Advertisement

Sports News

ଲକ୍ଷ୍ନୌ ଦେଲା କ୍ରୁନାଲ ପାଣ୍ଡ୍ୟାଙ୍କୁ ଝଟ୍‌କାଲକ୍ଷ୍ନୌ ଦେଲା କ୍ରୁନାଲ ପାଣ୍ଡ୍ୟାଙ୍କୁ ଝଟ୍‌କା

ଲକ୍ଷ୍ନୌ ଦେଲା କ୍ରୁନାଲ ପାଣ୍ଡ୍ୟାଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌୦୨୪) ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌(ଏଲ୍‌ଏସ୍‌ଜି) ବଡ଼ ପଦକ୍ଷେପ ନେଇଛି। ଫ୍ରାଞ୍ଚାଇଜ୍‌ କେଏଲ୍‌ ରାହୁଲ ଅଧିନାୟକ ରହିବେ। ହେଲେ ତାଙ୍କ…

1 year ago
ଶ୍ରେୟସ-ଈଶାନ ନୁହନ୍ତି, କଣ୍ଟ୍ରାକ୍ଟରେ ଏହି ୨ ଖେଳାଳିଙ୍କ ‘ଗ୍ରେଡ୍‌’କୁ ନେଇ ବିତର୍କ ବଢ଼ୁଛିଶ୍ରେୟସ-ଈଶାନ ନୁହନ୍ତି, କଣ୍ଟ୍ରାକ୍ଟରେ ଏହି ୨ ଖେଳାଳିଙ୍କ ‘ଗ୍ରେଡ୍‌’କୁ ନେଇ ବିତର୍କ ବଢ଼ୁଛି

ଶ୍ରେୟସ-ଈଶାନ ନୁହନ୍ତି, କଣ୍ଟ୍ରାକ୍ଟରେ ଏହି ୨ ଖେଳାଳିଙ୍କ ‘ଗ୍ରେଡ୍‌’କୁ ନେଇ ବିତର୍କ ବଢ଼ୁଛି

ନୂଆଦିଲ୍ଲୀ,୨୯।୨: ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ବୁଧବାର ପ୍ରକାଶ ପାଇବା ପରଠାରୁ ବିବାଦୀୟ ସ୍ଥିତି ଉପୁଜିଛି। ତାଲିକାରେ କିଛି ଖେଳାଳି ବାଦ୍‌ ପଡ଼ିଥିବା ବେଳେ କିଛି ପ୍ରଥମ…

1 year ago
ପ୍ରଶ୍ନ ଉଠାଇଲେ ଇରଫାନ୍‌; ଯଦି ଆୟର-କିଶନ ବାଦ୍‌ ପଡ଼ିଲେ, ତେବେ ପାଣ୍ଡ୍ୟା କାହିଁକି ନୁହେଁ…ପ୍ରଶ୍ନ ଉଠାଇଲେ ଇରଫାନ୍‌; ଯଦି ଆୟର-କିଶନ ବାଦ୍‌ ପଡ଼ିଲେ, ତେବେ ପାଣ୍ଡ୍ୟା କାହିଁକି ନୁହେଁ…

ପ୍ରଶ୍ନ ଉଠାଇଲେ ଇରଫାନ୍‌; ଯଦି ଆୟର-କିଶନ ବାଦ୍‌ ପଡ଼ିଲେ, ତେବେ ପାଣ୍ଡ୍ୟା କାହିଁକି ନୁହେଁ…

ନୂଆଦିଲ୍ଲୀ,୨୯।୨: ରଣଜୀ ଟ୍ରଫି ଖେଳିବାର ଆଦେଶ ପାଳନ ନ କରିବାକୁ ନେଇ ଈଶାନ କିଶନ ଏବଂ ଶ୍ରେୟସ ଆୟରଙ୍କୁ ବିସିସିଆଇ କେନ୍ଦ୍ରୀୟ ଅନୁବନ୍ଧ(କଣ୍ଟ୍ରାକ୍ଟ)ରୁ ବାଦ ଦିଆଯାଇଛି। ଏହାକୁ…

1 year ago
ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା, ଚିକିତ୍ସା ପାଇଁ ଲଣ୍ଡନ ଗଲେ…ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା, ଚିକିତ୍ସା ପାଇଁ ଲଣ୍ଡନ ଗଲେ…

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା, ଚିକିତ୍ସା ପାଇଁ ଲଣ୍ଡନ ଗଲେ…

ନୂଆଦିଲ୍ଲୀ,୨୮।୨: ଭାରତର ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଧର୍ମଶାଳା ଟେଷ୍ଟ ବି ଖେଳି ପାରିବେ ନାହିଁ। କାରଣ ତାଙ୍କ ଡାହାଣ…

1 year ago
୩ ମାସ ପରେ ଫେରିଲେ, ହେଲେ ୧୨ ବଲ୍‌ରେ ଖେଳ ଶେଷ୩ ମାସ ପରେ ଫେରିଲେ, ହେଲେ ୧୨ ବଲ୍‌ରେ ଖେଳ ଶେଷ

୩ ମାସ ପରେ ଫେରିଲେ, ହେଲେ ୧୨ ବଲ୍‌ରେ ଖେଳ ଶେଷ

ନୂଆଦିଲ୍ଲୀ,୨୮।୨: ଯୁବ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଈଶାନ କିଷନ ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଛନ୍ତି। ଏହାର କାରଣ ହେଉଛି ସେ ଦକ୍ଷିଣ ଆଫ୍ରିକା ଗସ୍ତକୁ ଅଧାରେ ଛାଡ଼ି ଚାଲିଆସିଥିଲେ।…

1 year ago
ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ମିଳିଲା ବଡ଼ ଉପହାରଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ମିଳିଲା ବଡ଼ ଉପହାର

ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୨୭।୨: ହାଇଦ୍ରାବାଦରେ ପରାଜୟ ପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଦଳ ବିଶାଖାପାଟଣା, ରାଜକୋଟ ଏବଂ ରାଞ୍ଚି ଟେଷ୍ଟରେ ଇଲଂଣ୍ଡକୁ…

1 year ago
‘ନିଶ୍ଚିତ ଭାବେ ଚାପରେ ରହିବେ ହାର୍ଦ୍ଦିକ’‘ନିଶ୍ଚିତ ଭାବେ ଚାପରେ ରହିବେ ହାର୍ଦ୍ଦିକ’

‘ନିଶ୍ଚିତ ଭାବେ ଚାପରେ ରହିବେ ହାର୍ଦ୍ଦିକ’

ନୂଆଦିଲ୍ଲୀ,୨୩।୨: ଆସନ୍ତା ଆଇପିଏଲ୍‌ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହାକୁ ନେଇ ରୋହିତ ଶର୍ମାଙ୍କ ପ୍ରଶଂସକ ଖପ୍ପା ଥିବା ବେଳେ ଏବେ…

1 year ago
ସାମ୍ନାକୁ ଆସିଲା ଆଇପିଏଲ୍‌ ଫାଇନାଲ ତାରିଖ, ପ୍ରଥମ ମ୍ୟାଚ୍‌ରେ ସିଏସ୍‌କେ ସହ ଲଢ଼ିବ ଏହି ଟିମ୍‌ !ସାମ୍ନାକୁ ଆସିଲା ଆଇପିଏଲ୍‌ ଫାଇନାଲ ତାରିଖ, ପ୍ରଥମ ମ୍ୟାଚ୍‌ରେ ସିଏସ୍‌କେ ସହ ଲଢ଼ିବ ଏହି ଟିମ୍‌ !

ସାମ୍ନାକୁ ଆସିଲା ଆଇପିଏଲ୍‌ ଫାଇନାଲ ତାରିଖ, ପ୍ରଥମ ମ୍ୟାଚ୍‌ରେ ସିଏସ୍‌କେ ସହ ଲଢ଼ିବ ଏହି ଟିମ୍‌ !

ନୂଆଦିଲ୍ଲୀ,୨୨।୨: ଆଇପିଏଲ୍‌ ପ୍ରଶଂସକଙ୍କ ଲାଗି ଖୁସିଖବର। ଟୁର୍ନାମେଣ୍ଟ ଆରମ୍ଭ ହେବାର ତାରିଖ ସ୍ଥିର ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଏହା ଆରମ୍ଭ ହେବ। ଚେନ୍ନାଇରେ ପ୍ରଥମ…

1 year ago
‘ପାକିସ୍ତାନ କ୍ରିକେଟକୁ ବର୍‌ବାଦ କରିଛନ୍ତି ବାବର’‘ପାକିସ୍ତାନ କ୍ରିକେଟକୁ ବର୍‌ବାଦ କରିଛନ୍ତି ବାବର’

‘ପାକିସ୍ତାନ କ୍ରିକେଟକୁ ବର୍‌ବାଦ କରିଛନ୍ତି ବାବର’

ଇସଲାମାବାଦ,୨୧।୨: ପାକିସ୍ତାନ କ୍ରିକେଟକୁ ବରବାଦ କରିଛନ୍ତି ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବାବର ଆଜମ। ଯେବେ ସେ ଅଧିନାୟକ ଥିଲେ, ସେତେବେଳେ ଏକ ନିଷ୍ପତ୍ତି ନେଇଥିଲେ, ଯାହାର…

1 year ago
ଗୋଟିଏ ଓଭରରେ ଲଗାତର ୬ ଛକା, ଯୁବରାଜଙ୍କ ଭଳି କାରନାମା କରି ଚର୍ଚ୍ଚାରେ ଏହି ଭାରତୀୟ ବ୍ୟାଟ୍ସମ୍ୟାନଗୋଟିଏ ଓଭରରେ ଲଗାତର ୬ ଛକା, ଯୁବରାଜଙ୍କ ଭଳି କାରନାମା କରି ଚର୍ଚ୍ଚାରେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ

ଗୋଟିଏ ଓଭରରେ ଲଗାତର ୬ ଛକା, ଯୁବରାଜଙ୍କ ଭଳି କାରନାମା କରି ଚର୍ଚ୍ଚାରେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟର ଆଗାମୀ ପିଢ଼ିର ବ୍ୟାଟ୍ସମ୍ୟାନ୍‌ ଆକ୍ରାମକ ଶୈଳୀରେ ବ୍ୟାଟିଂ କରୁଥିବା ଦେଖାଯାଉଛି। ନିକଟରେ ଟେଷ୍ଟ କ୍ରିକେଟରେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଏବଂ ସରଫରାଜ…

1 year ago
ଗୋଟିଏ ହାତରେ ୨ ଛକା ମାରିଲେ ବାବର୍‌, ମାତ୍ର ୭.୧ ଓଭରରେ ଦଳକୁ ଜିତାଇଲେ ମ୍ୟାଚ୍‌ଗୋଟିଏ ହାତରେ ୨ ଛକା ମାରିଲେ ବାବର୍‌, ମାତ୍ର ୭.୧ ଓଭରରେ ଦଳକୁ ଜିତାଇଲେ ମ୍ୟାଚ୍‌

ଗୋଟିଏ ହାତରେ ୨ ଛକା ମାରିଲେ ବାବର୍‌, ମାତ୍ର ୭.୧ ଓଭରରେ ଦଳକୁ ଜିତାଇଲେ ମ୍ୟାଚ୍‌

ନୂଆଦିଲ୍ଲୀ,୨୦।୨: କ୍ରିକେଟରେ ଏଭଳି ଏକ ଖେଳ, ଯେଉଁଥିରେ ରୋମାଞ୍ଚକର ଅନୁଭବ ମିଳିଥାଏ। ଏଥିଲାଗି ସାରା ବିଶ୍ୱରେ ଏହାର ପ୍ରଶଂସକ ଅଧିକ। ଏଥିରେ ଗୋଟିଏରୁ ବଳି ଆରେକ ଇନିଂସ…

1 year ago
ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ, ଫିଟ୍‌ ହୋଇ ପ୍ରଥମ ମ୍ୟାଚ୍‌ ଖେଳିଲେ ପନ୍ତ; ଆଇପିଏଲ୍‌ରେ…ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ, ଫିଟ୍‌ ହୋଇ ପ୍ରଥମ ମ୍ୟାଚ୍‌ ଖେଳିଲେ ପନ୍ତ; ଆଇପିଏଲ୍‌ରେ…

ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ, ଫିଟ୍‌ ହୋଇ ପ୍ରଥମ ମ୍ୟାଚ୍‌ ଖେଳିଲେ ପନ୍ତ; ଆଇପିଏଲ୍‌ରେ…

ନୂଆଦିଲ୍ଲୀ,୨୦।୨: ଋଷଭ ପନ୍ତଙ୍କ ପ୍ରଶଂସକଙ୍କ ଲାଗି ଖୁସିଖବର। ଶେଷରେ କ୍ରିକେଟର ସୁସ୍ଥ ହୋଇ ମଇଦାନକୁ ଓହ୍ଲାଇଛନ୍ତି। ଏପରିକି ବାଙ୍ଗାଲୋର ନିକଟରେ ଥିବା ଅଲୁରରେ ନିଜର ପ୍ରଥମ ମ୍ୟାଚ୍‌…

1 year ago