”ଆମକୁ ହାଲୁକାରେ ନିଅ ନାହିଁ”, ମୋଦି-ପୁଟିନ ଭେଟଘାଟ ପରେ ରାଗରେ ନିଆଁବାଣ ଆମେରିକା ନୂଆଦିଲ୍ଲୀ,୧୨ା୭: ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀ ଗୁରୁବାର କହିଛନ୍ତି ଯେ ଭାରତ-ଆମେରିକା ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ବ୍ୟାପକ ଏବଂ ଗଭୀର, କିନ୍ତୁ ଏହା ଏତେ ଗଭୀର ନୁହେଁ ଯେ ”ହାଲୁକାରେ ନେଇଯିବେ”। ଦିଲ୍ଲୀରେ ଏକ ପ୍ରତିରକ୍ଷା କନକ୍ଲେଭକୁ...