ସୁରକ୍ଷା ପରିଷଦରେ ପାରିତ ହୋଇଥିବା ପ୍ରସ୍ତାବ ଏକ ରାଜନୈତିକ ଷଡ଼ଯନ୍ତ୍ର: ପ୍ରତ୍ୟାଖ୍ୟାନ କଲେ ବିଦ୍ରୋହୀ… ଜେନେଭା,୧୧।୧ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏକ ପ୍ରସ୍ତାବ ପାରିତ କରି ଲୋହିତ ସାଗରରେ ବାଣିଜି୍ୟକ ଜାହାଜ ଉପରେ ହୋଉଥି ବିଦ୍ରୋହୀଙ୍କ ଆକ୍ରମଣକୁ ନିନ୍ଦା କରିଛି। ଏହି ପ୍ରସ୍ତାବରେ ୧୯ ନଭେମ୍ବର ୨୦୨୩ ପରଠାରୁ ଲୋହିତ ସାଗରରେ ଜାହାଜ...