ବଢ଼ିପାରେ ଚିନି ଏମ୍ଏସ୍ପି ଭୁବନେଶ୍ୱର, ୨୮।୭(ଅନୁରାଧା ମହାରଣା): ଆସନ୍ତା କିଛିଦିନ ମଧ୍ୟରେ ଚିନିର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବୃଦ୍ଧି ଉପରେ ସରକାର ନିଷ୍ପତ୍ତି ନେଇପାରନ୍ତି। କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ଏନେଇ ସୂଚନା ଦେଇଛନ୍ତି। ଅଲ ଇଣ୍ଡିଆ ସୁଗାର ଟ୍ରେଡ୍ ଆସୋସିଏଶନ (ଏଆଇଏସ୍ଟିଏ)ର...