ପୂର୍ବତନ କ୍ରିକେଟର ଏସ ଶ୍ରୀସନ୍ତଙ୍କ ନାଁରେ ଠକେଇ ଅଭିଯୋଗ, ଲାଗିଲା ଧାରା ୪୨୦ ନୂଆଦିଲ୍ଲୀ,୨୩।୧୧: ପୂର୍ବତନ ଭାରତୀୟ କ୍ରିକେଟର ଏସ ଶ୍ରୀସାନ୍ତଙ୍କ ନାଁରେ ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଛି। କ୍ରୀଡ଼ା ଏକାଡେମୀ ନିର୍ମାଣ କରିବା ପ୍ରତିଶୃତି ଦେଇ ଜଣେ ବ୍ୟକ୍ତିଙ୍କ ନିକଟରୁ ବିଭିନ୍ନ ସମୟରେ ୧୮.୭୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗରେ ଉତ୍ତର...