ମାଟ୍ରିକ ପରୀକ୍ଷାରେ ଅବହେଳା: ସୁପରିଟେଣ୍ଡେଣ୍ଟଙ୍କ ସହିତ ୫ ନିଲମ୍ବିତ ବଲାଙ୍ଗୀର,୨୭।୨: ରାଜ୍ୟରେ ବର୍ତମାନ ଦଶମ ପରୀକ୍ଷା ଚାଲିଥିବା ବେଳେ ଅବ୍ୟବସ୍ଥା ଅଭିଯୋଗରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ସହିତ ୫ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲରେ ଦଶମ ପରୀକ୍ଷାରେ କପି ସହ ଅବ୍ୟବସ୍ଥା ଅଭିଯୋଗ ହୋଇଥିଲା। ଘଟଣାରେ ଉପଜିଲାପାଳ...