ରାଜନୈତିକ ଦଳକୁ ମିଳୁଥିବା ପାଣ୍ଠିର ସୂତ୍ର ବିଷୟରେ ଜାଣିବାର ଅଧିକାର ସାଧାରଣ ଜନତାଙ୍କର ନାହିଁ: କେନ୍ଦ୍ର ସରକାର ନୂଆଦିଲ୍ଲୀ,୩୦/୧୦: ରାଜନୀତିକ ଦଳ ମାନଙ୍କୁ ବିଭିନ୍ନ ସୂତ୍ରରୁ ମିଳୁଥିବା ଟଙ୍କା ସ୍ୱଚ୍ଛ ଅଟେ। ଧାରା ୧୯(୧)(ଏ) ସୂଚନା ଅଧିକାର ଆଇନ ବଳରେ ଏହାର ସୂତ୍ର ଗୁଡିକୁ ଜାଣିବାର ଅଧିକାର ସାଧାରଣ ଜନତାଙ୍କର ନାହିଁ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି ଆଟର୍ଣ୍ଣି ଜେନେରାଲ...