ଅମିତ ଶାହା କହିଲେ-”କେଜ୍ରିଓ୍ବାଲଙ୍କୁ ଦିଆଯାଇଛି ସ୍ବତନ୍ତ୍ର ଟ୍ରିଟ୍ମେଣ୍ଟ୍”, ପ୍ରତିକ୍ରିୟା ଦେଲେ ସୁପ୍ରିମକୋର୍ଟ
ନୁଆଦିଲ୍ଲୀ,୧ା୫: ଏଏପି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବେଲ୍ ପ୍ରସଙ୍ଗରେ କେନ୍ଦ୍ର ସ୍ବରାଷ୍ଟ୍ର୍ମନ୍ତ୍ରୀ ଅମିତ ଶାହା ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ସୁପ୍ରିମକୋର୍ଟ। କେଜ୍ରିଓ୍ବାଲଙ୍କୁ ବେଲ୍ ମିଳିବାକୁ ଶାହା ସ୍ବତନ୍ତ୍ର ଟ୍ରିଟ୍ମେଣ୍ଟ କହିଥିଲାବେଳେ, କେର୍ଟ ତାଙ୍କ ରାୟର କୌଣସି ପ୍ରକାର...