ଗାଜାକୁ ନେଇ ଜାତିସଂଘରେ ମତଦାନରୁ ଦୂରରେ ରହିଲା ଭାରତ, ପ୍ରିୟଙ୍କା କହିଲେ-‘ଲଜ୍ଜାଜନକ’ ନୂଆଦିଲ୍ଲୀ,୨୮।୧୦: ଜାତିସଂଘରେ ହମାସ-ଇସ୍ରାଏଲ ଯୁଦ୍ଧକୁ ନେଇ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ୧୨୦ ଦେଶ ସମର୍ଥନ କରିବା ପରେ ଶୁକ୍ରବାର ଏହା ବହୁମତରେ ପାରିତ ହୋଇଥିଲା। ହେଲେ ଭାରତ ଏହି ଭୋଟିଂରୁ ଦୂରରେ ରହିଥିଲା। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ...