ଓସ୍କାର ରେସ୍ରେ ‘ଲାପ୍ତା ଲେଡିଜ୍’ ମୁମ୍ବାଇ,୨୩ା୯: ଓସ୍କାର ରେସ୍ରେ ହିନ୍ଦୀ ଫିଲ୍ମ ‘ଲାପ୍ତା ଲେଡିଜ୍’। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟର୍ ଏବଂ ଓଟିଟିରେ ବେଶ୍ ପ୍ରଶଂସା ସାଉଁଟିଥିଲା। ଆଉ ଏବେ ୨୯ଟି ଭାରତୀୟ ଫିଲ୍ମକୁ ମାତ୍ ଦେଇ ଓସ୍କାରର ପ୍ରଥମ ସୋପାନରେ ପ୍ରବେଶ...