ମାର୍ଚ୍ଚ ୧୯ରୁ ଲାଗୁ ହେବ YouTubeର ନୂଆ ନିୟମ:କଣ୍ଟେଣ୍ଟ କ୍ରିଏଟର୍ର୍ସ ହୋଇଯାନ୍ତୁ ସାବଧାନ, ନଚେତ୍ ଆକାଉଣ୍ଟ ହୋଇଯିବ ବ୍ଲକ
ନୂଆଦିଲ୍ଲୀ,୧୦।୩:YouTube ଅନଲାଇନ ଜୁଆ ବିଷୟବସ୍ତୁ ବିରୋଧରେ ନିୟମ କଠୋର କରିଛି। କମ୍ପାନୀର ନୂତନ ନିୟମ ୧୯ ମାର୍ଚ୍ଚରୁ ଲାଗୁ ହେବାକୁ ଯାଉଛି। ଏହା ପରେ, ଯେଉଁ କ୍ରିଏଟରମାନେ ଅଣପ୍ରମାଣିତ ଜୁଆ ଆପ ଏବଂ ୱେବସାଇଟ୍ଗୁଡ଼ିକୁ ପ୍ରୋତ୍ସାହିତ କରିବେ, ସେମାନଙ୍କ ଆକାଉଣ୍ଟଗୁଡ଼ିକୁ...