ଓମାର ଅବଦୁଲ୍ଲାଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ, ମିଳିଲାନି ଛାଡପତ୍ର ନୂଆଦିଲ୍ଲୀ,୧୨।୧୨: ଜମ୍ମୁ କଶ୍ମୀର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସ୍ତ୍ରୀ ପାୟଲ ଅବଦୁଲ୍ଲାଙ୍କ ଠାରୁ ଛାଡପତ୍ର ପାଇଁ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଛି। ନିମ୍ନ କୋର୍ଟର ରାୟ କାଏମ ରଖି କୋର୍ଟ ଏହି ନିଷ୍ପତି ଶୁଣାଇଛନ୍ତି। ବିଚାରପତି...