ନୂଆଦିଲ୍ଲୀ,୪।୧୧: ଉତ୍ତରାଖଣ୍ଡର ଆଲମୋଡାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ପ୍ରାୟ ୨୨ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।…