Tag Archives: UP

ସରକାରଙ୍କ ବଡ଼ ପ୍ଲାନ୍‌: ବାହାରିବ ୫୦ ହଜାର ଚାକିରି, ୭ ଲକ୍ଷ ଲୋକଙ୍କୁ ରୋଜଗାର

ନୋଏ଼ଡା, ୨୯।୦୬: ଆଗାମୀ ୩ ବର୍ଷ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ୫୦ ହଜାର ନୂଆ ଚାକିରି ଏବଂ ଅପ୍ରତ୍ୟାଶିତ ଭାବେ ୫ରୁ ୭ ଲକ୍ଷ ଲୋକଙ୍କୁ ରୋଜଗାର ଦେବାକୁ ସରକାର ଯୋଜନା କରୁଥିବା ଜଣାପଡ଼ିଛି । ଉତ୍ତର ପ୍ରଦେଶର ଯୋଗୀ...

ଡିଏ ବଢ଼ାଇଲେ ରାଜ୍ୟ ସରକାର

ଲକ୍ଷ୍ନୌ,୧୧ା୩: ହୋଲି ପୂର୍ବରୁ ରାଜ୍ୟ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଯୋଗୀ ସରକାର। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ଡିଏକୁ ୪ ପ୍ରତିଶତ ବୃଦ୍ଧି କରାଯାଇଛି। ରାଜ୍ୟ କର୍ମଚାରୀମାନେ ଜାନୁଆରୀ ୨୦୨୪ରୁ...

ୟୁପିକୁ ୪୨୦୦୦ କୋଟି ଟଙ୍କାର ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୧୦ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆଜମଗଡ଼ରୁ ଉତ୍ତରପ୍ରଦେଶକୁ ୪୨,୦୦୦ କୋଟିରୁ ଅଧିକ ଟଙ୍କା ଉପହାର ଦେଇଛନ୍ତି। ସେ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍‌ଘାଟନ କରଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଭାଜପାର...

ଚେକିଂ କଡ଼ାକଡ଼ି ହେବାରୁ ବୋର୍ଡ ପରୀକ୍ଷା ଦେଲେନି ୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୩।୨: ହାଇସ୍କୁଲ ଏବଂ ମଧ୍ୟବର୍ତ୍ତୀ ପରୀକ୍ଷାରେ କପି ରୋକିବା ପାଇଁ ଯାଞ୍ଚ କଡ଼ାକଡ଼ି କରିବାରୁ ବିରଡ଼ ପରୀକ୍ଷା ଦେଲେନି 3 ଲକ୍ଷରୁ ଅଧିକ ଛାତ୍ରୀଛାତ୍ର। ପରୀକ୍ଷା ହଲରେ ଇନ୍ସପେକ୍ଟରଙ୍କ ପାଇଁ ବାରକୋଡ୍ ସହିତ ଆଇଡି କାର୍ଡର ପରିଚୟ, ସିସିଟିଭି କ୍ୟାମେରା...

ଏକକାଳୀନ ୨୨ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ଅଯୋଧ୍ୟା, ହେଲା ବିଶ୍ୱରେକର୍ଡ…

ଲକ୍ଷ୍ନୌ,୧୧।୧୧: ୨୨ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହୋଇଛି ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା। ଶନିବାର ଦୀପାବଳି ଉପଲକ୍ଷେ ଏଠାରେ ଏକକାଳୀନ ଦୀପ ଜଳାଯାଇଥିଲା, ଯାହାକି ଏକ ବିଶ୍ୱ ରେକର୍ଡ ଅଟେ। ତେବେ ଏହି ଅବସରରେ ଅନେକ ଭବ୍ୟ କାର୍ଯ୍ୟକ୍ରମର...

Ayodhya Deepostav-2023: ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଆପଣ ବି ଜାଳି ପାରିବେ ନିଜ ନାମର ଦୀପ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା…

ଲକ୍ଷ୍ନୌ,୧୧।୧୧: ଚଳିତ ବର୍ଷ ଅଯୋଧ୍ୟାରେ ଜଳିବ ୧୪ ଲକ୍ଷ ଦୀପ। ଦୀପାବଳିକୁ ବେଶ ଭବ୍ୟ କରିବା ଲାଗି ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଏଭଳି ପ୍ରସ୍ତୁତି କରି ବିଶ୍ୱ ରେକର୍ଡ କରିବାର ଯୋଜନା କରୁଛି। ତେବେ ଏହି କାର୍ଯ୍ୟକ୍ରମରେ ସାଧାରଣଲୋକେ...

ରାଜ୍ୟର ମହିଳାଙ୍କୁ ଦିଆଯିବ ଦୁଇଟି ମାଗଣା ଏଲ୍‌ପିଜି ସିଲିଣ୍ଡର, ଦୀପାବଳିଠାରୁ ଶୁଭାରମ୍ଭ…

ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ଷକୁ ଦୁଇଟି ଲେଖାଏ ମାଗଣା ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦେବା ଉପରେ ମଙ୍ଗଳବାର ଯୋଗୀ କ୍ୟାବିନେଟ ମୋହର ମାରିଛନ୍ତି। ତେବେ ଭାଜପା ଗତ ନିର୍ବାଚନ ସମୟରେ ଦଳର ଘୋଷଣାପତ୍ରରେ...

ବେଲୁନ ବିକ୍ରେତାକୁ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା ବେଳେ ତିନି ଥର ଓଲଟିଲା ସ୍କର୍ପିଓ, ଭାଇରାଲ ହେଉଛି ଲୋମଟାଙ୍କୁରା ଭିଡିଓ

ମେରୁଟ,୨୬।୧୦: ଉତ୍ତରପ୍ରଦେଶର ମେରୁଟରେ ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ସାମ୍ନାକୁ ଆସିଛି। ଦ୍ରୁତ ଗତି ଯୋଗୁ ଏକ ସ୍କର୍ପଓ ଚାଳକ ହଠାତ ଭାରସାମ୍ୟ ହରାଇ ଜଣେ ବେଲୁନ୍‌ ବିକ୍ରେତାଙ୍କ ଉପରେ  ଗାଡ଼ି ଚଢ଼ାଇ ଦେଇଥିଲେ। ଏହାପରେ ସେଠାରୁ ଖସିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri