PAKISTAN

ଶାନ୍ତିପୂର୍ଣ୍ଣ କଥାବାର୍ତ୍ତାକୁ ସ୍ବାଗତ, ମାତ୍ର ମୁଣ୍ଡ ଖେଳାଇବୁ ନାହିଁ

ଓ୍ବାଶିଂଟନ,୭ା୩: କଶ୍ମୀର ପ୍ରସଙ୍ଗକୁ ନେଇ ଆମେରିକା ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଦେଇଛି। ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, କଶ୍ମୀରରେ ଭାରତ ଏବଂ…

8 months ago

ଫିଟନେସ୍‌ରେ ସୁଧାର ଆଣିବା ପାଇଁ ସେନା ସହିତ ଟ୍ରେନିଂ କରିବ ପାକିସ୍ତାନ କ୍ରିକେଟ୍‌ ଟିମ୍‌

ନୂଆଦିଲ୍ଲୀ,୬ା୩: ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖେଳାଳିଙ୍କ ଫିଟନେସ୍‌ ପାଇଁ ଚିନ୍ତାରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। ନିକଟ ଅତୀତରେ ଅନେକ ମ୍ୟାଚ୍ ସମୟରେ ପାକିସ୍ତାନର ପୂର୍ବତନ ଖେଳାଳିମାନେ…

8 months ago

ଭାରତ-ପାକିସ୍ତାନ ମ୍ୟାଚ୍ ଟିକେଟ୍ ପାଇଁ ସଂଗ୍ରାମ … ୧.୮୬ କୋଟିରେ ପହଞ୍ଚିଲା ମୂଲ୍ୟ

ନୂଆଦିଲ୍ଲୀ, ୪ା୩: ଚଳିତ ବର୍ଷ ଆଇସିସି ଟ୍ରଫି ଜିତିବା ପାଇଁ ଭାରତୀୟ ଦଳ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ଚଳିତ ବର୍ଷ ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍…

8 months ago

ବିଷ ଓଗାଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୪ା୩: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେବା ମାତ୍ରେ ଶେହବାଜ ତାଙ୍କର ପ୍ରକୃତ ରଙ୍ଗ ଦେଖାଇବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ହେବା ମାତ୍ରେ ଶେହବାଜ ଭାରତ ବିରୋଧରେ ବିଷ…

8 months ago

ଅଯୋଧ୍ୟା, ଆବୁଧାବି ପରେ ପାକିସ୍ତାନରେ ମଧ୍ୟ ନିର୍ମାଣ ହେଉଛି ରାମ ମନ୍ଦିର, ଭିଡିଓ ଭାଇରାଲ

ଇସଲାମାବାଦ,୨୮।୨: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍‌ଘାଟନ କରିଛନ୍ତି। ଏହାର କିଛି ଦିନ ପରେ ୟୁଏଇର ଆବୁଧାବିରେ ଏକ ବିରାଟ ରାମ…

8 months ago

ପାକିସ୍ତାନର ଅର୍ଥନୀତି ଠାରୁ ବଡ଼ ଟାଟା ଗ୍ରୁପର ବଜାର ମୂଲ୍ୟ: ରିପୋର୍ଟ

ନୂଆଦିଲ୍ଲୀ,୧୯।୨: ଟାଟା ଗ୍ରୁପ୍ କମ୍ପାନୀଗୁଡିକର ମିଳିତ ବଜାର ମୂଲ୍ୟ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି) କୁ ଅତିକ୍ରମ କରିଛି। ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ ଲୁଣ-ଟୁ-ସଫ୍ଟୱେର୍…

8 months ago

ଆମେରିକା କାନ୍ଧରେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ! କହିଲେ, ଆମକୁ ସାହାଯ୍ୟ କର

ଇସଲାମାବାଦ୍‌,୧୬।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଦେଶରେ ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ଜାଲିଆତି ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଆମେରିକାକୁ ଅନୁରୋଧ କରିଛନ୍ତି।…

8 months ago

ଜମ୍ମୁ ସୀମାରେ ପାକିସ୍ତାନ ରେଞ୍ଜର୍ସଙ୍କ ଗୁଳିମାଡ଼, କଡ଼ା ଜବାବ ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ,୧୪ା୨: ଜମ୍ମୁ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ରେଞ୍ଜର୍ସ ଜମ୍ମୁର ମାକୱାଲ ଅଞ୍ଚଳରେ ପାକିସ୍ତାନ ରେଞ୍ଜର୍ସ ସୀମା ସୁରକ୍ଷା ବଳ ପୋଷ୍ଟରେ ଗୁଳି ଚଳାଇବାରୁ ଦୁଇ ପକ୍ଷ ମଧ୍ୟରେ…

8 months ago

ଭୋଟ ଗଣତି ଚାଲିଥିବାବେଳେ ନିର୍ବାଚନ କମିଶନର ନିଖୋଜ!

ଇସ୍‌ଲାମାବାଦ,୮।୨:ପାକିସ୍ତାନରେ କାଁଭାଁ ହିଂସାକାଣ୍ଡ ମଧ୍ୟରେ ଗୁରୁବାର ମତଦାନ ଶେଷ ହୋଇଛି। ପାକିସ୍ତାନରେ ଭୋଟ ଗଣତି ସମୟରେ ନିର୍ବାଚନ କମିଶନର ନିଖୋଜ ଥିବା ଚର୍ଚ୍ଚା ହେଉଛି। ନିଜକୁ ଜଣେ…

9 months ago

Pakistan Election: ପାକିସ୍ତାନରେ ମତଦାନ ଜାରି; ମୋବାଇଲ-ଇଣ୍ଟରନେଟ୍‌ ସେବା ବନ୍ଦ

ଇସଲାମାବାଦ,୮।୨: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି(ଭାରତୀୟ ସମୟ ଅନୁଯାୟୀ ସକାଳ ୮.୩୦)। ସାଧାରଣ…

9 months ago

ଆଜି ପାକିସ୍ତାନରେ ମତଦାନ, ଚତୁର୍ଥ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ନଓ୍ବାଜ ଶରିଫ?

ଇସଲାମାବାଦ,୮।୨: ପାକିସ୍ତାନରେ ସାଧାରଣ ନିର୍ବାଚନ ଲାଗି ଗୁରୁବାର ମତଦାନ ହେଉଛି। ଏମିତିରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି।…

9 months ago

ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବଡ଼ ବିସ୍ଫୋରଣ: ୨୫ ମୃତ, ୪୦ ଆହତ

ଇସଲାମାବାଦ୍‌,୭।୨: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବୁଧବାର ବାଲୁଚିସ୍ତାନ ପ୍ରଦେଶର ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ନିର୍ବାଚନ କାର୍ଯ୍ୟାଳୟ ବାହାରେ ଏକ ବଡ଼…

9 months ago