୁ ଓହରିଲେ ଭାଜପା ସରକାର: ସାର୍ବଜନୀନ ହେବନାହିଁ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ

କଟକ,୫।୩: ନିର୍ବାଚନ ପୂର୍ବ ପ୍ରତିଶ୍ରୁତିରୁ ଓହରି ଯାଇ, ବର୍ତ୍ତମାନ ଭାଜପା ନେତୃତ୍ୱାଧୀନ ଓଡ଼ିଶା ସରକାର ଓଡ଼ିଶା ହାଇକୋର୍ଟକୁ ଜଣାଇଛି ଯେ ହଜିଯାଇଥିବା ରତ୍ନ ଭଣ୍ଡାର ଚାବି ସମ୍ପର୍କରେ…

2 months ago
ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ବଳାତ୍କାର ପୀଡିତାଙ୍କୁ ୨୪ ସପ୍ତାହ ଗର୍ଭ ନଷ୍ଟ କରିବାକୁ ଦେଲେ ଅନୁମତିଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ବଳାତ୍କାର ପୀଡିତାଙ୍କୁ ୨୪ ସପ୍ତାହ ଗର୍ଭ ନଷ୍ଟ କରିବାକୁ ଦେଲେ ଅନୁମତି

ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ବଳାତ୍କାର ପୀଡିତାଙ୍କୁ ୨୪ ସପ୍ତାହ ଗର୍ଭ ନଷ୍ଟ କରିବାକୁ ଦେଲେ ଅନୁମତି

କଟକ, ୩।୩: ଓଡ଼ିଶା ହାଇକୋର୍ଟ ଜଣେ ନାବାଳିକା ବଳାତ୍କାର ପୀଡିତାଙ୍କ ଗର୍ଭଧାରଣକୁ ସମାପ୍ତ କରିବାକୁ ଅନୁମତି ଦେଇଛନ୍ତି। ଯିଏ ୨୪ ସପ୍ତାହରୁ ଅଧିକ ଗର୍ଭବତୀ ଏବଂ ସିକଲ୍…

2 months ago
ପ୍ରତାରଣାମୂଳକ ଯୌନ ସମ୍ପର୍କ ରଖିବା, ନାବାଳକର ଗର୍ଭପାତ କରାଇବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟପ୍ରତାରଣାମୂଳକ ଯୌନ ସମ୍ପର୍କ ରଖିବା, ନାବାଳକର ଗର୍ଭପାତ କରାଇବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ

ପ୍ରତାରଣାମୂଳକ ଯୌନ ସମ୍ପର୍କ ରଖିବା, ନାବାଳକର ଗର୍ଭପାତ କରାଇବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ

କଟକ,୨୫ା୨: ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମମାମଲାରେ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଦିଆଯାଇଥିବା ଦୋଷୀ ସାବ୍ୟସ୍ତ ଏବଂ ଦଣ୍ଡାଦେଶର ଆଦେଶକୁ ପାଲଟାଇ ଦେଇଛନ୍ତି। ମାମଲାରେ ଅନୁଯାୟୀ ଅଭିଯୁକ୍ତ…

2 months ago
ଆଧାର ସଂଯୋଗ ନ ଥିଲେ ବ୍ୟାଙ୍କ ଫେରାଉନି ଜମାଅର୍ଥ, ଓଡ଼ିଶା ହାଇକୋର୍ଟ ଦେଲେ ବଡ ରାୟଆଧାର ସଂଯୋଗ ନ ଥିଲେ ବ୍ୟାଙ୍କ ଫେରାଉନି ଜମାଅର୍ଥ, ଓଡ଼ିଶା ହାଇକୋର୍ଟ ଦେଲେ ବଡ ରାୟ

ଆଧାର ସଂଯୋଗ ନ ଥିଲେ ବ୍ୟାଙ୍କ ଫେରାଉନି ଜମାଅର୍ଥ, ଓଡ଼ିଶା ହାଇକୋର୍ଟ ଦେଲେ ବଡ ରାୟ

କଟକ,୨୫ା୨(କାର୍ତ୍ତିକ ସାହୁ): ପାନ୍‌ କାର୍ଡ ସହ ଆଧାର କାର୍ଡ ସଂଯୋଗ ନ ଥିବାରୁ ବ୍ୟାଙ୍କ ଆକାଉଣ୍ଟରେ ଜମାଥିବା ଅର୍ଥରାଶି ଜମାକାରୀ ପାଇପାରୁ ନାହାନ୍ତି। ଜମା ଅର୍ଥରାଶି ଫେରାଇବା…

2 months ago