ଫାଇନାଲରେ ଶାମୀ ଗୁରୁତର ଆହତ, ରକ୍ତ ଜୁଡ଼ୁବୁଡ଼ୁ ହେଲା ହାତ ! ଦୁବାଇ,୯।୩: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ଖେଳାଯାଉଛି। ଦୁବାଇରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତୀୟ ଟିମ୍ ଲାଗି ଏକ ଖରାପ ଖବର ସାମ୍ନାକୁ ଆସିଛି। ଦଳର ମୁଖ୍ୟ ପେସର ମହମ୍ମଦ ଶାମୀ ଆହତ ହୋଇଛନ୍ତି। ୭ମ...
କାହିଁକି ଦୁବାଇକୁ ସ୍ଥାନାନ୍ତରିତ ହୋଇଥିଲା ICC ହେଡ୍କ୍ୱାଟର? ଭାରତର ଶକ୍ତି ଆଗରେ… ନୂଆଦିଲ୍ଲୀ,୯।୩: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ହେଉଛି ବିଶ୍ୱସ୍ତରୀୟ କ୍ରିକେଟ ପରିଚାଳନା ସଂସ୍ଥା। ଏହା ୧୯୦୯ ମସିହାରେ ଲଣ୍ଡନରେ ଇମ୍ପେରିଆଲ କ୍ରିକେଟ ସମ୍ମିଳନୀ ଭାବରେ ସ୍ଥାପିତ ହୋଇଥିଲା। ଆଇସିସି କ୍ରିକେଟ ସହିତ ଜଡିତ ପ୍ରତ୍ୟେକ ପ୍ରମୁଖ ନିୟମ ଉପରେ ନିଷ୍ପତ୍ତି ନିଏ...
IND vs NZ: ଫାଇନାଲରେ ବିଶ୍ୱ ରେକର୍ଡର ସମକକ୍ଷ ହେଲେ ରୋହିତ ଶର୍ମା, ବ୍ୟାଟିଂ ନ କରି ବି… ଦୁବାଇ,୯।୩: ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଟିମ୍ ଇଣ୍ଡିଆ-ନ୍ୟୁଜିଲାଣ୍ଡ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଟସ୍ ହାରି ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ୱରେକର୍ଡ କରିଛନ୍ତି। ଦିନିକିଆରେ ଲଗାତାର ଭାବେ ଦଳ...
ପଳାତକ ଲଳିତ ମୋଦିଙ୍କୁ ମିଳିଲା ଭାନୁଆଟୁର ନାଗରିକତା ନୂଆଦିଲ୍ଲୀ,୭।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ତାଙ୍କର ଭାରତୀୟ ନାଗରିକତା ପରିତ୍ୟାଗ କରି ଭାନୁଆଟୁ ନାଗରିକତା ହାସଲ କରିଛନ୍ତି। ଭାନୁଆଟୁ ଏକ ଛୋଟ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ଯାହା ଏହାର ଟିକସ-ଅନୁକୂଳ ନୀତି...
‘ରୋହିତ ଶର୍ମା OUT’…ଫାଇନାଲ ପୂର୍ବରୁ ଅଧିନାୟକଙ୍କ ଉପରେ… ନୂଆଦିଲ୍ଲୀ,୭।୩: ‘ରୋହିତ ଶର୍ମା ଆଉଟ୍’… କୌଣସି ICC ଟୁର୍ନାମେଣ୍ଟର ଫାଇନାଲରେ କମେଣ୍ଟ୍ରି ସମୟରେ ଏହି କଥା ବହୁତ ଶୀଘ୍ର ଶୁଣିବାକୁ ମିଳେ। ରବିବାର ୯ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମୁକାବିଲା ଖେଳାଯିବ। ଏମିତିରେ ପ୍ରତ୍ୟେକ ଭାରତୀୟ...
ଭାରତ ଯୋଗୁ ସେମିଫାଇନାଲରେ ହାରିଗଲା ଦକ୍ଷିଣ ଆଫ୍ରିକା? ICCକୁ ଦାୟୀ କଲେ ଡେଭିଡ୍ ମିଲର୍ ନୂଆଦିଲ୍ଲୀ,୬।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମୁକାବିଲାରେ ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା। ଏହାପରେ ଦଳର ଭେଟେରାନ ଖେଳାଳି ଡେଭିଡ୍ ମିଲର ବଡ଼ ବୟାନ ଦେଇ ଭାରତ ଯୋଗୁ ଦଳ ପରାଜିତ ହୋଇଛି ବୋଲି କହିଛନ୍ତି। ଟୁର୍ନାମେଣ୍ଟରୁ ବାଦ୍...
ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିଯିବ କି ଟିମ୍ ଇଣ୍ଡିଆ! ଚମକାଉଛି ଏହି ରେକର୍ଡ… ନୂଆଦିଲ୍ଲୀ,୬।୩: ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆର ଚମତ୍କାର ବିଜୟ ପରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ମୁକାବିଲା ପାଇଁ ଯୋଗ୍ୟତା...
ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଲାଗିପାରେ ବଡ଼ ଝଟ୍କା, ତାହେଲେ ଭାରତ ବିଜେତା ହେବା… ନୂଆଦିଲ୍ଲୀ,୬।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖବରଟି ନ୍ୟୁଜିଲ୍ୟାଣ୍ଡର ଜଣେ ଷ୍ଟାର ଖେଳାଳିଙ୍କ ସହ ଜଡିତ। କିୱି ଦଳର ଦ୍ରୁତ ବୋଲର ମ୍ୟାଟ ହେନରୀ ଆଘାତ ଯୋଗୁ ଫାଇନାଲ ମ୍ୟାଚ୍ରୁ...
Champions Trophyରେ ହାରିଗଲେ ବି ମାଲାମାଲ୍ ହେବେ ଟିମ୍, ଜାଣନ୍ତୁ କିଏ ପାଇବେ କେତେ କୋଟି? ନୂଆଦିଲ୍ଲୀ,୬।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜେତା ଟିମ୍ କୋଟିପତି ହେବେ। ସେହିଭଳି ପରାଜିତ ଟିମ୍ ମଧ୍ୟ ମାଲାମାଲ ହେବେ। କାରଣ ଆଇସିସି ୨୦୧୭ ଟୁର୍ନାମେଣ୍ଟ ତୁଳନାରେ ଚଳିତ ଥର ପୁରସ୍କାର ରାଶିକୁ ୫୩% ବୃଦ୍ଧି କରିଛି। ୨୦୧୭ରେ ବିଜେତା ଟିମ୍କୁ...
ଯାଉ ଯାଉ ଟିମ୍ ଇଣ୍ଡିଆର ସମର୍ଥନରେ ବଡ଼ କଥା କହିଦେଲେ ଷ୍ଟିଭ୍ ସ୍ମିଥ୍ ଦୁବାଇ,୫।୩: ଚାମ୍ପିଅନ୍ସ ଟ୍ରଫିର ମୁକାବିଲାକୁ ଦୁବାଇରେ ଖେଳିବାର ଲାଭ ଟିମ୍ ଇଣ୍ଡିଆକୁ ମିଳୁଥିବା ନେଇ ଅନେକ ବିତର୍କ ହୋଇଆସୁଛି। ହେଲେ ଏବେ ସେମିଫାଇନାଲରେ ପରାଜିତ ହୋଇଥିବା ଟିମ୍ ଅଷ୍ଟ୍ରେଲିଆ ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିଛି। ତେବେ ଅବସର ଘୋଷଣା କରିଥିବା...
ଫାଇନାଲ୍ରେ ଟିମ୍ ଇଣ୍ଡିଆ, ଘରକୁ ଫେରିବ କଙ୍ଗାରୁ ଟିମ୍ ଦୁବାଇ,୪।୩: ଫାଇନାଲକୁ ଗଲା ଟିମ୍ ଇଣ୍ଡିଆ। ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମୁକାବିଲାରେ ମଙ୍ଗଳବାର ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହୋଇଥିଲା ଟିମ୍। ଦଳ ଅଷ୍ଟ୍ରେଲିଆକୁ ୪ ଉଇକେଟରେ ହରାଇ ବଡ଼ ସଫଳତା ହାସଲ କରିଛି। ତେବେ ୨୦୧୧ ପରେ ପ୍ରଥମ ଥର...
Video: ଚାମ୍ପିଅନ୍ସ ଟ୍ରଫିରେ ଘଟିଥାନ୍ତା ବଡ଼ ଅଘଟଣ, ରୋହିତଙ୍କ ଯୋଗୁ ବିପଦରେ ପଡ଼ିଲା ଜୀବନ… ଦୁବାଇ,୪।୩: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଜଣାଶୁଣା। ଯେବେବି ସେ ଶଟ୍ ଖେଳନ୍ତି ବିରୋଧି ଅଧିନାୟକ ଚିନ୍ତାରେ ପଡ଼ିଯାଆନ୍ତି। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚ୍ରେ ରୋହିତ ଅମ୍ପାୟାରଙ୍କ ଜୀବନକୁ...