KKR ନା MI: ଆଇପିଏଲ ୨୦୨୬ରେ କାହା ପାଇଁ ଖେଳିବେ ରୋହିତ, ସ୍ପଷ୍ଟ କଲା ମୁମ୍ବାଇ, କ୍ରିକେଟ ଜଗତରେ ହଇଚଇ
ନୂଆଦିଲ୍ଲୀ,୩୧।୧୦: IPL ୨୦୨୬ ପାଇଁ ଆହୁରି ବହୁତ ସମୟ ଅଛି, କିନ୍ତୁ ରୋହିତ ଶର୍ମାଙ୍କ ଦଳ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ଏହା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ କୋଲକାତା ନାଇଟ ରାଇଡର୍ସର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରୋହିତ...
IPLକୁ ଫେରିବେ ଯୁବରାଜ ସିଂ! ଏହି ଦଳରେ ଦେବେ ଯୋଗ, ବଡ଼ ଖୁଲାସା
ନୂଆଦିଲ୍ଲୀ,୩୧।୧୦: ପୂର୍ବ ସିଜିନ ତୁଳନାରେ IPL ୨୦୨୬ରେ ଅନେକ ପରିବର୍ତ୍ତନ ହେବାର ଆଶା କରାଯାଉଛି। ଅଭିଷେକ ନାୟାରଙ୍କୁ କୋଲକାତା ନାଇଟ ରାଇଡର୍ସ (KKR) ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିଛି। କେନ ୱିଲିୟମ୍ସନ ଏବଂ ଭାରତ ଅରୁଣଙ୍କୁ ଚୁକ୍ତିବଦ୍ଧ କରିସାରିଥିବା ଲକ୍ଷ୍ନୌ...
ରୋହିତଙ୍କୁ ଫାଇଦା, କୋହଲିଙ୍କୁ କ୍ଷତି: ପ୍ରଥମ ଥର ପାଇଁ ଘଟିଲା ଏମିତି…
ନୂଆଦିଲ୍ଲୀ,୩୦।୧୦: ଆଇସିସି ଏକଦିବସୀୟ ରାଙ୍କିଙ୍ଗର ସଦ୍ୟତମ ଅପଡେଟରେ ଭାରତର ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ଗୁରୁତ୍ୱପୂର୍ଣ୍ଣ ଉନ୍ନତି କରିଛନ୍ତି। ରୋହିତ ୧୮ ବର୍ଷ ଧରି କ୍ରିକେଟ ଖେଳୁଛନ୍ତି ଏବଂ ପ୍ରଥମ ଥର ପାଇଁ ଆଇସିସି ରାଙ୍କିଙ୍ଗରେ ନମ୍ବର ୱାନ ବ୍ୟାଟସମ୍ୟାନ...
ଟିମ ଇଣ୍ଡିଆରେ ସ୍ଥାନ ନ ପାଇବା ପରେ ବଡ଼ ନିଷ୍ପତ୍ତି ନେଲେ ଜୟସ୍ବାଲ, କ୍ରିକେଟ ଜଗତରେ ଚର୍ଚ୍ଚା
ନୂଆଦିଲ୍ଲୀ,୨୭।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ଦିନିକିଆରେ ଜୟସ୍ବାଲଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା। ଜୟସ୍ବାଲ ଭାରତୀୟ ଦଳ ପାଇଁ ଓପନିଂ ବ୍ୟାଟସମ୍ୟାନ ଭାବରେ ଖେଳନ୍ତି। ଅଷ୍ଟ୍ରେଲିଆ...
ବିଶ୍ବକପ ମ୍ୟାଚ ଖେଳିବାକୁ ଇନ୍ଦୋର ଆସିଥିବା ୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ
ଇନ୍ଦୋର,୨୫।୧୦: ଇନ୍ଦୋରରେ ଲଜ୍ଜା। ୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ କରାଯାଇଛି। କାଫେକୁ ଯିବାବେଳେ ଜଣେ ବାଇକ ଆରୋହୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସିସିଟିଭିରେ ବାଇକ ଆରୋହୀ ଚିହ୍ନଟ ହୋଇଥିବାବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଶ୍ବକପ ମ୍ୟାଚ...
‘ଏହା ରୋହିତ ଶର୍ମାଙ୍କ ଫେରଓ୍ବେଲ…’ ତୃତୀୟ ODI ପୂର୍ବରୁ ଗୌତମ ଗମ୍ଭୀରଙ୍କ କହିଦେଲେ ଏମିତି…କ୍ରିକେଟ ଜଗତରେ ହଇଚଇ
ନୂଆଦିଲ୍ଲୀ,୨୫।୧୦: ଭାରତ ବନାମ ଅଷ୍ଟ୍ରେଲିଆ ତୃତୀୟ ଏକଦିବସୀୟ ମ୍ୟାଚ ପୂର୍ବରୁ, ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କ ଏକ ଭିଡିଓ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବା ଏହି ଭିଡିଓରେ, ଗୌତମ ଗମ୍ଭୀର ମଜା କରି ରୋହିତ...
ଅଶ୍ୱିନଙ୍କ ୩ଟି ଶବ୍ଦକୁ ନେଇ କ୍ରିକେଟ ଜଗତରେ ହଇଚଇ : କୋହଲିଙ୍କ ଅବସରକୁ ନେଇ ଜୋର୍ ଧରିଲା ଚର୍ଚ୍ଚା
ନୂଆଦିଲ୍ଲୀ,୨୪।୧୦: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି, ଏବଂ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଲଗାତାର ଗୋଟିଏ ବି ରନ କରିବାରେ ବିଫଳ ହେଉଛନ୍ତି। ସେ...
ବିହାର ନିର୍ବାଚନରେ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି, ବଡ଼ ଦାୟିତ୍ୱ ଦେଲେ ନିର୍ବାଚନ କମିଶନର
ନୂଆଦିଲ୍ଲୀ,୨୦।୧୦: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ କ୍ରିକେଟ ଜଗତରେ ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିସାରିଛନ୍ତି। ବିହାରର ଏହି ୧୪ ବର୍ଷୀୟ କ୍ରିକେଟର ୨୦୨୫ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ଆଇପିଏଲରେ ଡେବ୍ୟୁ କରିଥିଲେ। ସେ ଆଇପିଏଲ ଇତିହାସରେ ଦ୍ୱିତୀୟ...
ଭାରତର ପରାଜୟ ପରେ ଅଧିନାୟକ ଗିଲଙ୍କ ଉପରେ ରାଗିଗଲେ ଗମ୍ଭୀର! କ୍ୟାମେରାରେ କଏଦ୍ ହେଲା ସବୁ ଘଟଣା…
ନୂଆଦିଲ୍ଲୀ,୨୦।୧୦: ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପର୍ଥରେ ଶୁଭମନ ଗିଲ ଏବଂ ମୋର୍ନେ ମୋର୍କେଲଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ମ୍ୟାଚ ଫଳାଫଳରେ କୋଚ ବିରକ୍ତ ହୋଇ...
‘ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଯଦି ରୋହିତ- କୋହଲି…’, ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ବଡ଼ ବୟାନ ଦେଲେ ଗାଭାସ୍କର
ନୂଆଦିଲ୍ଲୀ,୨୦।୧୦: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଉଭୟ ଖରାପ ଭାବରେ ଫ୍ଲପ୍ ହୋଇଛନ୍ତି। ପୂର୍ବତନ ଅଧିନାୟକ ରୋହିତ ୧୪ ବଲ ରେ ୮ ରନ କରି ଆଉଟ ହୋଇଥିଲେ, ଯେତେବେଳେ କୋହଲି ନିଜର...
୨୦୨୭ ବିଶ୍ୱକପକୁ ନେଇ ବଡ଼ ଖୁଲାସା କଲେ ରୋହିତ ଶର୍ମା, ଅଧୁରା ସ୍ବପ୍ନ ପୂରଣ କରିବାକୁ…
ନୂଆଦିଲ୍ଲୀ,୧୮।୧୦: ରୋହିତ ଶର୍ମା ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ନେଇ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ୨୦୨୭ ବିଶ୍ୱକପ ଖେଳିବାକୁ ଚାହାଁନ୍ତି। ରୋହିତ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅଛନ୍ତି, ଯେଉଁଠାରେ ଭାରତୀୟ ଦଳ ଅକ୍ଟୋବର ୧୯ରୁ...
ଏସିଆ କପ ଟ୍ରଫିକୁ କେଉଁଠି ଲୁଚାଇ ରଖିଛନ୍ତି ନକଭି? ଟିମ ଇଣ୍ଡିଆକୁ ମିଳିବ କେବେ? ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୧୭।୧୦: ଭାରତୀୟ ଦଳ ଏସିଆ କପ ଚାମ୍ପିଅନ ହେବାର ପ୍ରାୟ ତିନି ସପ୍ତାହ ବିତିଗଲାଣି। ଫାଇନାଲରେ ଟିମ ଇଣ୍ଡିଆ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରି ନବମ ଥର ପାଇଁ ଟାଇଟଲ ଜିତିଛି। ତଥାପି, ଏତେ ଦିନ ପରେ ମଧ୍ୟ...
Archives


