ହାଇଡିମାଣ୍ଡରେ ଟାଟା ଟେକ୍ନୋଲୋଜି IPO, ମାତ୍ର ୬୦ ମିନିଟରେ ହୋଇଗଲା ସବସ୍କ୍ରାଇବ ମୁମ୍ବାଇ,୨୨।୧୧: ଟାଟା ଗ୍ରୁପ୍ ଆଣିଥିବା ଟାଟା ଟେକ୍ନୋଲୋଜିର ଆଇପିଓ ନିବେଶକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ଆଇପିଓ ଖୋଲିବାର ଅଧ ଘଣ୍ଟା ମଧ୍ୟରେ ଆଇପିଓ ସଂପୂର୍ଣ୍ଣ ସବସ୍କ୍ରାଇବ ହୋଇଯାଇଥିଲା। ଏଥି ସହିତ, ବଜାର ବନ୍ଦ ହେବା ବେଳକୁ ଏହା ୫ ଗୁଣରୁ...