ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃଦ୍ଧି ପାଇଲା ବାଘ ସଂଖ୍ୟା: ଶାବକକୁ ଜନ୍ମ ଦେଲା ଅଙ୍କିତା
ଭୁବନେଶ୍ୱର, ୨୪।୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସୋମବାର ବାଘ ପରିବାରରେ ଏକ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିଛି। ସାଧାରଣ ରଙ୍ଗର ବାଘୁଣୀ ଅଙ୍କିତା ସକାଳେ ଏକ ଛୁଆକୁ ଜନ୍ମ ଦେଇଛନ୍ତି। ମା’ ଏବଂ ନବଜାତ ବାଘ ଉଭୟଙ୍କୁ ବର୍ତ୍ତମାନ ସିସିଟିଭି...