Advertisement

yogi adityanath

‘କଂଗ୍ରେସ ଆମ୍ବେଦକରଙ୍କର କରୁଛି ଅପମାନ’, ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ, ଓ୍ବକଫ ନାଁରେ ହିଂସା କରୁଛନ୍ତି କେତେକ ଲୋକେ‘କଂଗ୍ରେସ ଆମ୍ବେଦକରଙ୍କର କରୁଛି ଅପମାନ’, ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ, ଓ୍ବକଫ ନାଁରେ ହିଂସା କରୁଛନ୍ତି କେତେକ ଲୋକେ

‘କଂଗ୍ରେସ ଆମ୍ବେଦକରଙ୍କର କରୁଛି ଅପମାନ’, ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ, ଓ୍ବକଫ ନାଁରେ ହିଂସା କରୁଛନ୍ତି କେତେକ ଲୋକେ

ଲକ୍ଷ୍ନୌ,୧୩।୪: ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ସମ୍ମାନ ଅଭିଯାନ ଅଧୀନରେ ରବିବାର ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ…

1 week ago
ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ଘର ଭାଙ୍ଗିଲ, କ୍ଷତିପୂରଣ ଦିଅଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ଘର ଭାଙ୍ଗିଲ, କ୍ଷତିପୂରଣ ଦିଅ

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ଘର ଭାଙ୍ଗିଲ, କ୍ଷତିପୂରଣ ଦିଅ

ନୂଆଦିଲ୍ଲୀ,୨ା୪ (ପି.ଟି.):ଆଇନଗତ ପ୍ରକ୍ରିୟାର ଅନୁପାଳନ ନ କରି ବେଆଇନ ଭାବେ ଘର ଭଙ୍ଗାଯିବା ଘଟଣାରେ ସୁପ୍ରିମକୋର୍ଟ ମଙ୍ଗଳବାର ଉତ୍ତରପ୍ରଦେଶ ସରକାର ଏବଂ ପ୍ରୟାଗରାଜ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଭର୍ତ୍ସନା…

3 weeks ago
ମହାରାଷ୍ଟ୍ର ନିର୍ବାଚନ ପରେ ଚାଲିଯିବ ଯୋଗୀଙ୍କ ମୁଖ୍ୟମନ୍ତ୍ରୀ ଆସନ; ବଡ଼ ଦାବି କଲେ ଅଖିଳେଶ ଯାଦବମହାରାଷ୍ଟ୍ର ନିର୍ବାଚନ ପରେ ଚାଲିଯିବ ଯୋଗୀଙ୍କ ମୁଖ୍ୟମନ୍ତ୍ରୀ ଆସନ; ବଡ଼ ଦାବି କଲେ ଅଖିଳେଶ ଯାଦବ

ମହାରାଷ୍ଟ୍ର ନିର୍ବାଚନ ପରେ ଚାଲିଯିବ ଯୋଗୀଙ୍କ ମୁଖ୍ୟମନ୍ତ୍ରୀ ଆସନ; ବଡ଼ ଦାବି କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ,୧୫ା୧୧: ଉତ୍ତରପ୍ରଦେଶର ୯ ଟି ଆସନରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ନେତାମାନଙ୍କ ମଧ୍ୟରେ ଆଲୋଚନା ସମାଲୋଚନା ତୀବ୍ର ହୋଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ…

5 months ago
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ୧୦ ଦିନରେ ଇସ୍ତଫା ନ ଦେଲେ…ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ୧୦ ଦିନରେ ଇସ୍ତଫା ନ ଦେଲେ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ୧୦ ଦିନରେ ଇସ୍ତଫା ନ ଦେଲେ…

ଲକ୍ଷ୍ନୌ/ମୁମ୍ବାଇ,୩।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ୍‌ ଏକ ଅଜଣା ନମ୍ବରରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି। ଯଦି…

6 months ago
ବଳତ୍କାର ମାମଲାରେ ବୁଲ୍‌ ଡୋଜର ଆକ୍ସନ ନେଲେ ମୁଖ୍ୟମନ୍ତ୍ରୀବଳତ୍କାର ମାମଲାରେ ବୁଲ୍‌ ଡୋଜର ଆକ୍ସନ ନେଲେ ମୁଖ୍ୟମନ୍ତ୍ରୀ

ବଳତ୍କାର ମାମଲାରେ ବୁଲ୍‌ ଡୋଜର ଆକ୍ସନ ନେଲେ ମୁଖ୍ୟମନ୍ତ୍ରୀ

ଅଯୋଧ୍ୟା,୦୩।୦୮: ଅଯୋଧ୍ୟାରେ ହୋଇଥିବା ଏକ ବଳତ୍କାର ମାମଲାରେ ମୁଖ୍ୟମନ୍ତ୍ରୀ ବଡ଼ ଆକ୍ସନ ନେଇଛନ୍ତି । ପ୍ରଥମେ ପୋଲିସ ଇନ୍‌ଚାର୍ଜ ଏବଂ ଥାନା ଅଧିକାରୀଙ୍କୁ ନିଲମ଼୍ବିତ କରିବା ପରେ…

9 months ago
କାଉଡ଼ିଆ ବିବାଦରେ ଯୋଗୀଙ୍କ ସମର୍ଥନରେ ବାହାରିଲେ ବାବା ରାମଦେବ, କହିଲେ-ରେହମାନଙ୍କୁ …କାଉଡ଼ିଆ ବିବାଦରେ ଯୋଗୀଙ୍କ ସମର୍ଥନରେ ବାହାରିଲେ ବାବା ରାମଦେବ, କହିଲେ-ରେହମାନଙ୍କୁ …

କାଉଡ଼ିଆ ବିବାଦରେ ଯୋଗୀଙ୍କ ସମର୍ଥନରେ ବାହାରିଲେ ବାବା ରାମଦେବ, କହିଲେ-ରେହମାନଙ୍କୁ …

ନୂଆଦିଲ୍ଲୀ,୨୧।୭: ଉତ୍ତରପ୍ରଦେଶରେ କାଉଡ଼ିଆ ମାର୍ଗରେ ପଡୁଥିବା ଦୋକାନ ମାଲିକଙ୍କରେ ମଲଙ୍କ ମାନଙ୍କର ଅସଲି ନାମ ଲେଖିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ବିବାଦ ଲାଗି…

9 months ago
ୟୁପି ପୋଲିସର ବୋଲ୍‌ବମ୍‌ ଯାତ୍ରା ନିର୍ଦ୍ଦେଶକୁ ନେଇ ବିବାଦୟୁପି ପୋଲିସର ବୋଲ୍‌ବମ୍‌ ଯାତ୍ରା ନିର୍ଦ୍ଦେଶକୁ ନେଇ ବିବାଦ

ୟୁପି ପୋଲିସର ବୋଲ୍‌ବମ୍‌ ଯାତ୍ରା ନିର୍ଦ୍ଦେଶକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୭: ବୋଲ୍‌ବମ୍‌ ଯାତ୍ରୀମାନଙ୍କ ସୁବିଧା ପାଇଁ ଯାତ୍ରା ମାର୍ଗରେ ଥିବା ମୁଜାଫରନଗରର ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ମାଲିକଙ୍କ ନାଁ ସାଇନ୍‌ବୋର୍ଡରେ ଉଲ୍ଲେଖ…

9 months ago
ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ଆମର…ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ଆମର…

ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ଆମର…

ନୂଆଦିଲ୍ଲୀ,୭ା୭: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହାଥରସ୍‌ ଦୁର୍ଘଟଣା ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି।…

10 months ago
NEET ପେପର ଲିକ୍‌ ଉପରେ ନୂଆ ଆଇନ ଆଣିବେ ଯୋଗୀ ସରକାରNEET ପେପର ଲିକ୍‌ ଉପରେ ନୂଆ ଆଇନ ଆଣିବେ ଯୋଗୀ ସରକାର

NEET ପେପର ଲିକ୍‌ ଉପରେ ନୂଆ ଆଇନ ଆଣିବେ ଯୋଗୀ ସରକାର

ଲକ୍ଷ୍ନୌ,୨୧ା୬: ପ୍ରତିଯୋଗିତାମୂଳକ ପରୀକ୍ଷାରେ ପେପର ଲିକ୍‌ ପ୍ରସଙ୍ଗ ଆଜିକାଲି ଚର୍ଚ୍ଚାରେ ରହିଛି। ନିକଟରେ ଉତ୍ତରପ୍ରଦେଶ ପୋଲିସ ନିଯୁକ୍ତି ପରୀକ୍ଷାର ପେପର ଲିକ୍‌ ହୋଇଥିଲା। ଏବେ NEET ଏବଂ…

10 months ago
ଯୋଗୀ ଆଦିତ୍ୟନାଥ ଦେଲେ ବଡ ବୟାନ, ଏହି କାରଣ ପାଇଁ ମୁସ୍‌ଲିମ୍‌ ସଂରକ୍ଷଣ ବିରୋଧ କରୁଛି ଭାଜପାଯୋଗୀ ଆଦିତ୍ୟନାଥ ଦେଲେ ବଡ ବୟାନ, ଏହି କାରଣ ପାଇଁ ମୁସ୍‌ଲିମ୍‌ ସଂରକ୍ଷଣ ବିରୋଧ କରୁଛି ଭାଜପା

ଯୋଗୀ ଆଦିତ୍ୟନାଥ ଦେଲେ ବଡ ବୟାନ, ଏହି କାରଣ ପାଇଁ ମୁସ୍‌ଲିମ୍‌ ସଂରକ୍ଷଣ ବିରୋଧ କରୁଛି ଭାଜପା

ନୂଆଦିଲ୍ଲୀ,୨୭।୫: ଧର୍ମକୁ କେନ୍ଦ୍ର କରି ସଂରକ୍ଷଣ ଦେବା ଅଣସାମ୍ବିଧାନିକ ଏବଂ ଭାରତୀୟ ଜନତା ପାର୍ଟି କୌଣସି ପ୍ରକାର ମୁସଲିମ ସଂରକ୍ଷଣକୁ ବିରୋଧ କରେ ବୋଲି କହିଛନ୍ତି ଉତ୍ତରପ୍ରଦେଶ…

11 months ago
‘ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଉ’‘ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଉ’

‘ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଉ’

ବାଣପୁର,୨୩ା୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୁରୁବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଚିଲିକାର ବାଣପୁରରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇଛନ୍ତି। ଯୋଗୀ ଆରମ୍ଭରୁ…

11 months ago
କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥକାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ କୃଷ୍ଣଙ୍କ…

12 months ago