ଦୀପାବଳି ଉପହାର ଦେଲେ କେନ୍ଦ୍ର ସରକାର, ଖାତାକୁ ଗଲା ପିଏଫ ସୁଧ ଟଙ୍କା ନୂଆଦିଲ୍ଲୀ,୧୦।୧୧: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଏ) ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଆକାଉଣ୍ଟକୁ ସୁଧ ଦେବା ଆରମ୍ଭ। ହୋଇଛି। ଏନେଇ ଇପିଏଫଏ ପକ୍ଷରୁ ସୂଚନା ଦିଆଯାଇଛି। ଏକ ବିବୃତ୍ତିରେ କୁହାଯାଇଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପିଏଫ ଆକାଉଣ୍ଟ ନିବେଶ...