କଟକରେ ମା’ ସହିତ ଝଗଡ଼ା ପରେ ଜୀବନ ହାରିଲେ ଯୁବକ କଟକ, ୧ ୨।୧: କଟକ ଜିଲ୍ଲାର ଓଲଟପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କଣ୍ଟାପଡା ଗ୍ରାମରେ ଜଣେ ଯୁବକଙ୍କ ନିଜ ମା’ଙ୍କ ସହିତ ଝଗଡ଼ା ପରେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଆଲୋକ ସାହୁ ବୋଲି ଜଣାପଡିଛି। ପ୍ରାରମ୍ଭିକ...