Tag Archives: Rajsthan

ଭାରତ ବନ୍ଦର ପ୍ରଭାବ, ଏହିସବୁ ଜିଲାରେ ସ୍କୁଲ ଛୁଟି

ଜୟପୁର, ୨୧।୦୮: ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ ପୁଣି କ୍ୟାଟେଗୋରୀ କରିବାକୁ ବିରୋଧ କରି ସାରାଦେଶରେ ବନ୍ଦ ପାଳନ ଜାରି ରହିଛି । ରାଜସ୍ଥାନର ଅନେକ ଜିଲ୍ଲାର ଜିଲ୍ଲା ପ୍ରଶାସନ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକୁ ବନ୍ଦ...

ଏହି ରାଜ୍ୟରେ ପଶିଲା ନୂଆ ଭାଇରସ୍‌, କୋମାରେ ପହଞ୍ଚି ଯାଉଛି ମଣିଷ

ଉଦୟପୁର, ୧୬।୦୭: ଗୁଜୁରାଟ ପରେ ଏବେ ଚଣ୍ଡିପୁରା ଭାଇରସ୍‌ ରାଜସ୍ଥାନରେ ପ୍ରବେଶ କରିଛି। ଏହି ଭାଇରସ୍‌ର ଲକ୍ଷଣଗୁଡିକ ଉଦୟପୁରର ଆଦିବାସୀ ଅଞ୍ଚଳର ୨ ପିଲାଙ୍କଠାରେ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଗୁଜୁରାଟର ହିମ୍ମତନଗରର ସିଭିଲ ହସ୍ପିଟାଲରେ ଚିକିତ୍ସା ସମୟରେ ଜଣେ ଶିଶୁର...

ଭଜନଲାଲ୍‌ଙ୍କ ଶପଥ ଗ୍ରହଣ ପରେ ପରେ ରାଜସ୍ଥାନ ଶାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ…

ଜୟପୁର,୧୫।୧୨: ରାଜସ୍ଥାନରେ ସରକାର ପରିବର୍ତ୍ତନ ହୋଇଛି। ଶୁକ୍ରବାର ଭଜନଲାଲ୍‌ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପରେ ରାଜ୍ୟର ଶାସନ ବ୍ୟବସ୍ଥା ବଦଳିବା ଆରମ୍ଭ ହୋଇଛି। ଟି. ରବିକାନ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ଆଇଏଏସ୍‌...

ଭଜନଲାଲ୍‌ ଶର୍ମା କିଏ? ୨୦୦୮ରେ ସ୍ବାଧୀନ ଭାବେ ଲଢ଼ିଥିଲେ, ପ୍ରଥମ ଥର ନିର୍ବାଚନ ଜିତିବା ସତ୍ତ୍ୱେ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର,୧୨।୧୨: ମଧ୍ୟପ୍ରଦେଶ, ଛତିଶଗଡ଼ ପରେ ଭାଜପା ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚମକାଇଛି। ଦଳ ପ୍ରଥମ ଥର ଲାଗି ବିଧାୟକ ହୋଇଥିବା ଭଜନଲାଲ୍‌ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି। ମଙ୍ଗଳବାର ଜୟପୁରରେ ହୋଇଥିବା ବିଧାୟକ ଦଳର ବୈଠକରେ...

ରାଜସ୍ଥାନ ଲାଗି କଂଗ୍ରେସ ଜାରି କଲା ଚତୁର୍ଥ ପ୍ରାର୍ଥୀ ତାଲିକା: ନୂଆଙ୍କ ଉପରେ ଭରସା, କିଛି ବିଧାୟକଙ୍କ ଟିକେଟ କଟିଲା…

ଜୟପୁର,୩୧।୧୦: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୫୬ ନାମକୁ ନେଇ ଘୋଷଣା ରହିଛି। ସେମାନଙ୍କ ମଧ୍ୟରୁ ୨୦ ନୂଆ ଚେହେରା ଥିବା ବେଳେ ୮ ବିଧାୟକଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri