Advertisement

Sports News

Watch: କୋହଲିଙ୍କ ସେଲିବ୍ରେଶନ୍‌ର ନକଲ କଲେ ରୋହିତ ଶର୍ମା, ଖୁସିରେ ଗଦଗଦ ହେଲେ ପ୍ରଶଂସକWatch: କୋହଲିଙ୍କ ସେଲିବ୍ରେଶନ୍‌ର ନକଲ କଲେ ରୋହିତ ଶର୍ମା, ଖୁସିରେ ଗଦଗଦ ହେଲେ ପ୍ରଶଂସକ

Watch: କୋହଲିଙ୍କ ସେଲିବ୍ରେଶନ୍‌ର ନକଲ କଲେ ରୋହିତ ଶର୍ମା, ଖୁସିରେ ଗଦଗଦ ହେଲେ ପ୍ରଶଂସକ

ହାଇଦ୍ରାବାଦ,୨୭।୧: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ନିଜର ବ୍ୟାଟିଂ ସହ ମଇଦାନରେ ମଜାଳିଆ ସ୍ବଭାବକୁ ନେଇ ପରିଚିତ। ଭାରତ ଖେଳିବା ସମୟରେ ସେ ସର୍ବଦା ବିରୋଧୀ…

1 year ago
Ind Vs Eng Live Streaming: ୫ ଚ୍ୟାନେଲରେ  ହେବ ମ୍ୟାଚ୍‌ର ସିଧା ପ୍ରସାରଣ, କେତେବେଳେ ହେବ ଆରମ୍ଭ? ଜାଣନ୍ତୁ ସମସ୍ତ ସୂଚନା…Ind Vs Eng Live Streaming: ୫ ଚ୍ୟାନେଲରେ  ହେବ ମ୍ୟାଚ୍‌ର ସିଧା ପ୍ରସାରଣ, କେତେବେଳେ ହେବ ଆରମ୍ଭ? ଜାଣନ୍ତୁ ସମସ୍ତ ସୂଚନା…

Ind Vs Eng Live Streaming: ୫ ଚ୍ୟାନେଲରେ  ହେବ ମ୍ୟାଚ୍‌ର ସିଧା ପ୍ରସାରଣ, କେତେବେଳେ ହେବ ଆରମ୍ଭ? ଜାଣନ୍ତୁ ସମସ୍ତ ସୂଚନା…

ନୂଆଦିଲ୍ଲୀ,୨୪।୧: ଭାରତ-ଇଲଂଣ୍ଡ ମଧ୍ୟରେ ଜାନୁଆରୀ ୨୫ରୁ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହା ପ୍ରାୟ ଦୀର୍ଘ ୩ ମାସ ଧରି ଚାଲିବ। ଏନେଇ ଘୋଷଣା ହେବା ପରଠାରୁ…

1 year ago
ଗିଲ୍‌ ମୋ ଆଦର୍ଶ: ସ୍ନେହିତଗିଲ୍‌ ମୋ ଆଦର୍ଶ: ସ୍ନେହିତ

ଗିଲ୍‌ ମୋ ଆଦର୍ଶ: ସ୍ନେହିତ

ନୂଆଦିଲ୍ଲୀ,୨୩।୧: ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କ ପ୍ରଶଂସକ କାହିଁରେ କେତେ। ନିଜର ସ୍ବତନ୍ତ୍ର ବ୍ୟାଟିଂ ଶୈଳୀକୁ ନେଇ ତାଙ୍କୁ ଅନେକେ ଆଦର୍ଶ ବୋଲି ମନେ କରିଥାନ୍ତି। ନ୍ୟୁଜିଲାଣ୍ଡ…

1 year ago
୩୯ ବଲ୍‌ରେ ମାରିଥିଲେ ଶତକ, ଏବେ ୮.୩ ଓଭରରେ ଟି୨୦ ମ୍ୟାଚ୍‌ ଶେଷ କରି ଚର୍ଚ୍ଚାରେ ଏହି ବ୍ୟାଟ୍ସମ୍ୟାନ୍‌ !୩୯ ବଲ୍‌ରେ ମାରିଥିଲେ ଶତକ, ଏବେ ୮.୩ ଓଭରରେ ଟି୨୦ ମ୍ୟାଚ୍‌ ଶେଷ କରି ଚର୍ଚ୍ଚାରେ ଏହି ବ୍ୟାଟ୍ସମ୍ୟାନ୍‌ !

୩୯ ବଲ୍‌ରେ ମାରିଥିଲେ ଶତକ, ଏବେ ୮.୩ ଓଭରରେ ଟି୨୦ ମ୍ୟାଚ୍‌ ଶେଷ କରି ଚର୍ଚ୍ଚାରେ ଏହି ବ୍ୟାଟ୍ସମ୍ୟାନ୍‌ !

ନୂଆଦିଲ୍ଲୀ,୨୩।୧: ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂକୁ ନେଇ ଟି୨୦ କ୍ରିକେଟ ରୋମାଞ୍ଚକର ହୋଇଥାଏ। ଯିଏ ଯେତେ ଚୌକା ଛକା ମାରେ, ତାର ନାଁ ସେତେ ହୋଇଥାଏ। ଠିକ ଏଭଳି…

1 year ago
କିଏ ସେ ଧ୍ରୁବ୍‌ ଜୁରେଲ? ସୁନା ଚେନ୍‌ ବିକ୍ରି କରି ମା’ ଦେଇଥିଲେ କ୍ରିକେଟ କିଟ୍‌, ଏବେ ଦେଶ ପାଇଁ ଖେଳିବେ…କିଏ ସେ ଧ୍ରୁବ୍‌ ଜୁରେଲ? ସୁନା ଚେନ୍‌ ବିକ୍ରି କରି ମା’ ଦେଇଥିଲେ କ୍ରିକେଟ କିଟ୍‌, ଏବେ ଦେଶ ପାଇଁ ଖେଳିବେ…

କିଏ ସେ ଧ୍ରୁବ୍‌ ଜୁରେଲ? ସୁନା ଚେନ୍‌ ବିକ୍ରି କରି ମା’ ଦେଇଥିଲେ କ୍ରିକେଟ କିଟ୍‌, ଏବେ ଦେଶ ପାଇଁ ଖେଳିବେ…

ନୂଆଦିଲ୍ଲୀ,୧୩।୧: ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ଲାଗି ଭାରତୀୟ ଟିମ୍‌ ପ୍ରସ୍ତୁତ। ପ୍ରାରମ୍ଭିକ ଦୁଇ ମ୍ୟାଚ୍‌ ଲାଗି ଦଳ ଘୋଷଣା ମଧ୍ୟ ହୋଇସାରିଛି। ଏଥିରେ…

1 year ago
‘କୋହଲି ଏବେ ଯେଉଁଭଳି ଖେଳୁଛନ୍ତି, ସହଜରେ ସଚିନଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗିବେ’‘କୋହଲି ଏବେ ଯେଉଁଭଳି ଖେଳୁଛନ୍ତି, ସହଜରେ ସଚିନଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗିବେ’

‘କୋହଲି ଏବେ ଯେଉଁଭଳି ଖେଳୁଛନ୍ତି, ସହଜରେ ସଚିନଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗିବେ’

ନୂଆଦିଲ୍ଲୀ,୧୨।୧: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ନିଜ ଆଦର୍ଶ ବୋଲି ମନେ କରନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି। ସଚିନଙ୍କ ନାମରେ ଅନ୍ତର୍ଜାତୀୟସ୍ତରରେ ୧୦୦ ଶତକ ରେକର୍ଡ…

1 year ago
କପିଲ ଦେବଙ୍କ ଯୋଗୁ ଇଡେନ୍‌ ଗାର୍ଡେନ୍ସରେ କେବେ ଖେଳିବେ ନାହିଁ ବୋଲି ଶପଥ ନେଇଥିଲେ ଗାଭାସ୍କର, କାରଣ ଜାଣିଲେ…କପିଲ ଦେବଙ୍କ ଯୋଗୁ ଇଡେନ୍‌ ଗାର୍ଡେନ୍ସରେ କେବେ ଖେଳିବେ ନାହିଁ ବୋଲି ଶପଥ ନେଇଥିଲେ ଗାଭାସ୍କର, କାରଣ ଜାଣିଲେ…

କପିଲ ଦେବଙ୍କ ଯୋଗୁ ଇଡେନ୍‌ ଗାର୍ଡେନ୍ସରେ କେବେ ଖେଳିବେ ନାହିଁ ବୋଲି ଶପଥ ନେଇଥିଲେ ଗାଭାସ୍କର, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧: ୧୯୮୪ରେ କପିଲ ଦେବ ଏବଂ ସନ୍ଦିପ ପାଟିଲ ଫର୍ମରେ ଥିବା ସତ୍ତ୍ୱେ ଉଭୟଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରୁ ବାହାର କରିଦିଆଯାଇଥିଲା। ସେତେବେଳେ ଏହାକୁ କେହି…

1 year ago
ବର୍ତ୍ତମାନ ସମୟରେ ଦୁନିଆର ୨ ସର୍ବଶ୍ରେଷ୍ଠ ଲେଗ୍‌ ସ୍ପିନର କିଏ? ଇମରାନ ତାହିର କହିଲେ…ବର୍ତ୍ତମାନ ସମୟରେ ଦୁନିଆର ୨ ସର୍ବଶ୍ରେଷ୍ଠ ଲେଗ୍‌ ସ୍ପିନର କିଏ? ଇମରାନ ତାହିର କହିଲେ…

ବର୍ତ୍ତମାନ ସମୟରେ ଦୁନିଆର ୨ ସର୍ବଶ୍ରେଷ୍ଠ ଲେଗ୍‌ ସ୍ପିନର କିଏ? ଇମରାନ ତାହିର କହିଲେ…

ନୂଆଦିଲ୍ଲୀ,୧୦।୧: ଦକ୍ଷିଣ ଆଫ୍ରିକା ପୂର୍ବତନ ସ୍ପିନର୍‌ ଇମରାନ୍‌ ତାହିର ବିଶ୍ୱର ୨ ସର୍ବଶ୍ରେଷ୍ଠ ସ୍ପିନରଙ୍କୁ ନେଇ ନିଜର ରାୟ ଦେଇଛନ୍ତି। ଭାରତର କୁଲଦୀପ ଯାଦବ ଏବଂ ଦକ୍ଷିଣ…

1 year ago
ଚର୍ଚ୍ଚାରେ ବିରାମ! ଘରକୁ ଫେରିବା ପରେ ଆଇପିଏଲ୍‌ ୨୦୨୪ର ପ୍ରସ୍ତୁତି ଆରମ୍ଭ କଲେ ଧୋନୀଚର୍ଚ୍ଚାରେ ବିରାମ! ଘରକୁ ଫେରିବା ପରେ ଆଇପିଏଲ୍‌ ୨୦୨୪ର ପ୍ରସ୍ତୁତି ଆରମ୍ଭ କଲେ ଧୋନୀ

ଚର୍ଚ୍ଚାରେ ବିରାମ! ଘରକୁ ଫେରିବା ପରେ ଆଇପିଏଲ୍‌ ୨୦୨୪ର ପ୍ରସ୍ତୁତି ଆରମ୍ଭ କଲେ ଧୋନୀ

ନୂଆଦିଲ୍ଲୀ,୧୦।୧: ଆଇପିଏଲ୍‌ ୨୦୨୪ରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ସେନେଇ ନାନାଦି ଚର୍ଚ୍ଚା ଲାଗି ରହିଥିଲା। ଏବେ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।…

1 year ago
‘ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି, କେବଳ ମୋତେ ବଦ୍‌ନାମ କରାଗଲା’‘ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି, କେବଳ ମୋତେ ବଦ୍‌ନାମ କରାଗଲା’

‘ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି, କେବଳ ମୋତେ ବଦ୍‌ନାମ କରାଗଲା’

ନୂଆଦିଲ୍ଲୀ,୧୦।୧: ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି। ହେଲେ ତାଙ୍କ ଛବିକୁ ମଳିନ କରିବାକୁ ପ୍ରଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି ଦଳର ପୂର୍ବତନ ଦ୍ରୁତ ବୋଲର୍‌…

1 year ago
IND Vs AFG: ଭାରତ ବିପକ୍ଷ ସିରିଜ ଲାଗି ଦଳ ଘୋଷଣା କଲା ଆଫଗାନିସ୍ତାନ,ରଶିଦ ଦଳରେ ଥିବା ସତ୍ତ୍ୱେ ଏହି କ୍ରିକେଟର ନେବେ ନେତୃତ୍ୱIND Vs AFG: ଭାରତ ବିପକ୍ଷ ସିରିଜ ଲାଗି ଦଳ ଘୋଷଣା କଲା ଆଫଗାନିସ୍ତାନ,ରଶିଦ ଦଳରେ ଥିବା ସତ୍ତ୍ୱେ ଏହି କ୍ରିକେଟର ନେବେ ନେତୃତ୍ୱ

IND Vs AFG: ଭାରତ ବିପକ୍ଷ ସିରିଜ ଲାଗି ଦଳ ଘୋଷଣା କଲା ଆଫଗାନିସ୍ତାନ,ରଶିଦ ଦଳରେ ଥିବା ସତ୍ତ୍ୱେ ଏହି କ୍ରିକେଟର ନେବେ ନେତୃତ୍ୱ

ନୂଆଦିଲ୍ଲୀ,୬।୧: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଲାଗି ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଶନିବାର ୧୯ଜଣିଆ ଟିମ୍‌ ଘୋଷଣା କରାଯାଇଛି। ଜାନୁଆରୀ ୧୧ରୁ…

1 year ago
କ୍ରିକେଟରୁ ସନ୍ନ୍ୟାସ ନେଇ ରାଜନୀତିକୁ ବାଛିଥିଲେ, ମାତ୍ର ୯ ଦିନରେ ଦଳରୁ ଇସ୍ତଫା ଦେଇ ଚମକାଇଲେ ଧୋନୀଙ୍କ ବନ୍ଧୁ…କ୍ରିକେଟରୁ ସନ୍ନ୍ୟାସ ନେଇ ରାଜନୀତିକୁ ବାଛିଥିଲେ, ମାତ୍ର ୯ ଦିନରେ ଦଳରୁ ଇସ୍ତଫା ଦେଇ ଚମକାଇଲେ ଧୋନୀଙ୍କ ବନ୍ଧୁ…

କ୍ରିକେଟରୁ ସନ୍ନ୍ୟାସ ନେଇ ରାଜନୀତିକୁ ବାଛିଥିଲେ, ମାତ୍ର ୯ ଦିନରେ ଦଳରୁ ଇସ୍ତଫା ଦେଇ ଚମକାଇଲେ ଧୋନୀଙ୍କ ବନ୍ଧୁ…

ଅମରାବତୀ,୬।୧: ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡ଼ୁ ଡିସେମ୍ବର ୨୮ରେ ବଡ଼ ନିଷ୍ପତ୍ତି ନେଇଥିଲେ। ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରି ସେ ରାଜନୀତିରେ ପାଦ…

1 year ago