ଦେବାଳିଆ ଘୋଷଣା କରିବାକୁ ଆବେଦନ କଲା ଆମେରିକୀର ପ୍ରମୁଖ କମ୍ପାନୀ ‘ୱିୱାର୍କ’ ନୂଆଦିଲ୍ଲୀ,୭/୧୧: ଆମେରିକାର ଅନ୍ୟତମ ପ୍ରମୁଖ କଂପାନୀ ‘ୱିୱାର୍କ’ ଦେବାଳିଆ ପରିସ୍ଥିତିରେ ଆସି ପହଞ୍ଚିଛି। କମ୍ପାନୀ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ କରିଛି। ଗୋଟିଏ ସମୟରେ କମ୍ପାନୀର ମୂଳ ସମ୍ପତ୍ତି ୪୭ ବିଲିୟନ ଡ଼ଲାର ଥିଲା। ବର୍ତ୍ତମାନ ଏହାର ସମ୍ପତ୍ତି...