ରାଜ୍ୟର ମହିଳାଙ୍କୁ ଦିଆଯିବ ଦୁଇଟି ମାଗଣା ଏଲ୍ପିଜି ସିଲିଣ୍ଡର, ଦୀପାବଳିଠାରୁ ଶୁଭାରମ୍ଭ… ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ଷକୁ ଦୁଇଟି ଲେଖାଏ ମାଗଣା ଏଲ୍ପିଜି ଗ୍ୟାସ ସିଲିଣ୍ଡର ଦେବା ଉପରେ ମଙ୍ଗଳବାର ଯୋଗୀ କ୍ୟାବିନେଟ ମୋହର ମାରିଛନ୍ତି। ତେବେ ଭାଜପା ଗତ ନିର୍ବାଚନ ସମୟରେ ଦଳର ଘୋଷଣାପତ୍ରରେ...