Tag Archives: train

ଟ୍ରେନ୍‌ରୁ ଠେଲିଦେବାରୁ ନୌସେନା ଅଫିସର ସ୍ତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧।୧୨: ନୌସେନାର ଜଣେ ଅଫିସରଙ୍କ ସ୍ତ୍ରୀ ଆରତୀ ଯାଦବଙ୍କୁ ଚଳନ୍ତା ଟ୍ରେନ୍‌ରୁ ଠେଲିଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଗତ ୨୬ ତାରିଖରେ ଉତ୍ତରପ୍ରଦେଶର ସମ୍‌ହୋନ୍‌ ଏବଂ ଭର୍ଥନା ଷ୍ଟେଶନ ମଧ୍ୟବର୍ତ୍ତୀ ରେଳଲାଇନ୍‌ରୁ ୩୦ ବର୍ଷୀୟା ଆରତୀଙ୍କ ମୃତଦେହ ମିଳିଥିଲା। ସରକାରୀ...

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ୧୦ ବଗି ଲାଇନଚ୍ୟୁତ

ରାଉରକେଲା,୨୯ା୧୦: ରାଉରକେଲା-ରାଞ୍ଚି ମୁଖ୍ୟ ରେଳପଥରେ ଏକ ମାଲବାହୀ ଟ୍ରେନ୍‌ ବୁଧବାର ଲାଇନଚ୍ୟୁତ ହୋଇଛି। ବାନୋ ଓ କନରାଓ୍ବା ଷ୍ଟେଶନ ମଧ୍ୟରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ତେବେ ଏହି ମାଲବାହୀ ଟ୍ରେନ୍‌ର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।...

ଟ୍ରାକ୍‌ରେ ହଠାତ୍‌ ଧସିଲା ବିରାଟକାୟ ପଥର, ଟ୍ରେନ୍‌ ଚଳାଚଳ ବନ୍ଦ

କୋରାପୁଟ,୨୩ା୧୦(ଅମିତାଭ ବେହେରା): କୋରାପୁଟ କିରଣ୍ଡଳ ରେଳ ଲାଇନର ମାଲିଗୁଡ଼ା ଷ୍ଟେଶନ ନିକଟରେ ପାହାଡ଼ରୁ ପଥର ଧସିଛି। ଗୁରୁବାର ଅପରାହ୍ନରେ ରେଳ ଧାରଣା ଉପରେ ପଥର ଖଣ୍ଡ ଖସିପଡ଼ିଛି। ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଛି। କୋରାପୁଟ ଜୟପୁର ରେଳ...

ଦାଦନ ଖଟିବାକୁ ଯାଇ ଘରକୁ ଫେରିବା ବେଳେ ଟ୍ରେନ୍‌ରୁ ଶ୍ରମିକ ନିଖୋଜ, କାନ୍ଦିକାନ୍ଦି ସ୍ତ୍ରୀ କହୁଛନ୍ତି ମୋ’ ସ୍ବାମୀଙ୍କୁ ଫେରାଇ ଆଣ

ପୁରୁଷୋତ୍ତମପୁର,୨୪ା୯(ସୀମାଞ୍ଚଳ ମିଶ୍ର): ପରିବାର ପ୍ରତିପୋଷଣ କରିବା ଲାଗି ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ରେଙ୍ଗଟିପଲ୍ଲୀ ଗ୍ରାମର ସନ୍ତୋଷ ବେହେରା(୪୦)ଙ୍କ ୧୩ ଦିନ ହେଲା ପତ୍ତା ମିଳୁନି। ଫଳରେ ପରିବାର ଲୋକେ...

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ଯୁବକ

ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ରେଳ ଷ୍ଟେଶନ ନିକଟରେ ଚଳନ୍ତା ଏକ୍ସପ୍ରେସ ଟ୍ରେନ୍‌ରୁ ଖସି ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ ଯାଜପୁରରୋଡ୍‌ ଅଞ୍ଚଳର ଶ୍ରୀନିବାସ ଖଡ଼ଙ୍ଗା। ସେ ସାଲିମାରଠାରୁ ଭାସ୍କୋଡଗାମା...

Video: ଦେଖନ୍ତୁ ଛାତିଥରା ଦୃଶ୍ୟ, କେମିତି ଡବଲ ଡେକର ବସକୁ ଘୋଷାଡି ନେଲା ଟ୍ରେନ, ୧୦ ମୃତ ୪୦ରୁ ଅଧିକ ଆହତ

ଆଟଲାକୋମୁଲକୋ,୯।୯: ସୋମବାର ମେକ୍ସିକୋରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏକ ମାଲବାହୀ ଟ୍ରେନ ଏବଂ ଏକ ଡବଲ-ଡେକର ବସ ମଧ୍ୟରେ ଧକ୍କା ହେବା...

ମାଡ଼ିଗଲା ଟ୍ରେନ୍‌: ଜଣେ ମୃତ, ୨ ଗୁରୁତର

ରାୟଗଡ଼ା,୧୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନରେ ଘଟିଛି ଦୁର୍ଘଟଣା। ବିଶାଖାପାଟଣାଠାରୁ ଦୁର୍ଗ ଅଭିମୁଖେ ଯାଉଥିବା ଟ୍ରେନ୍‌ ନମ୍ବର ୫୮୫୨୮ ରେଳଷ୍ଟେଶନ ପୂର୍ବରୁ ୩ ନମ୍ବର ପ୍ଲାଟ୍‌ଫର୍ମରେ ଏକ ଲାଇଟ ମୋଟର ଟ୍ରଲିକୁ ପଛପଟୁ ଧକ୍କା ଦେଇଥିଲା। ଏକା ରେଳଧାରଣାରେ...

ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର

କଲ୍ୟାଣସିଂହପୁର,୧୩ା୭(ଦୀପକ କୁମାର ପରିଡ଼ା): ଟ୍ରେନରେ ଯିବା ସମୟରେ ଖସିପଡ଼ି ଜଣେ ସିଆର୍‌ପିଏଫ୍‌ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶନିବାର ରାତିରେ ରାଉଲକେଲା ଜଗଦଲପୁର ଏକ୍ସପ୍ରେସ୍‌ରେ କୋରାପୁଟରୁ ବଲାଙ୍ଗୀର ଅଭୀମୁଖେ ଯାଉଥିବା ବେଳେ ଲେଲିଗୁମା...

ମାଲ୍‌ବାହୀ ଟ୍ରେନ୍‌ର ୧୧ ବଗି ଲାଇନ୍‌ଚ୍ୟୁତ

ବୀରମିତ୍ରପୁର,୧୨ା୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁରଠାରେ ଶନିବାର ଏକ ମାଲବାହୀ ଟ୍ରେନ୍‌ର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ବୀରମିତ୍ରପୁର ଉପରମାର୍କେଟ ଅଞ୍ଚଳ ନିକଟରେ ଲାଇନଚ୍ୟୁତ ହୋଇଛି। ଚୂନଭଟାରୁ ବୀରମିତ୍ରପୁର ରେଳ ଷ୍ଟେଶନକୁ ଗଲା ବେଳେ ଏହି ଅଘଟଣ ଘଟିଛି।

ସୁପରଫାଷ୍ଟ୍‌ ଏକ୍ସପ୍ରେସ ବଗିରେ ଲାଗିଲା ନିଆଁ, ଯାତ୍ରୀମାନେ ଭୟରେ…

କେସିଙ୍ଗା,୨୮ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଅହମଦାବାଦଠାରୁ ପୁରୀ ଅଭିମୁଖେ ଯାଉଥିବା ଦ୍ରୁତଗାମୀ ଟ୍ରେନ୍‌ଟି ଟିଟିଲାଗଡ଼ରୁ କେସିଙ୍ଗା ଦେଇ ଟ୍ରେନ୍‌ ନଂ – ୧୨୮୪୪ ଅହମ୍ମଦାବାଦରୁ ପୁରୀକୁ ଯାଉଥିବା...

ଆଜିଠୁ ବୌଦ୍ଧରୁ ଗଡ଼ିବ ରେଳ

ବୌଦ୍ଧ,୨୦।୬(ଅଜିତ କୁମାର ବାରିକ): ବୌଦ୍ଧ ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଶୁକ୍ରବାରଠାରୁ ବୌଦ୍ଧ ଜିଲାରୁ ରେଳ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଜିଲାବାସୀଙ୍କ ମନରେ ଉକତ୍ଣ୍ଠା ଭରିରହିଛି। ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକ...

ଗାଡ଼ି ମାଲିକଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌, ଚାଲିଗଲା ଜୀବନ

କେନ୍ଦୁଝର,୧୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ଼ ରେଳ ଫାଟକ ଠାରୁ ୮ମିଟର ଦୂରତା ରେଳ ଧାରଣା ନିକଟରେ ମାଲ ବାହୀ ଟ୍ରେନ ଧକ୍କାରେ ଜଣେ ଗାଡ଼ି ମାଲିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri