ପ୍ରେମିକଙ୍କ ଫଟୋ ଧରି ଆତ୍ମହତ୍ୟା କରିଥିଲେ ନାବାଳିକା, ବାପା ଆଣିଲେ ଏମିତି ସାଂଘାତିକ ଅଭିଯୋଗ ଜାଣିଲେ… କେନ୍ଦୁଝର,୧୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ଉଦୟ ବଲ୍ଲଭ ବାରିକଙ୍କ ଝିଅ ରୂପଶ୍ରୀ (୧୬) ଗତ ୧୩ ତାରିଖ ରାତିରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ...