ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ଆଣିଲା OLA, ମାତ୍ର ୭୪୯୯୯ ଟଙ୍କାରେ ପାଇବେ ଏଭଳି ଜବରଦସ୍ତ ଫିଚର୍ସ, ପୁରା ଚାର୍ଜରେ… ନୂଆଦିଲ୍ଲୀ,୫।୨: ଭାରତୀୟ ଦୁଇଚକିଆ ଯାନ ବଜାର ବିଶ୍ୱର ସବୁଠାରୁ ବଡ଼ ଏବଂ ଏହା ଦ୍ରୁତ ଗତିରେ ବୈଦ୍ୟୁତିକ ଯାନ ଆଡକୁ ମୁହାଁଉଛି। ୨୦୨୫ ଫେବୃଆରୀ ୫ରେ ଭାରତୀୟ ଇଲେକ୍ଟ୍ରିକ ଦୁଇଚକିଆ ଯାନ ବଜାରର ଅଗ୍ରଣୀ ‘ଓଲା’ ଭାରତରେ ଏହାର ପ୍ରଥମ...